ଆଜିଠୁ ଚାଲିବ ଟିଟିଲାଗଡ଼-ରାୟପୁର ପେସେଞ୍ଜର

0 183

ସମ୍ବଲପୁର୮/୮(ଏସଏସନିଉଜ)ଆଜିଠୁ ଚାଲିବ ଟିଟିଲାଗଡ଼-ରାୟପୁର ପେସେଞ୍ଜର। ଟ୍ରେନ୍ ନମ୍ବର ୦୮୨୭୭ ଟିଟିଲାଗଡ଼-ରାୟପୁର ପାସେଞ୍ଜର ସ୍ବତନ୍ତ୍ର ୮ ତାରିଖରୁ ଓ ୦୮୨୭୮ ରାୟପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍ ୯ ତାରିଖରୁ ପୁନଃଚଳାଚଳ କରି‌ବ ।. ସେହିପରି ଟ୍ରେନ୍ ନମ୍ବର ୦୮୨୭୫ ରାୟପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ବତନ୍ତ୍ର ଆସନ୍ତା ୨୨ ତାରିଖରୁ ଓ ୦୮୨୭୬ ଜୁନାଗଡ଼ ରୋଡ୍-ରାୟପୁର ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍ ୨୩ ତାରିଖରୁ ପୁଣି ଚାଲିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.