ଧନୁତୀର ଧରି ରାସ୍ତାରେ ବସିଲେ ଲୋକ

0 225

ଉଦଳା,୧୬/୬(ଏସ ଏସ ନିଉଜ) ଦୀର୍ଘ ଦିନରୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ କପ୍ତିପଦା ଗୋଲେଇ ଛକରେ ସାଗରସାହି ଗ୍ରାମବାସୀ ଙ୍କ ରାସ୍ତାରୋକ କରିଛନ୍ତି । ଧନୁତୀର ଧରି ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକ ।ଯାହାଫଳରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବା ସହ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

Leave A Reply

Your email address will not be published.