ଆଜିଠୁ କରୋନା ଲକ୍ଷଣ ଖୋଜା ଅଭିଯାନ

0 215

ଭୁବନେଶ୍ୱର,୧୬/୬(ଏସଏସନିୟୁଜ)ଆଜିଠାରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ । ୧୬ ଜୁନରୁ ୩୧ଜୁଲାଇ ପର୍ଯ୍ୟନ୍ତ  ସହର ଓ ଗାଁର ସବୁ ଘର ଏବଂ ବସ୍ତି ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ । କରୋନା ଲକ୍ଷଣ ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ । ଯଦି କାହାର ଏହିଭଳି ଲକ୍ଷଣ ଥିବା ସେମାନଙ୍କ ନମୁନା ସଂଗ୍ରହ କରାଯାଇ କରୋନା ପରୀକ୍ଷା ପାଇଁ ପଠାଯିବ । ପ୍ରଥମେ ୨ ମାସରେ ୫୦ ହଜାର ପରୀକ୍ଷା କରାଯାଇଥିବା ବେଳେ ଏବେ ୨ ସପ୍ତାହରେ ହେଉଛି ୫୦ ହଜାର ଟେଷ୍ଟ । ଓଡିଶାରେ ୨ ଲକ୍ଷ ଟପିଛି ନମୂନା ପରୀକ୍ଷା । ଆଗମୀ ୪ରୁ ୬ ସପ୍ତାହ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ ।

Leave A Reply

Your email address will not be published.