ଆକର୍ଷଣ ସାଜିଛି ବ୍ରହ୍ମରାକ୍ଷସୀ

0 125

ବ୍ରହ୍ମପୁର,୩୦ା୪(ଏସଏସନିଉଜ) ସରିଆସୁଛି ବୁଢୀ ଠାକୁରାଣୀ ଯାତ୍ରା । ଯାତ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି ।ଏହାକୁନେଇ ଜମୁଛି ପୁରୁଣାବ୍ରହ୍ମପୁର ଓ ବଡବଜାର ଅଞ୍ଚଳ ।ଯାହାଫଳରେ ଲୋକଙ୍କ ନାହିଁନଥିବା ଭୀଡ ଲାଗିରହୁଛି ।ଶହଶହ ବର୍ଷର ପୁରୁଣା ବୁଢିଠାକୁରାଣୀ ଯାତ୍ରାର ଅନେକ କିମ୍ବଦନ୍ତୀ ଓ ପରମ୍ପରା ରହିଛି ।ଏହି ଅବସରରେ ମାଆ ବାପଘରକୁ ଆସିବା ପରେ ନଗର ପରିକ୍ରମା କରିଥାନ୍ତି । ବିଶେଷକରି ରଥ , କଳାକୁଞ୍ଜ ,ବିଭିର୍ଣ ବେଶଧାରୀ କଲାକାର ଓ ମାନସିକଧାରୀଙ୍କ ନୃତ୍ୟ ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଛି । ଯାହାକୁ ବୁଲିଦେଖୁଛନ୍ତି ଶହଶହ ଭକ୍ତ ।

Leave A Reply

Your email address will not be published.