ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 186

ସମ୍ବଲପୁର,୨୮/୭(ଏସ ଏସ ନିଉଜ)ଘର ପଛପଟୁ +୨ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବୁର୍ଲା ଥାନା ଢିପାପଡ଼ା ଗାଁରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।ମୃତକ ହେଉଚ୍ନ୍ତୁ ଜିଏମ୍ ୟୁନିଭର୍ସିଟିର +୨ ଛାତ୍ର ରୋହନ ଗୁରୁ ।ପରୀକ୍ଷାରେ ୪୯%ନମ୍ବର ରଖିଥିଲେ ରୋହନ ଯୁକ୍ତ୨ ପରୀକ୍ଷାରେ କମ ନମ୍ବର ରଖିବାରୁ ଆତ୍ମହତ୍ୟା ଅଭିଯୋଗ ହୋଇଛି ।

Leave A Reply

Your email address will not be published.