ଟ୍ରକକୁ ପଛରୁ ପିଟିଲା ପିକ୍ନିକ୍ ବସ୍
ଆନନ୍ଦପୁର,୨୮ା୧୨(ଏସଏସନିଉଜ) ଟ୍ରକକୁ ପଛରୁ ସ୍କୁଲ ପିକ୍ନିକ୍ ବସ୍ ପିଟିହେବାରୁ ୨୦ଜଣ ଆହତ ହୋଇଛନ୍ତି ।ଡ୍ରାଇଭର ଓ ଶିକ୍ଷକଙ୍କ ସହ ୧୦ ପିଲା ଆହତହୋଇ ଚିକିସ୍ା ନିମନ୍ତେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୨ଜଣ ଗୁରୁତର ଥିବା ଜଣାପଡ଼ିଛି ।୨୦ନଂ ଜାତୀୟରାଜପଥର ଘସିପୁରାଥାନା ଅଧିନସ୍ଥ ଭାଲୁକୁମା ନିକଟରେ ଏହି ଦୁର୍ଘଟଣା ଘଟିଛି ।ବସ୍ରେ ୫୦ରୁ ଅଧିକ ସ୍କୁଲ ପିଲା ଥିବା ସୂଚନା ରହିଛି ।ସମ୍ବଲପୁରରୁ ପିକ୍ନିକ୍ ସାରି ବାଲେଶ୍ୱର ଫେରିବା ବେଳେ ଏହି ଦୁର୍ଘଟଣା […]