ଆଜିଠୁ ନବମଶ୍ରେଣୀ ପରୀକ୍ଷା

0 36

ଭୁବନେଶ୍ୱର,୬।୩(ଏସଏସନିଉj)ଆଜିଠୁ ନବମ ଶ୍ରେଣୀ ପରୀକ୍ଷା,ମାଧ୍ୟମିକଶିକ୍ଷା ପରିଷଦ ପରିଚାଳିତ ଉଚ୍ଚବିଦ୍ୟାଳୟରେ ପରୀକ୍ଷା ଆରମ୍ଭ ହୋଇଛି।
ମଧ୍ୟମାବିଦ୍ୟାଳୟରେ ମଧ୍ଯ ନବମଶ୍ରେଣୀ ପରୀକ୍ଷା ଆରମ୍ଭ ହିଇଛି।୧୩ତାରିଖ ଯାଏଁ ନିଜ ବିଦ୍ୟାଳୟରେ ଅନୁଷ୍ଠିତ ହେବ ପରୀକ୍ଷା ବୋଲି ଜଣାପଡିଛି।

Leave A Reply

Your email address will not be published.