ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ

ଟ୍ୟୁସନ୍ ସାର୍‌ ଗିରଫ

0 123

ନୟାଗଡ଼,୨୮/୭(ଏସ ଏସ ନିଉଜ)ନାବାଳିକା ଛାତ୍ରୀଙ୍କ ଅନ୍ତରଙ୍ଗ ଭିଡିଓ ଭାଇରାଲ କରି ଟ୍ୟୁସନ୍ ସାର୍‌ ଗିରଫ ହୋଇଛନ୍ତି । ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଅଞ୍ଚଳରେ ଘଟଣା ଘଟିଛି ।ଅଭିଯୁକ୍ତ ଶିକ୍ଷକ ରାଜେଶ ବେହେରାକୋଭିଡ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇ ଦୁଷ୍କର୍ମ କରୁଥିଲା । ଦୁଷ୍କର୍ମ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ କୁ ଭାଇରାଲ କରିଥିଲା ଶିକ୍ଷକ । ଭାଇରାଲ ପରେ ନାବାଳିକାର ପରିବାର ପକ୍ୱଜ୍ଞରୁ ରଣପୁର ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ୍ ୨ଟି ମାମଲା ରୁଜୁ କରି ତଦନ୍ତ କରିଥିଲା । ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.