ଆଜିର ରାଶିଫଳ
ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୧ ମସିହା(ମଙ୍ଗଳବାର)ଅଶ୍ଵିନମାସ-କୃଷ୍ଣପକ୍ଷତିଥି- ପ୍ରତିପଦ,ନକ୍ଷତ୍ର- ଉତ୍ତରଭ।ଦ୍ର,ଧନୁ ରାଶିର ଘାତଚନ୍ଦ୍ର,ମକର ରାଶିର ଘାତବାରପ୍ରତିପଦର ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ,ପାଣିକଖାରୁ ଭକ୍ଷଣ ନିଷେଧ !! ମେଷ:-ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ । ହୃତଧନ ଫେରିପାଇବେ । ଆୟ ଅପେକ୍ଷା ବ୍ୟୟ କମ୍ ରହିବ । ଋଣମୁକ୍ତ […]