ଆଜିଠୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା

0 162

ଭୁୁବନେଶ୍ୱର,୧୬/୮(ଏସଏସନିୟୁଜ)ରାଜ୍ୟରେ ଆଜିଠାରୁ ଅଫଲାଇନରେ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୯ଟାରୁ ୧୨ଟା ୩୦ ଯାଏଁ ସ୍କୁଲରେ ପାଠପଢ଼ା ହେବ । ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ। ତେବେ କ୍ଲାସରୁମ୍ ପାଠପଢ଼ା ପାଇଁ କାହାକୁ ବାଧ୍ୟ କରାଯିବ ନାହିଁ। ଅଭିଭାବକଙ୍କ ସହିତ ଆଲୋଚନା କରାଯାଇ ଛାତ୍ରଛାତ୍ରୀ ଅନଲାଇନ୍ କିମ୍ବା ଅଫଲାଇନ୍‌ରେ କ୍ଲାସ କରିପାରିବେ। ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନରେ କ୍ଲାସ୍ ହେବ ନାହିଁ।ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ କୁହାଯାଇଥିଲା ।

 

Leave A Reply

Your email address will not be published.