Browsing monthly archive

April 2020

ଆଜି ମେଶରାଶିର ଘାତବାର

ଆଜି କେମିତି କଟିବ? ଅପ୍ରେଲ ୦୫ ତାରିଖ ୨୦୨୦(ରବିବାର)ମକର ଓ କର୍କଟ ରାଶିର ଘାତଚନ୍ଦ୍ର , ମେଷ ରାଶିର ଘାତବାର ଅଦ୍ୟ ଦ୍ବାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମେଷ:- ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ  କାର୍ଯ୍ୟସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ । ବୃଷ:- […]

ରାଜ୍ୟରେ ଆଉ ଜଣେ କରୋନା ପଜିଟିପ୍ ଚିହ୍ନଟ

ଭୁବନେଶ୍ବର:୪/୪(ଏସଏସଏନ୍) ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଆଜି ପରୀକ୍ଷା ହୋଇଥିବା ୩୦୪ ନମୂନାରୁ ଗୋଟିଏ ପଜିଟିଭ ଥିବା ଜଣାପଡିଥିଲା ।.କଳାହାଣ୍ଡି ଜିଲ୍ଲାର ୨୯ ବର୍ଷୀୟ ଯୁବକଙ୍କ ଦେହରେ ଚିହ୍ନଟ ହୋଇଥିଲା କୋଭିଡ୍-୧୯ । ଟ୍ରାଭେଲ ହିଷ୍ଟ୍ରିରେ ସେ ବାହାରିନ୍ ଯାଇଥିବା ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ, ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୨୧ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ।

ଦେବଦୂତ ସାଜିଲେ ବାରଙ୍ଗ ଥାନାଧିକାରୀ

ଭୁବନେଶ୍ବର:୪/୪(ଏସଏସଏନ୍)ସାରା ବିଶ୍ବରେ କରୋନା ଭୂତାଣୁକୁ ନେଇ ଚିନ୍ତାରେ ଥିବା ବେଳେ ଦେଶ ଓ ରାଜ୍ୟରେ କରୋନା ଭୁତାଣୁ ଠାରୁ ରକ୍ଷା ପାଇବା ପାଇଁ ଲଗ୍ ଡାଉନ୍ ଜାରି ହୋଇଛି । ଆଉ କେଉଁଠି ଶଟ୍ ଡାଉନ୍ ମଧ୍ୟ କରାଯାଇଛି । ଏହି ଶଟ୍ ଡାଉନ୍ ରେ ରାଜରାସ୍ତା ଜନଶୁନ୍ୟ ହୋଇଯାଇଛି ।ଗାଡି ମଟର ଠପ୍ ହୋଇଯାଇଥିବା ବେଳେ  ସବୁଠି ଖାଁଖାଁ ଲାଗୁଛି । ଏଭଳି ପରିସ୍ଥିତିରେ ବାରଙ୍ଗ ଥାନାଧିକାରୀ ଦେବଦୂତ ସାଜି ଜଣେ ବିଷାକ୍ତ ସାପ କାମୁଡାରେ […]

ସତ୍ୟବାଦୀରୁ ୩୩ ଜଣଙ୍କର ରକ୍ତନମୁନା ପରୀକ୍ଷା ପାଇଁ ପଠାଗଲା

ଭୁବନେଶ୍ୱର,୪/୪(ଏସ୍‌ଏସ୍‌ନିୟୁଜ୍‌)ପୁରୀଜିଲ୍ଲା ପିପିଲି ଅଂଚଳର କରୋନା ସଂକ୍ରାମିତଙ୍କ ସହିତ ସର୍ମ୍ଫକରେ ରହିଥିବା ସନ୍ଦେହ କରି ସତ୍ୟବାଦୀଥାନା ଅର୍ନ୍ତଗତ ଅହମ୍ମଦପୁର ବସ୍ତୀର ୩୩ଜଣଙ୍କର ରକ୍ତନମୁନା ସଂଗ୍ରହ କରାଯାଇ ଶନିବାରଦିନ ଭୁବନେଶ୍ୱର ପଠାଯାଇଛି । ସାକ୍ଷୀଗୋପାଳ ମେଡିକାଲ ଅଫିସରଙ୍କ ତତ୍ୱାବଧାନରେ ଏହି ନମୁନା ସଂଗ୍ରହ କରାଯାଇଥିଲା ।ତହସିଲାଦାର କସ୍ତୁରିପ୍ରଧାନ,ବିଡିଓ ସରୋଜ କୁମାର ଦତ,ଆଇଆଇସି ଦେବୀପ୍ରସାଦପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।ଯେଉଁମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି ସେମାନଙ୍କୁ ସଂଘଗୃହର ରହିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ସତ୍ୟବାଦୀ ଥାନା ସଲଗ୍ନ ଅଂଚଳଗୁଡିକରେ ପେଟ୍ରୋଲିଂ […]

୪ର୍ଥ ଓ ୫ମ ଆକ୍ରାନ୍ତଙ୍କ ରାଜ୍ୟବାହାର ଲିଙ୍କ ମିଳିଲା

ଭୁବନେଶ୍ୱର,୪/୪(ଏସ୍‌ଏସ୍‌ନିୟୁଜ୍‌) ସୁର୍ଯ୍ୟନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ୍ସ ହଷ୍ଟ୍ରି ଲିଙ୍କ୍ ବାହାରିଛି । ଉଭୟ ମାମଲାରେ ବହାରିଛି ରାଜ୍ୟ ବାହାର ଲିଙ୍କ୍ ।କରୋନାର ୫ମଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ସର୍ମ୍ପକିୟ କଲିକତା ଯାଇଥିଲେ । ସେଠାରୁ ସେ ସଂକ୍ରାମିତ ହୋଇଛନ୍ତି । ବମିଖାଲର ୪ର୍ଥ କରୋନା ରୋଗୀଙ୍କ ବାପା ଭୋପାଳରେ ରହୁଛନ୍ତି । ସେମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ପୁରୀଜିଲ୍ଲର ପିପିଲି ଦାନଗୋହିରିର ବ୍ୟକ୍ତି ଜଣଙ୍କ ଭୁବନେଶ୍ୱର ବିଜେବିନଗର ପୋଷ୍ଟ ଅଫିସରେ କାମ କରନ୍ତି […]

୧୫ରୁ ରେଳସେବା ଆରମ୍ଭ ହୋଇପାରେ

ଭୁବନେଶ୍ୱର,୨/୪(ଏସ୍‌ଏସ୍‌ନିୟୁଜ୍‌)କରୋନା ସଂକ୍ରାମଣକୁ ରେକିବାପାଇଁ ଦେଶରେ ଲକଡାଉନ୍ ଜାରି ରହିଥିବାବେଳେ ରେଳସେବାବନ୍ଦ ହୋଇଛି । ୨୧ଦିନିଆ ଲକ୍‌ଡାଉନ ଅବଧି ଏପ୍ରିଲ୧୪ତାରିଖରେ ଶେଷ ହେଉଛି ।ତେଣୁ ୧୫ତାରିଖରୁ ରେଳ ସେବା ଆରମ୍ଭ ହେବବୋଲି ଜଣାପଡିଛି । ରେଳମନ୍ତ୍ରଣାଳୟର ସୁଚନା ଅନୁଯାୟୀ ସମସ୍ତ ରେଳସୁରକ୍ଷା କର୍ମୀ,ଟିଟିଇ,ଗାର୍ଡସ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଏପ୍ରିଲ୧୫ରୁ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଓ କେନ୍ଦ୍ର ମନ୍ତ୍ରୀ ପରିଷଦଙ୍କ ନିଷ୍ପତିକ୍ରମେ ରେଳ ଚଳାଚଳ ନେଇ ରେଳମନ୍ତ୍ରଣାଳୟ ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି ।ରେଳମନ୍ତ୍ରଣାଳୟର ଆଉ ଏକ […]

ଆଲୋଚନା କରିବେ ପ୍ରଧାନମନନ୍ତ୍ରୀ

ଭୁବନେଶ୍ୱର,୪/୪(ଏସଏସନିୟୁଜ) ଆସନ୍ତା ୮ତାରିଖ ସକାଳ ୧୧ଟାରେ ବିଭିର୍ଣ ରାଜନୈତିକ ଦଳର ସଂସଦୀୟ ନେତାମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।ଯେଉଁଦଳର ୫ରୁ ଅଧିକ ସାଂସଦ ଅଛନ୍ତି,ସେମାନଙ୍କ ସହ ହିଁ ଆଲୋଚନା କରାଯିବ । କରୋନା ଭାଇରସସ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅଲୋଚନା କରିବେ ।

ମିଳିଲା ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ,ଉପକୃତ ହେଲେ ୨୦୪୮୩୫ ଜଣ

ଭୁବନେଶ୍ୱର,୪/୪(ଏସଏସନିୟୁଜ) କରୋନା ଯୋଗୁ ପ୍ରଭାବିତ ସହରାଂଚଳ ନିରାଶ୍‌ୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦିଆଯାଉଛି ।ଗତ୨୭ତାରିଖରୁ ପୈାରାଂଚଳମାନଙ୍କରେ ଏହି ମାଗଣା ରନ୍ଧାଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି ।ଆଜି ସୁଦ୍ଧା ୧୧୪ଗୋଟି ପୈାରାଂଚଳର ୨୦୩୫ଟି ଓାର୍ଡ ମଧ୍ୟରୁ ୧୪୪୫ଟି ଓାର୍ଡରେ ମାଗଣାରେ ରନ୍ଧାଖାଦ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇ ୨୦୪୮୩୫ ଜଣ ଉପକୃତ ହୋଇଛନ୍ତି । କରୋନା ନେଇ ରାଜ୍ୟସରକାରଙ୍କ ତରଫରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ସର୍ତକତା ପାଳନ କରାଯାଇ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେହିପରି […]

ମହଙ୍ଗା ପଡିଲା ବାହାରେ ବୁଲିବା ,୧୩ ଜଣ ଗଲେ କ୍ୱାରେଣ୍ଟାଇନ୍‌

ଭୁବନେଶ୍ୱର:୪/୪(ଏସଏସଏନ୍)କଥାରେ ଅଛି  ମୋତେ ଯେତେ ମାଠିବୁ ମାଠ୍ ମୁ ସେଇ ଦରପୋଡା କାଠ୍ । ସେମିତି ଏକ ଦୃଶ୍ୟ ଭୁବନେଶ୍ବରରେ ଦେଖିବାକୁ ମିଳିଛି  ।ସମଗ୍ର ବିଶ୍ବ ସହିତ ଓଡ଼ିଶା ଏବେ କରୋନା ମହାମାରୀ ସହ ସଂଗ୍ରାମ କରୁଛି । ଅତ୍ୟନ୍ତ ସମ୍ବେଦନଶୀଳ ସମୟ ଦେଇ ମାନବ ସଭ୍ୟତା ଗତି କରୁଛି ।  ମହାମାରୀ କରୋନା ଭାଇରସ୍ ଠାରୁ ରକ୍ଷା ପାଇବା ପାଇଁ  ଘରେ ରୁହ ସୁସ୍ଥ ରୁହ ବୋଲି ସରକାର ବାରମ୍ବାର କହି ଆସୁଛନ୍ତି ।  ବର୍ତ୍ତମାନ […]

ସଂକ୍ଷେପରେ ୪/୪/୨୦ର ଖବର (ଶନିବାର)

୧-ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଛୁଇଁଲା, ଗୋଟିଏ ଦିନରେ ୧୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ। ୨-ଗତକାଲି ରାତି ୮ଟା ଠାରୁ ଘରୁ ଗୋଡ କାଢିବା ମନା । ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟା ଯାଏଁ ସମ୍ପୂର୍ଣ୍ଣ ସଟଡାଉନ୍ କଲେ ସରକାର। ୩-ବମିଖାଲ ଅଞ୍ଚଳରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରକାରଙ୍କ ବଡ଼ ପଦକ୍ଷେପ । ସଂକ୍ରମିତ ଅଞ୍ଚଳ ଭାବେ ଘୋଷଣା କରି ବମିଖାଲକୁ କଲେ ସିଲ୍, କୌଣସି ଲୋକଙ୍କୁ ଘରୁ ନବାହାରିବାକୁ […]