ଆଜିର ରାଶିଫଳ
ସେପ୍ଟେମ୍ବର ମାସ ୧୯ ତାରିଖ ୨୦୨୬ ମସିହା (ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୩/୧୧ ଗତେ ନବମୀ,ନକ୍ଷତ୍ର- ମୂଳା ରାତ୍ରି ଘ୦୨/୧୩ ଗତେ ପୂର୍ବା ଷାଢ଼।ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୦୦,ଯୋଗିନୀ ଐଶ।ନ୍ୟେ ଦିବା ଘ୦୩/୧୧ଗତେ ପୂର୍ବେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଘ୦୪/୧୨ ଗତେ ଘ୦୫/୪୫ ମଧ୍ୟେ,ବାରବେଳା- ଦିବା ଘ୦୧/୧୦ ଗତେ ଘ୦୨/୪୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୫ ଗତେ […]