ଆଜିର ରାଶିଫଳ
୨୦୨୬ ମସିହା, ସେପ୍ଟେମ୍ବରମାସ, ୧୪ତାରିଖ, ସୋମବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ଶ୍ରୀଗଣେଶ ଚତୁର୍ଥୀ (ବିନାୟକବ୍ରତ)ରାଜ୍ୟରେ ବିଦ୍ୟାଳୟ, ପାଠାଗାର ଓ ପୁସ୍ତକାଳୟ, ସାଂସ୍କୃତିକଅନୁଷ୍ଠାନ ମାନଙ୍କରେ ଓ ବିଦ୍ୟାର୍ଥୀ ମାନଙ୍କର ଶ୍ରୀଗଣେଶପୂଜା, ଶ୍ରୀମନ୍ଦିରେ ଅନ୍ଧ ପ୍ରସ୍ତାବ, ବାଲି ତୃତୀୟା ବ୍ରତ, ହରିତାଳିକା ଚତୁର୍ଥୀ, ଗୌରୀବ୍ରତ, ଋତୁ- ବର୍ଷା ଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୬,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଚ଼ନ୍ଦ୍ର ବାସ,ତିଥି- ତୃତୀୟା ପ୍ରାତଃ ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ।ନକ୍ଷତ୍ର- ଚି଼ତ୍ରା ନକ୍ଷତ୍ର ଦିବା ଘ୨/୧୪ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ର […]