ନାବାଳକ ମୃତଦେହ ମିଳିବା ଘଟଣାରେ ୨ ଅଟକ

0 130

ଚନ୍ଦ୍ରଶେଖରପୁର,୧୭/୬(ଏସ ଏସ ନିଉଜ)ପଣ୍ଡାପାର୍କ ବସ୍ତିରୁ ନିଖୋଜ ନାବାଳକ ମୃତଦେହ ମିଳିବା ଘଟଣାରେ ବସ୍ତିର ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ମୃତ ନାବାଳକର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ, ଜୋନ ଏସିପିଙ୍କ ଦ୍ବାରା ତଦନ୍ତ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.