ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

0 147

ଆସିକା,୧୭/୬(ଏସ ଏସ ନିଉଜ) ଘର ବାଡ଼ି ପଛପଟ ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଧରାକୋଟ ବଡ଼ଦାଣ୍ଡ ସାହିର ଜଣଙ୍କ ଘର ବାଡ଼ି ପଛପଟୁ ଶିଶୁପୁତ୍ରଟି ଉଦ୍ଧାର ହୋଇଛି। ଉଦ୍ଧାର ପରେ ନବଜାତ ଶିଶୁପୁତ୍ର ଧରାକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନବଜାତକୁ ସେଠାରେ କିଏ ଛାଡ଼ିଲା ଜଣାପଡ଼ିନଥିବାବେଳେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.