0 249 Share ଭୁବନେଶ୍ୱର,୩/୯(ଏସଏସନିଉଜ)ଏସିଆ କପ୍ରେ ଆଜିଠୁ ସୁପର-୪ ମୁକାବିଲାହେବ । ସୁପର-୪ରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ ।ସୁପର-୪ରେ ହେବ ମୋଟ ୬ଟି ମ୍ୟାଚ୍ । ସମସ୍ତଙ୍କ ସହ ମ୍ୟାଚ୍ ଖେଳିବେ ୪ଟି ଯାକ ଟିମ୍ । ଟପ୍-୨ରେ ଥିବା ଟିମ୍ ଫାଇନାଲକୁ ଯିବେ । 0 249 Share