ଏ ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବନି ଦରମା

0 245

ଖବର ଆଜିର ,ଆଜି ଶେଷରଜ,ଭୂଦାହ। ,ତାରିଖ ୧୬/୦୬/୨୦, ମଙ୍ଗଳବାର
୧-ଆଜିଠାରୁ ରାଜ୍ୟର ଘରେ ଘରେ ହେବ କରୋନା ଯାଞ୍ଚ, ଦୁଆର ଦୁଆର ବୁଲିବେ ଆଶା ଦିଦି ଓ ଅଙ୍ଗନବାଡି କର୍ମୀ।
୨-ପଦ୍ମପୁର:ଟିଭି ଫାଟି ଗୋଟିଏ ପରିବାରର ୩ ବର୍ଷର ଶିଶୁ ସମେତ ସ୍ବାମୀ, ସ୍ତ୍ରୀ ଗୁରୁତର।
୩-ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ତତ୍ପରତା,୧୭ରୁ ଶିକ୍ଷାନୁଷ୍ଠାନ ଆସିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ,ଆଜି ମନ୍ତ୍ରୀଙ୍କୁ ଭେଟିବେ ସବୁ ଅଧ୍ୟାପକ ସଂଘ।
୪-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ଜାମିନରେ ଯିବା ପରେ ଅଭିଯୁକ୍ତ ଲଗାଇବେ ଶହେ ଗଛ।
୫-ପୁଣି ଖାକିରେ କଳଙ୍କ, ମହିଳାଙ୍କୁ ଏସିଡ ଆଟକର ଧମକ ଦେଇ କ୍ୟାପିଟାଲ ଥାନାର ରସିକିଆ ASI ହେଲେ ନିଲମ୍ବିତ।
୬-ଭୁବନେଶ୍ୱର:୧୨ ଶିକ୍ଷାନୁଷ୍ଠାନରେ ଖୋଳିବ B.sc(କୃଷି) ପାଠ୍ୟକ୍ରମ।
୭-ଜୁନରେ ସ୍ବଭାବିକ ଠାରୁ ୨୩%ଅଧିକା ବର୍ଷା।୧୯ରେ ଲଘୁଚାପ,୧୮ରୁ ବଢ଼ିବ ବର୍ଷା।
୮-ସମ୍ବଲପୁର:ଅନଲକ-୧ସମୟରେ ଘର ଛାଡ଼ିବାକୁ ନେଇ ମାଲିକ ଓ ଭଡାଟିଆଙ୍କ ମଧ୍ୟରେ କଳହ । ଦେହରେ ନିଆଁ ଲଗାଇ ଭଡାଟିଆ ଗୁରୁତର : ଘର ନ ଛାଡିବାରୁ ପାଇଖାନାରେ ତାଲା ପକାଇଦେଇଥିଲା ଘରମାଲିକ।
୯-ବଡ଼ ଝଟକା!ଏ ବର୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବନି ଦରମା, ଆସନ୍ତା ବର୍ଷ ପର୍ଯ୍ୟନ୍ତ  କରିବାକୁ ପଡିବ ଅପେକ୍ଷା।
୧୦-PNB ୩୨କୋଟି ଠକେଇ ଘଟଣା:ଇଡି ସ୍କାନରରେ ଗ୍ଲୋବାଲ ଟ୍ରେଡିଂ ସଲ୍ୟୁସନ।
୧୧-ମୁମ୍ବାଇ:ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ପାଇଁ ଫୋରେନ୍ସିକ୍ ଟିମ୍ ସଂଗ୍ରହ କଲା ଶରୀରର ଅଂଶ, ଖୁବ୍ ଶୀଘ୍ର ଜଣାପଡ଼ିବ ମୃତ୍ୟୁର କାହାଣୀ।

Leave A Reply

Your email address will not be published.