ସ୍ୱାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ !

0 142

ବାଲେଶ୍ୱର,୨୧/୯(ଏସ ଏସନିଉଜ)ସ୍ୱାମୀକୁ ମାଡ଼ ମାରି ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ ରଅଭିଯୋଗ ହୋଇଛି।ସହଦେବ ଖୁଣ୍ଟା ଥାନା ଅଞ୍ଚଳରେ ଦୁଷ୍କର୍ମ ଓ ଲୁଟପାଟ ଭଳି ଘଟଣା ଘଟିଥିବାର ଅଭିଯୋଗ ଆସିଛି।୩ ଜଣ ୧୦ ହଜାର ଲୁଟି ଥିବାବେଳେ ଆଉ ୩ ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ସମସ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଥିବା ସୂଚନା ମିଳିଛି।

Leave A Reply

Your email address will not be published.