ପୁରୀ,୨୦/୯(ଏସଏସନିଉଜ)ବାଗେଡ଼ିଆ ଧର୍ମଶାଳାକୁ ଅକ୍ତିଆରକୁ ନେଲା ପ୍ରଶାସନ।ସିଂହଦ୍ୱାର ସମ୍ମୁଖ ବାଗେଡ଼ିଆ ଧର୍ମଶାଳାର ସବୁ ରୁମ୍ ସିଲ୍ ହୋଇଛି।ତହସିଲଦାରଙ୍କ ଉପସ୍ଥିତିରେ ସବୁ ରୁମ୍କୁ ସିଲ୍ କରିଛି ପ୍ରଶାସନ।ପୂର୍ବରୁ ଏହି ଧର୍ମଶାଳାର ଗୋଟିଏ ଅଂଶରେ ସିଂହଦ୍ୱାର ଥାନା ଚାଲିଛି।

Prev Post
Next Post