ଆଜିଠୁ ଖୋଲିବ ସ୍କୁଲ

0 112

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)୧୧ ଦିନିଆ ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ ।ଆଜିଠୁ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମ ପାଠପଢ଼ା ଆରମ୍ଭ ହେବ।ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ସ୍କୁଲ ଚାଲିବ । ୯ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ ଶିକ୍ଷୟତ୍ରୀ ।ସ୍କୁଲ ଖୋଲିବା ପୂର୍ବରୁ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି କରାଯାଇଥିଲା ।

Leave A Reply

Your email address will not be published.