Browsing monthly archive

September 2026

ଓଡ଼ିଆ ଅସ୍ମିତା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ

ଭୁବନେଶ୍ୱର, ୨୨।୯(ଏସଏସନିଉଜ)ଓଡ଼ିଶାର ଗୌରବମୟ କଳା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ, ସଂରକ୍ଷଣ ଓ ନୂଆ ପିଢ଼ି ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟରେ WOMEN EMPOWERMENT FOUNDATION TRUST ପକ୍ଷରୁ ଆୟୋଜିତ “ଓଡ଼ିଆ ସାଂସ୍କୃତିକ ବ୍ୟକ୍ତିତ୍ୱ ସମ୍ମାନ ଉତ୍ସବ–୨୦୨୬”ରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ।ଓଡ଼ିଆ ମାଟିର ସୁଗନ୍ଧ, ଓଡ଼ିଆ ଭାଷାର ମାଧୁର୍ଯ୍ୟ ଏବଂ ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଗୌରବକୁ ପ୍ରତିଫଳିତ କରୁଥିବା ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ […]

ଉଦଯାପିତ ହେଲା…

ଭୁବନେଶ୍ୱର,୨୨।୯(ଏସଏସନିଉଜ)ଜାତୀୟ ଶିକ୍ଷକ-ଶିକ୍ଷା ପରିଷଦ (ଏନ.ସି.ଟି.ଇ )ନୂଆଦିଲ୍ଲୀ ଓ ଆନ୍ତଃ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶିକ୍ଷା ପରିଷଦ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହଯୋଗରେ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା୫ ଦିନ ବ୍ୟାପୀ ଅନୁଭବାତ୍ମକ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି।୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁଜାତୀୟ ଶିକ୍ଷକ-ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବ୍ୟଜ୍ୟୋତି ମାହାନ୍ତା ଉଦ୍ଘାଟନ କରିଥିଲେ। ଉଦ୍ ଜାପନୀ ଉସବରେ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନର ରାଷ୍ଟ୍ରୀୟ ସଂଗଠନ […]

ବାତ୍ୟା ନୁହେଁ ପ୍ରବଳ ବର୍ଷିବ, ୨୩ ତାରିଖ ରାତିରେ ଉପକୂଳ ଛୁଇଁବ

ଭୁବନେଶ୍ୱର,୨୨।୯(ଏସଏସନିଉଜ)ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳ ଛୁଇଁବ ବୋଲି IMD ଡିଜ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।ବିଶାଖାପାଟଣା ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ। ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷା ହେବ ବୋଲି […]

ଆଜିର ରାଶିଫଳ

୨୦୨୬ମସିହା, ସେପ୍ଟେମ୍ବରମାସ,୨୩ତାରିଖ, ବୁଧବାର, ଶ୍ରୀମନ୍ଦିରେ ଓ ସର୍ବ ସମ୍ମତ ବାମନଜନ୍ମ, ସୁନିଆଁ, ଅ୭୧ଙ୍କ, ୧୪୩୪ସାଲ ଆରମ୍ଭ, ଗରୁଡ ପାର୍ଶ୍ବପରିବର୍ତ୍ତନ, ବୈଷ୍ଣବ ସମ୍ମତ ଏକାଦଶୀ, ବିଜୟା ମହାଦ୍ବାଦଶୀ, ମହତୀ ଦ୍ବାଦଶୀ ସ୍ନାନ, ଶକ୍ରୋତ୍ଥାପନ ଇନ୍ଦ୍ରଧ୍ବଜପୂଜା, ପୂଜାପଣ୍ଡା ନିଯୋଗ ପକ୍ଷରୁ ସୁନିଆଁଭୋଗ,ସମଦିବସ, ଶ୍ରୀଭୁବନେଶ୍ବରୀ ଜୟନ୍ତୀ,ଋତୁ- ଶରତଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୩୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୯/୦,ଭାଦ୍ରବମାସ, ଶୁକ୍ଳପକ୍ଷ ,ପଣ୍ଡିତବାସ,ତିଥି- ଦ୍ବାଦଶୀ ରାତ୍ରି ଘ୧୦/୩୪ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ଦିବା ଘ୯/୩୯ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ।ସୁକର୍ମାଯୋଗ ସନ୍ଧ୍ୟା […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୨୨ ତାରିଖ, ମଙ୍ଗଳବାର,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତ ସମ୍ମତ ଶ୍ରୀବିଷ୍ଣୁ ପାର୍ଶ୍ବ ପରିବର୍ତ୍ତନ (ବଡ଼) ଏକାଦଶ୍ୟୁପବାସ, କରମାଯାତ୍ରା, ଅଦ୍ୟ ଦେଉଳ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ବାରା ବାମନ ଜନ୍ମର ପବିତ୍ରାଧିବାସ କର୍ମ ।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୨୫🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୯/୫୩,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଭୌମ ବାସ,ତିଥି- ଏକାଦଶୀ ରାତ୍ରି ଘ୯/୨୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର- ଉତ୍ତରାଷାଢ଼ା ନକ୍ଷତ୍ର ମଳ ଦିବା ଘ୭/୩୮ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା […]

କେବେ ମିଳିବ ଶ୍ରଦ୍ଧାଞ୍ଜଳିଙ୍କୁ ଚାଉଳ ଓ ଭତା

ଭୁବନେଶ୍ୱର,୧୯ା୯(ଏସଏସନିଉଜ)ସରାକାର ସାଧାରଣ ଲୋକଙ୍କ ପାଇଁ ବହୁବିଧ ଯୋଜନାମାନ ପ୍ରୟଣନ କରୁଛନ୍ତି ।ସାଧାରଣଲୋକ ସେମାନଙ୍କ ମୈାଳିକ ସୁବିଧା ପାଇବାରୁ ଯେପରି ବଂଚିତ ନହେବେ ସେଥିପ୍ରତି ସଜାଗ ରହିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ।ଏହାସତ୍ୱେ ଜଣେ ଭିନ୍ନକ୍ଷମ ଯୁବତୀ ଗତ୩ମାସ ହେବ ସାମାନ୍ୟ ଭତା ଟଙ୍କା ପାଇପାରିନାହିଁ ।ଯାହାକୁନେଇ ପରିବାର ଲୋକ ସରକାରୀ ଅଧିକାରୀମାନଙ୍କୁ ଗୁହାରି କରୁଥିଲେ କାହାର ନୀଦ ଭାଙ୍ଗିନାହିଁ ।ଏହିଭଳି ବିକଳ ଚିତ୍ର ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗ୍ରାମ ପଂଚାୟତର ଗଣ୍ଡରପୁର ଗ୍ରାମରେ ଦେଖିବାକୁ […]

ଓରାଙ୍ଗଓଟାନର ଡାଏଟ୍‌ରେ ସଲିଡ୍ ଫୁଡ୍

ଭୁବନେଶ୍ୱର,୨୦।୯(ଏସଏସନିଉଜ) ବାଲେଶ୍ଵରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା୫ ଓରାଙ୍ଗଓଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶେଷ କରି ଟେକ୍ନିକାଲ ଟିମ୍ ରବିବାର ଫେରିଛନ୍ତି ।ବୈଷୟିକ କମିଟି ସଦସ୍ୟ ତଥା ଦିଲ୍ଲୀ ଚିଡିଆଖାନାର ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିଜିତ ଭାୱାଲ ଏବଂ ଡେରାଡୁନ ସ୍ଥିତ ଡବ୍ଲୁଆଇଆଇ ର ବନ୍ୟପ୍ରାଣୀ ଚିକିତ୍ସକ ସନଥ କୃଷ୍ଣ ମୁଲିଆ ଦୁଇଦିନିଆ ଗ୍ରସ୍ତରେ ଆସି ଶାବକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ଉପରେ ବିଧିବଦ୍ଧ ଭାବେ ଯାଞ୍ଚ କରିଥିଲେ । ପରବର୍ତ୍ତୀ […]

ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ ହୋଇଛି।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଦେଖିବାକୁ ମିଳିଛି।ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ।ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା ମିଳିଛି।

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୬ ମସିହା (ସୋମବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ସନ୍ଧ୍ୟା ଘ୦୭/୪୫ ଗତେ ଏକାଦଶୀ,ନକ୍ଷତ୍ର- ଉତ୍ତରାଷାଢ଼।ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୪୨,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୭/୪୫ ଗତେ ଅଗ୍ନିକୋଣେ,ମିଥୁନ ରାଶିର ଘାତବାର,ସିଂହ ରାଶି ର ଘାତଚନ୍ଦ୍ର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୧୦ ଗତେ ଘ୦୮/୪୨ ମଧ୍ୟେ,ବାରବେଳା- ଦିବା ଘ୦୨/୪୦ ଗତେ ଘ୦୪/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧/୧୬ ମଧ୍ୟେ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୬ ମସିହା (ରବିବାର)ଖୁଦୁରୁକୁଣୀ ଓଷା ଶେଷ ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ନବମୀ ସନ୍ଧ୍ୟା ଘ୦୫/୩୪ ଗତେ ଦଶମୀ,ନକ୍ଷତ୍ର- ପୂର୍ବାଷାଢ଼। ରାତ୍ରି ଘ୦୫/୦୬ ଗତେ ଉତ୍ତରାଷାଢ଼।ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୩୦,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୫/୩୪ ଗତେ ଉତ୍ତରେ,ମେଷ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ଓ ରାତ୍ରି ଘ ୦୫/୦୬ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- […]