ଅଲୋଡ଼ା ଶିଶୁକନ୍ୟା

0 110

କାମାକ୍ଷାନଗର,୨୧/୯(ଏସ ଏସନିଉଜ) ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଢେଙ୍କାନାଳ କଙ୍ଗେଇଲୋ ଗାଁରୁ ନବଜାତ ଝିଅର ମୃତଦେହ ଉଦ୍ଧାର ହୋଇଛି। ଜନ୍ମକଲା ପରେ କେହି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.