ପୁଣି ଆସିବ ଶକ୍ତିମାନ

0 146

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ପୁଣି ନିର୍ମାଣ ହେବ ଶକ୍ତିମାନ ଫିଲ୍ମ ।୯୦ ଦଶକର ପିଲାମାନଙ୍କର ସବୁଠାରୁ ପ୍ରିୟ ଶୋ’ ଥିଲା ‘ଶକ୍ତିମାନ’ ।୧୯୯୭ ରେ ଡିଡି ନ୍ୟାଶନାଲରେ ଆରମ୍ଭ ହୋଇଥିବା ଏହି ଶୋ’ ଦେଖିବା ପାଇଁ ପିଲାମାନେ ସମୟ ପୂର୍ବରୁ ଟିଭି ଆଗରେ ଅପେକ୍ଷା କରି ରହୁଥିଲେ।ଏବେ ୧୭ ବର୍ଷ ପରେ ଏହି ସିରିଏଲ ପୁଣି ଥରେ ଏକ ଫିଲ୍ମ ଭାବେ ପରଦାକୁ ଆସିବାକୁ ଯାଉଛି ।ଅତିକମରେ ୩୦୦ କୋଟି ଟଙ୍କା ବଜେଟ୍ ରଖାଯାଇଥିବାବେଳେ ଏହା ଏକ ବଡ ଫିଲ୍ମ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.