Browsing yearly archive

2026

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ

ଭୁବନେଶ୍ୱର,୬।୫(ଏସଏସନିଉଜ)ଦୀଘା ଜଗନ୍ନାଥ ମନ୍ଦିରରୁ ହଟିବ ଧାମ ଶବ୍ଦ।ଧାମ ଶଦ୍ଦ ହଟିବା ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ବଙ୍ଗରେ ସରକାର ଗଠନ ପରେ ଓଡ଼ିଶା ସରକାର ଆରମ୍ଭ କରିବେ ଉଦ୍ୟମ।ହଜାର ହଜାର ଜଗନ୍ନାଥ ମନ୍ଦିର ଅଛି , କିନ୍ତୁ ସବୁ ଧାମ ନୁହେଁ।ମମତା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଇଥିଲେ।ବଙ୍ଗାଳୀ ଭକ୍ତଙ୍କୁ ପୁରୀ ଆସିବାକୁ ମନା କରାଯାଇଥିଲା , ଯାହାର ଫଳ ମମତା ଭୋଗିଛନ୍ତି ବୋଲି କହିଛନ୍ତି।

ଆଜିର ରାଶିଫଳ

ମଇମାସ ୦୬ତାରିଖ ୨୦୨୬ମସିହା(ବୁଧବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ଚତୁର୍ଥୀ ଦିବାଘ୦୮/୧୮ଗତେ ପଞ୍ଚମୀ,ନକ୍ଷତ୍ର-ମୂଳା ଦିବାଘ୦୫/୦୩ ଗତେ ପୂର୍ବାଷାଢା,ସୁର୍ୟୋଦୟ-ପ୍ରାତଃଘ୦୫/୨୧/୦୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୦ /୦୨,ଯୋଗିନୀ ନୈଋତେ ଦିବା ଘ୦୮/୧୮ଗତେ ଦକ୍ଷିଣେ,କର୍କଟରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୮/୨୫ଗତେ ଘ୧୦/୦୦ମଧ୍ୟେ,ବାରବେଳା-ଦିବା ଘ୧୧/୪୦ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୬ମଧ୍ୟେ ଓ ରାତ୍ରି ଘ୦୬/୫୭ ଗତେ ଘ୦୯/୨୦ମଧ୍ୟେ ରାତ୍ରି ଘ୦୨/୦୯ ଗତେ ଘ୦୫/୧୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୪୫ ଗତେ ଘ୦୫/୨୦ ମଧ୍ୟେ ରାତ୍ରି ଘ୦୯/୨୨ଗତେ ଘ୧୦/୫୮ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକଭାବନା ଉଦୟହେବ।ବିନାସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ […]

ଭୋଟ୍‌ ଚୋରି ହୋଇଛି,ଇସ୍ତଫା ଦେବିନି

ଭୁବନେଶ୍ୱର,୫।୫(ଏସଏସନିଉଜ)ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ।ବିଜେପି ୧୦୦ରୁ ଊର୍ଦ୍ଧ୍ବ ସିଟ୍‌ରେ ଭୋଟ୍‌ ଚୋରି କରି ଜିତିଛି।ଭାରତସରକାର ସିଧାସଳଖ ହସ୍ତକ୍ଷେପ କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମମତା।ସେ ତାଙ୍କ ଅଭିଯୋଗରେ କହିଛନ୍ତି ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି।ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ ଓ ଇସ୍ତଫା ଦେବିନି। ମୁଖ୍ୟମନ୍ତ୍ରୀ ନଥାଇ ଦିଲ୍ଲୀ ବିରୋଧରେ ଲଢ଼େଇ ଜାରି ରହିବ ବୋଲି କହିଛନ୍ତି ମମତା।

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ

ଭୁବନେଶ୍ବର,୫।୫(ଏସଏସନିଉଜ) ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା ପୋଲିସ।ରୋଗୀ ନୁହେଁ ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ।ସିକ୍ରେଟ୍ ଚାମ୍ବରରେ ଚାଲାଣ ବେଳେ ଧରିଲା ନୟାପଲ୍ଲୀ ଥାନା ପୋଲିସ।ଆମ୍ବୁଲାନ୍ସ ଜବତ, ସହ ୨ ବେପାରୀଙ୍କୁ ଗିରଫ କଲା ପୋଲିସି।

ଭିଜିଲାନ୍ସ ଜାଲରେ ଅମିନ

କଣ୍ଟାବାଞ୍ଜି,୫।୫(ଏସଏସନିଉଜ)ଲାଞ୍ଚ ନେଇ ଧରାପଡ଼ିଲେ ଅମିନ।ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୋର୍ଟ ଅମିନ ବିମଳେନ୍ଦୁ କବି।୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।

ଆଜିର ରାଶିଫଳ

ମଇମାସ ୦୫ତାରିଖ ୨୦୨୬ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ତୃତୀୟା ପ୍ରାତଃ ଘ୦୫/୪୨ଗତେ ଚତୁର୍ଥୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୦୧/୫୬ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୨୧/୩୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୯/୩୬,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ୦୫/୪୨ ଗତେ ନୈଋତେ,ମକରରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୧/୨୫ଗତେ ଘ୦୩/୦୨ମଧ୍ୟେ,ବାରବେଳା-ଦିବା ଘ୦୬/୫୦ଗତେଘ୦୮/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୨୬ଗତେ ଘ୧୦/୧୦ମଧ୍ୟେ ଓ ଘ ୧୨/୩୩ଗତେ ଘ୦୧/୨୫ମଧ୍ୟେ ରାତ୍ରି ଘ୦୨/୫୯ଗତେ ଘ୦୪/୩୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ମୂଳାଭକ୍ଷଣ ନିଷେଧ। ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳହେବାକୁ ଯାଉଛି । ଏହା ଆପଣଙ୍କକାର୍ଯ୍ୟ ସମ୍ପର୍କିତ ହୋଇପାରେ।ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ।ଭ୍ରମଣ ସମୟରେ […]

ଆଜିଠାରୁ ବଙ୍ଗଳା ବିକାଶର ଭରସାରେ ଯୁକ୍ତ ହୋଇଛି:- ମୋଦୀ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ ବିଜୟପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କଅଭିଭାଷଣରେ କହିଛନ୍ତିଯେ,ବଙ୍ଗଳାରେ ଅନୁପ୍ରବେଶ କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନହେବ।ଆଜି ପଶ୍ଚିମବଙ୍ଗ ଭୟରୁ ମୁକ୍ତ ହୋଇଛି ।ଆଜି ଶ୍ୟାମାପ୍ରସାଦମୁଖାର୍ଜୀଙ୍କ ଆତ୍ମାକୁ ଶାନ୍ତିମିଳିଛି।ଶ୍ୟାମାପ୍ରସାଦ ମୁଖାର୍ଜୀ ଏକ ସମୃଦ୍ଧବଙ୍ଗଳାର ସ୍ବପ୍ନଦେଖିଥିଲେ।ଦେଶପାଇଁ ବଞ୍ଚିବା ଶିଖାଇଥିଲେ ଶ୍ୟାମାପ୍ରସାଦମୁଖାର୍ଜୀ ବୋଲି ମୋଦି କହିଥିଲେ।ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ପୁଷ୍ପମାଲ୍ୟଦେଇ ସମ୍ମାନିତ କରିବାକୁ ଯାଉଥିବାବେଳେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏହାକୁ ନେଇ ନୀତିନ ନବୀନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ସେହିଭଳିଭାବେ ନିର୍ବାଚନରେ ଏଲଡ଼ିଏଫର ପରାଜୟପରେ ପଦଛାଡ଼ିଲେ ମୁଖ୍ୟମନ୍ତ୍ରୀ ପି.ବିଜୟନ।ରାଜ୍ୟପାଳ ଇସ୍ତଫାପତ୍ର […]

ବେଙ୍ଗଲରେ ଦିଦି ସରକାରର ପତନ

ଭୁବନେଶ୍ୱର,୪।୫(ଏସଏସନିଉଜ)ପଶ୍ଚିମବଙ୍ଗରେ‘ଦିଦି’ସରକାରର ପତନ ଘଟିଛି।ଗାଦିଚ୍ୟୁତ ହୋଇଛି କ୍ଷମତାସୀନ TMC।ରାଜ୍ୟରେ ପ୍ରଥମକରି ସରକାର ଗଢ଼ିବାକୁଯାଉଛି ବିଜେପି।ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି।କେବଳ ବିଧିବଦ୍ଧରେଜଲ୍ଟ ଘୋଷଣାକୁ ଅପେକ୍ଷା।ଏହାକୁ ନେଇ ପଶ୍ଚିମବଙ୍ଗରେ ବିଜେପିଶିବିରରେ ବିଜୟଉତ୍ସବ ଆରମ୍ଭ ହୋଇଯାଇଛି।

Aajir rasifal

ମଇମାସ ୦୪ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ତୃତୀୟା,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/ ୧୬,ଯୋଗିନୀ ଅଗ୍ନିକୋଣେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦ ୬/୫୬ଗତେ ଘ୦୮/୩୨ମଧ୍ୟେ, ବାରବେଳା-ଦିବା ଘ୦୩/୦୫ ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ମଧ୍ୟେ ଓ ଘ୧୦/୦୯ଗତେ ଘ୧୨/୩୩ମଧ୍ୟେ ଓ ରାତ୍ରି ଘ୦୬ /୫୭ ଗତେ ଘ୦୯/୨୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୨/୫୫ଗତେ ଘ୦୩/୦୪ମଧ୍ୟେ,ଅଦ୍ୟ ପୋଟଳଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ […]

ଅପରାହ୍ନ ହେଲେ ଡରାଉଛି ଝଡ଼ବର୍ଷା

ଭୁବନେଶ୍ୱର,୩।୫(ଏସଏସନିଉଜ)ଅପରାହ୍ନ ହେବାମାତ୍ରେ ଝଡ଼ବର୍ଷାର ଆଶଙ୍କା ଦେଖାଦେଇଛି।ଆଜି ପୁଣି ଝଡ଼ବର୍ଷା ଆଶଙ୍କାକୁ ନେଇ ୨୪ଜିଲ୍ଲାକୁ ଆଲର୍ଟକରିଛି IMD। ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଣ୍ଟାପ୍ରତି ୪୦ରୁ ୫୦କିମିବେଗରେ ବହିପାରେ ପବନ।ପବନ ସହ ଝଡ଼ବର୍ଷା ସମ୍ଭାବନାନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି।୨୪ଘଣ୍ଟାପାଇଁ ୧୦ଜିଲ୍ଲାକୁ ସତର୍କସୂଚନା ଜାରିକଲା IMD।ମୟୂରଭଞ୍ଜ, ବାଲେଶ୍ବର,ଖୋର୍ଦ୍ଧା,କନ୍ଧମାଳ,ରାୟଗଡ଼ା,ଗଜପତି,ଗଞ୍ଜାମ,ମାଲକାନଗିରି,କୋରାପୁଟ, ନବରଙ୍ଗପୁରକୁ ୱାର୍ଣ୍ଣିଂ ଜାରି କରାଯାଇଛି।ଆଗାମୀ ୮ଯାଏଁ ବର୍ଷାର ପ୍ରଭାବରହିବ,ପରେ ୨ରୁ ୩ଡିଗ୍ରୀ ତାପମାତ୍ରା କମିବ ବୋଲି କୁହାଯାଇଛି।