୧୯୨୯କୁ ଫୋନ୍ କଲେ ମିଳିବ ଅକ୍ସିଜେନ ସୁବିଧା

ଭୁବନେଶ୍ୱର,୫/୬(ଏସଏସନିୟୁଜ) ୧୯୨୯କୁ ଫୋନ୍ କଲେ ରାଜଧାନୀବାସୀ ଅକ୍ସିଜେନ ସୁବିଧା ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୧୦୦ଟି ଅକ୍ସିଜେନ ସଂକେନ୍ଦ୍ରକ ଯୋଗାଇଛନ୍ତି। ଏହି ସେବା ଜୁନ୍ ୭ରୁ ଆରମ୍ଭ ହେବ.ଏହାସହ ଆଗାମିଦିନରେ ମାର୍କେଟଗୁଡ଼ିକରେ ସମୂହ କୋରୋନା ପରୀକ୍ଷା ଜୋରଦାର କରାଯିବ । ଭୁବନେଶ୍ବରରେ ଜୁନ୍ ୭ରୁ ତ୍ବରାନ୍ବିତ ହେବ କୋଭିଡ ଟିକାକରଣ। ୧୮ରୁ ୪୪ ବର୍ଷୀୟଙ୍କ ଦ୍ଵିତୀୟ ଡୋଜ୍ ଟିକାକରଣ ଉପରେ ଗୁରୁତ୍ବଦିଆଯିବାସହ ଖୁବ୍ ଶୀଘ୍ର ତ୍ବରାନ୍ବିତ ହେବ ୧୮ରୁ ୪୪ ବର୍ଷୀୟଙ୍କ ପ୍ରଥମ ଡୋଜ ଟିକାଦାନ ବୋଲି ଭୁବନେଶ୍ବର ମହାନଗର ନିଗମ କମିସନର ସଂଜୟ ସିଂହ ସୂଚନା ଦେଇଛନ୍ତି ।

Comments (0)
Add Comment