Browsing yearly archive

2021

ଆଜିର ରାଶିଫଳ

ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ। ମିଥୁନ-ଆଜି […]

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର,୬/୫(ଏସଏସନିୟୁଜ) ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାସହ ଠିକ୍ ସମୟରେ ମୌସୁମୀ ଆସିବ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ କରିଥିବା ଟ୍ୱିଟ୍ ଅନୁଯାୟୀ ଜୁନ୍ ୧ରେ କେରଳ ଛୁଇଁ ପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମେ ୧୫ ରେ ମୌସୁମୀ ବର୍ଷାର ଆଗମନ ଓ ବର୍ଷାର ପରିମାଣ କୁ ନେଇ ଆକଳନ କରି ଭାରତୀୟ ପାଣିପାଗ ବିଭାଗ ସୁଚନା ଦିଆଯିବ ବୋଲି ଜଣାପଡିଛି ।

୨ପ୍ରବାସୀ ଗଲେ କୋଭିଡ କେୟାର ସେଣ୍ଟର

ଡେଲାଙ୍ଗ,୬/୫(ଏସଏସନିୟୁଜ) କରୋନାପାଇଁ ରାଜ୍ୟରେ ୧୫ ଦିନିଆ ଲକ ଡାଉନ ଜାରି କରିଛନ୍ତି ।ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଆଳୁ, ପିଆଜ, ଖାଇବା ତେଲ, ଡାଲି ଆଦି ସାମଗ୍ରୀ ଗୁଡିକର ଦରଦାମ ବୃଦ୍ଧିସାଙ୍ଗକୁ ସାମଗ୍ରୀସବୁ ଉଭାନ ହୋଇଯାଉଛି । କଳାବଜାରୀକୁ ରୋକିବାପାଇଁ ବ୍ଳକ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଜି ଡେଲାଙ୍ଗ ବ୍ଳକ ଯୋଗାଣ ନିରୀକ୍ଷିକ ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ପରିବା ଦେକାନକୁ ଯାଇ ଆଳୁ, ପିଆଜ, ଅଦା, ରସୁଣର ଦର ପଚାରି ବୁଝିବା […]

୧୦ଯାଏଁ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୬/୫(ଏସଏସନିୟୁଜ) ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା ଥିବାର ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ସତର୍କତା ଜାରି କରାଯାଇଛି । ୪ଦିନ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ଆସିପାରେ। କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆସନ୍ତାକାଲି ପାଇଁ ୧୪ଟି ଜିଲ୍ଲାକୁ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିାବବେଳେ ୧୦ ତାରିଖ ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଥିବାର ଜଣାପଡିଛି

ଅନ୍ଧାରୁଆଠାରେ ହେବ ଟିକା ଉତ୍ପାଦନ କେନ୍ଦ୍ର,

ଭୁବନେଶ୍ୱର, ୬/୫ (ଏସଏସନିୟୁଜ) ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ଠାରେ ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ ହେବ । ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହାକୁ ଆରମ୍ଭ କରିଛନ୍ତି । ୧୫ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଏହି ଟିକା ଉତ୍ପାଦନ କେନ୍ଦ୍ରକୁ ଭାରତ ବାୟୋଟେକ୍ ଇନଟରନ୍ୟାସନାଲ୍ ଲିମିଟେଡ୍ ର ତତ୍ତ୍ୱାବଧାନରେ ନିର୍ମାଣ କରାଯିବ । ଏହି କମ୍ପାନୀ ବିଭିନ୍ନ ପ୍ରକାରର ରୋଗର ଟିକା ପ୍ରସ୍ତୁତ କରୁଥିବାବେଳେ ଅନ୍ଧାରୁଆଠାରେ ହେବାକୁଥିବା ଟିକା […]

ମେ ୮ ରୁ ୧୬ କେରଳ ସମ୍ପୂର୍ଣ୍ଣ ଲକ୍‌ଡାଉନ

ଭୁବନେଶ୍ୱର,୬/୫(ସତ୍ୟସନ୍ଧାନ ଡେସ୍କ)କେରଳରେ କରୋନା ପରିସ୍ଥିତିକୁ ଗୁରୁତରଥିବାରୁ ମୁଖ୍ୟମନ୍ତ୍ରୀ ମେ ୮ ରୁ ମେ ୧୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି । ବୁଧବାର ଦିନ କେରଳରେ ସର୍ବାଧିକ ୪୧,୦୦୦ ରୁ ଅଧିକ ସଂକ୍ରାମିତ ଚିହ୍ନଟ ହେବାର ରେଲର୍ଡ ସୃଷ୍ଟିକରିଛି ।ଏଥିରେ ରୋକ ଲଗାଇବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଗୁରୁବାର ଦିନ ଏକ ଟୁଇଟ୍‌ରେ କେରଳ ସିଏମ୍ କାର୍ଯ୍ୟାଳୟ ପକ୍ଷରୁ […]

କରୋନା ଭିତରେ କଳସଯାତ୍ରା

୧-ଦେଶରେ ଆସିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ସରକାର, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ . ୨-ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା । ୩-ଆସନ୍ତା ୩ ଦିନରେ ରାଜ୍ୟଗୁଡିକୁ ଦିଆଯିବ ୩୬ ଲକ୍ଷରୁ ଅଧିକ ଟିକା । ୪-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ । ୫-ପଶ୍ଚିମବଙ୍ଗରେ ଟିଏମସିର ରାଜନୈତିକ ହିଂସା ବିରୋଧରେ ବିଜେପି ପକ୍ଷରୁ ଦେଶବ୍ୟାପୀ […]

ଆଜିର ଅନୁଚିନ୍ତା

➡️”ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ! ➡️”ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ବଦଳି ଯାଇଥାଏ , ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ ! ➡️”ଜୀବନରେ ଗୋଟିଏ କଥା ସବୁବେଳେ ମନେରଖନ୍ତୁ ଯେ କାର‌୍ୟ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ […]

ଆଜିର ରାଶିଫଳ

ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ମିଥୁନ-ଆଜି ନୂତନ […]

ଘରେବସି ମିଳିବ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି

ଭୁବନେଶ୍ୱର, ୫/୫(ଏସଏସନିୟୁଜ) ଲକଡାଉନରେ ରାଜଧାନୀବାସୀଙ୍କ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ପାଈଁ ଆଉ ଥାନାକୁ ନଯାଇ ଘରେବସି ମିଳିପାରିବ ଅନୁମତି ।୧୦୦ କିମ୍ବା ୮୧୪୪୨୦୭୧୦୦ ରେ ଫୋନ କରିବାକୁ ପଡ଼ିବ ।ହ୍ୱାଟ୍ସଆପ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ପଠାଯିବ ଏକ ଫର୍ମାଟ ।ଏହାକୁ ପୁରଣ କରି ପୋଲିସ ପାଖକୁ ପଠାଇବାପରେ କମିଶନରେଟ ପୋଲିସ ପକ୍ଷରୁ ଅନୁମତି ପତ୍ର ମିଳିବାନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।