Browsing yearly archive

2026

ମହାନଦୀରେ ଭାସିଭାସି ଯାଉଥିଲେ

କଟକ,୯ା୪(ଏସଏସନିଉଜ)ମହାନଦୀର ମୁଣ୍ଡଳି ବ୍ରିଜ ପାଖ ତଳମୁଣ୍ଡରୁ ଭାସିଭାସି ଯାଉଥିବାଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୃର୍ତ୍ତିକୁଜଣେ କୈବର୍ତ୍ତ ମାଛ ମାରିବା ସମୟରେଉଧାର କରିଛି। ମିଳିଥିବା ସୁଚନା ମୁତାବକ ଗୁରୁବାର ସକାଳେ ମହାନଦୀରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ତିନି ମୃର୍ତ୍ତି ପାଣିରେ ଭାସି ଭାସି ଯାଇଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । କିନ୍ତୁ ମୃର୍ତ୍ତି ଭାସୁ ଥିବାର ସ୍ଥାନରୁ କିଛି ଦୁରରେ ସ୍ଥାନୀୟ ଗ୍ରାମର ଜଣେ କୈବର୍ତ୍ତ ମାଛ ମାରୁଥିଲେ । ଠାକୁରଙ୍କ ତିନି ମୃର୍ତ୍ତି ଭାସି ଭାସୀ ଚାଲି […]

ପଟିଆ ଗ୍ରାମ ମୂରବୀଙ୍କ ପରଲୋକ

ଚନ୍ଦ୍ରଶେଖରପୁର,୯।୪(ଏସଏସନିଉଜ)ପଟିଆଗଡର ମୂରବୀ ତଥା ଜଣେ ଜଣାଶୁଣା ବ୍ୟକ୍ତି ଶିବେନ୍ଦ୍ର ପରିଡ଼ାଙ୍କ ଦେହାନ୍ତ ଗୁରୁବାର ଦିନ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ହୋଇ ଥିଲା।ଗତ କିଛିଦିନ ହେବ ସେ ଅସୁସ୍ଥ ଥିବାବେଳେ ହଠାତ୍ ବୁଧବାର ତାଙ୍କର ଦେହ ବେଶୀ ଖରାପ ହୋଇଯାଇଥିଲା।ପରିବାର ଲୋକ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ନେଇଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା।ସେ ଭୁବନେଶ୍ଵର ମହାନଗର ନିଗମ ୱାର୍ଡ ନମ୍ୱର ୩ର କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡାଙ୍କ ଶଶୁର ଅଟନ୍ତି।ସେ ବିଭିନ୍ନ ଧାର୍ମିକ […]

ମାନସିକ ଭାରସାମ୍ୟ ନେଲା ଯୁବକର ଜୀବନ !

କଟକ, ୯।୪(ଏସଏସନିଉଜ) କୃଷ୍ଣଚନ୍ଦ୍ରପୁର ସାମଲ ସାହିରେ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ବୁଧବାର ରାତିରେ ଆତ୍ମହତ୍ୟା କରିଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶ ଯେ, ତ୍ରିଶୂଳିଆ ବଜାର ନିକଟସ୍ଥ କୃଷ୍ଣଚନ୍ଦ୍ରପୁର ସାମଲ ସାହିର ରମେଶ ସାମଲ(୪୫) ନାମକ ବ୍ୟକ୍ତି ପାରିବାରିକ ଅଭାବ କାରଣରୁ କିଛିଦିନ ହେବ ମାନସିକ ଚିନ୍ତାଗ୍ରସ୍ତ ରହୁଥିଲେ। ବୁଧବାର ରାତିରେ ଶୀଘ୍ର ଖାଇବା ପରେ ଶୋଇବା ଘରେ ଫ୍ୟାନରେ ଏକ ଦୈଡି ସାହାଯ୍ୟରେ ଝୁଲି ପଡ଼ିଥିଲେ। […]

ଆଜିର ରାଶିଫଳ

ଏପ୍ରିଲମାସ ୧୦ତାରିଖ ୨୦୨୬ମସିହା(ଶୁକ୍ରବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି-ଅଷ୍ଟମୀ ରାତ୍ରି ଘ୧୧/୪୯ ଗତେ ନବମୀ,ନକ୍ଷତ୍ର- ପୂର୍ବା ଷ।ଢା ଦିବା ଘ୧୨/୪୦ଗତେ ଉତ୍ତରାଷ।ଢା,ସୁର୍ୟୋଦୟ ପ୍ରାତଃଘ୦୫/ ୩୮/୦୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୫୭,ଯୋଗିନୀ ଐଶ।ନ୍ୟେ ରାତ୍ରି ଘ୧୧/୪୯ ଗତେ ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୧୨/୪୦ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୮/୪୦ ଗତେ ଘ୧୧/୪୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୫ମଧ୍ୟେ ଓ ଘ୦୮/୦୩ଗତେ ଘ୧୦/୩୯ମଧ୍ୟେ ଓ ଘ୧୨/୫୨ଗତେ ଘ୦୨/୨୮ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି […]

ପୂର୍ବ ବିବାଦକୁ ପାଇଁ ଫାଟିଲା ମୁଣ୍ଡ

ମେଣ୍ଢାଶାଳ,୮।୪(ଏସଏସନିଉଜ) ପୂର୍ବ ବିବାଦକୁ କେନ୍ଦ୍ର କରି ଏକ ଘରୋଇ ପରିବହନ କମ୍ପାନୀ ଫାଟକ ଆଗରେ ମାରଧର ହୋଇ ମୁଣ୍ଡ ଫଟାଫଟି ହେବା ଘଟଣାରେ ଚନ୍ଦକା ପୋଲିସ ଦୁଇଟି ମକଦ୍ଦମା ରୁଜୁ କରି ୫ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।ସେମାନେ ହେଲେ ମେଣ୍ଢାଶାଳ ଗ୍ରାମରଅମିତ କୁମାର ପାଣ୍ଡବ(୨୩)ସୋମନାଥ ଭୋଇ(୨୨) ଓ ଓମ୍ ପ୍ରକାଶ ପାତ୍ର(୨୧) ଗିରିଙ୍ଗାପୁଟ ଗ୍ରାମର ଦୀପକ ସାହୁ(୩୨) ଓ ଚକ୍ରଧର ବେହେରା(୪୬)। ପ୍ରକାଶଯେ, ଗିରିଙ୍ଗାପୁଟ ଗ୍ରାମର ଚନ୍ଦ୍ରକାନ୍ତ ବେହେରା କରିଥିବା ଅଭିଯୋଗ ଅନୁଯାୟୀ ଗାଁ […]

ଆଜିର ରାଶିଫଳ

ଏପ୍ରିଲ ମାସ ୦୯ ତାରିଖ ୨୦୨୬ ମସିହା (ଗୁରୁବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ରାତ୍ରି ଘ୦୯/୫୪ ଗତେ ଅଷ୍ଟମୀ,ନକ୍ଷତ୍ର- ମୂଳା ଦିବା ଘ୧୦/୦୩ ଗତେ ପୂର୍ବା ଷ।ଢା,ସୁର୍ୟୋଦୟ-ପ୍ରାତଃଘ୦୫/୩୮/୫୬, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୦/୩୭,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୯/୫୪ ଗତେ ଗତେ ଐଶ।ନ୍ୟେ,ତୁଳା ଓକୁମ୍ଭ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୯/୫୪ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୫୩ ଗତେ ଘ୦୬/୦୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି […]

ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ଶିଷ୍ୟୋପନୟନ କାର୍ଯ୍ୟକ୍ରମ

କଟକ,୮।୪(ଏସଏସନିଉଜ)ଶ୍ରୀଶ୍ରୀବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟରେ ପ୍ରତିବର୍ଷଭଳି ୨୦୨୫ -୨୬ଶିକ୍ଷାବର୍ଷର ଛାତ୍ରଛାତ୍ରୀମାନଙ୍କୁ ଭାରତ ସରକାରଙ୍କ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ନିର୍ଦ୍ଦେଶରେ ଗୁରୁଶିଷ୍ୟ ପରମ୍ପରାଅନୁଯାୟୀ ଶିଷ୍ୟୋପନୟନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଟିତ ହୋଇଯାଇଛି।ବିଶ୍ୱବିଦ୍ୟାଳୟ ଡାଇରେକ୍ଟର ଅଫ୍ ଅପରେସନ ସ୍ୱାମୀ ସତ୍ୟ ଚୈତନ୍ୟ ଜୀ ବିଶ୍ଵବିଦ୍ୟାଳୟକୁଳପତି ପ୍ରଫେସର ତେଜପ୍ରତାପଙ୍କ ଉପସ୍ଥିତିରେ ସମ୍ପନ୍ନ କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ଭଗବାନ ଧନ୍ବନ୍ତରୀଙ୍କ ପୂଜା ପରେ ଉଭୟ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଛାତ୍ରଛାତ୍ରୀମାନଙ୍କୁ ଚରକ ପ୍ରତିଜ୍ଞା ପଠନ କରାଯାଇଥିଲା।ଏହାକୁ ଆନୁଷ୍ଠାନିକଭାବେ ବିଶ୍ଵ ବିଦ୍ୟାଳୟ […]

ଘୋଡାନାଚରେ କମ୍ପିଲା ଇଞ୍ଜଣା ଗ୍ରାମ

ଭୁବନେଶ୍ବର,୮।୪(ଏସଏସନିଉଜ)ବସେଳିପୂଜା ଉପଲକ୍ଷେ ଘୋଡାନାଚରେ କମ୍ପିଲା ରାଜଧାନୀଉପକଣ୍ଠ ଇଞ୍ଜଣା ଗ୍ରାମ।ପୁରୁଣାପରମ୍ପରା ଓ ଏଇତିହ୍ୟକୁ ବଞ୍ଚାଇରଖିବାର ପ୍ରୟାସକରିଛନ୍ତି ଗ୍ରାମବାସୀ।ଗ୍ରାମରେଥିବା ମାବାସୁଳେଇ ଦେବୀଙ୍କ ପୀଠରେ ମଙ୍ଗଳବାରରାତିରେ ବିଶେଷ ପୁଜାର୍ଜନ ଅନୁଷ୍ଟିତ ହୋଇଯାଇଛି।ଏହି ଉପଲକ୍ଷେରାତିରେ ଆୟୋଜିତ ତୃତୀୟବାର୍ଷିକ ଘୋଡାନାଚଉତ୍ସବରେ ବିଜେପି ନେତା ଗୋଲେଖମହାପାତ୍ର ଅତିଥିଭାବେ ଯୋଗଦେଇ ବୁଡିଯାଉଥିବା ଲୋକକଳାକୁ ବଞ୍ଚାଇ ରଖିବାପାଇଁ ଗ୍ରାମବାସୀମାନେ କରିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ।ଏହାସହ ବିଭିନ୍ନପର୍ବପର୍ବାଣିକୁ ପାଳନକରି ଗ୍ରାମବାସୀମାନେ ଭାଇଚାରାରବାର୍ତ୍ତା ବାଣ୍ଟି ଅନ୍ୟମାନଙ୍କପାଇଁ ଉଦାହରଣସାଜିଛନ୍ତି ବୋଲି ମହାପାତ୍ର କହିଛନ୍ତି।ତେବେ ଏହିଅବସରରେ ଗ୍ରାମରେଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ମହାପାତ୍ର […]

ଆଜିର ରାଶିଫଳ

ଏପ୍ରିଲମାସ ୦୮ତାରିଖ ୨୦୨୬ମସିହା(ବୁଧବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରିଘ୦୭/୩୪ଗତେ ସପ୍ତମୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବାଘ୦୭/୦୬ ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୩୯/୩୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୦/୧୭, ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୩୪ଗତେ ଗତେ ବାୟବ୍ୟେ,କର୍କଟରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ରାତ୍ରି ଘ୦୭/୩୪ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୮/୪୪ ଗତେ ଘ୧୦/୧୭ମଧ୍ୟେ,ବାରବେଳା-ଦିବା ଘ୧୧/୪୮ଗତେ ଘ୦୧/୨୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୬ମଧ୍ୟେ ଓ ଘ୦୧/୨୦ ଗତେ ଘ୦୧/୪୧ ମଧ୍ୟେ ଓ ରାତ୍ରି ଘ୦୬/୩୯ ଗତେ ଘ୦୯/୧୨ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୨୩ଗତେ ଘ୦୬/୦୦ ମଧ୍ୟେ ଓ ରାତ୍ରି ଘ୦୯/୧୩ ଗତେ […]

ଆଜିର ରାଶିଫଳ

ଏପ୍ରିଲମାସ ୦୭ତାରିଖ ୨୦୨୬ମସିହା(ମଙ୍ଗଳବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି-ପଞ୍ଚମୀ ଦିବାଘ୦୫/୦୧ଗତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃଘ୦୫/୪୦/୧୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୯/୦୭, ଯୋଗିନୀ ଦକ୍ଷିଣେଦିବା ଘ୦୫/୦୧ ଗତେ ପଶ୍ଚିମେ,ମକରରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୨ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୦୭/୧୦ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୪ ଗତେ ଘ୧୦/୩୦ମଧ୍ୟେ ଓ ଘ୧୨/୫୩ଗତେ ଘ୦୧/୨୧ମଧ୍ୟେ ଓ ଘ୦୩/୧୯ ଗତେ ଘ୦୫/୫୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତୀ,ଅଦ୍ୟବେଲ ଦିବା ଘ୦୫/୦୦ ଗତେ ନିମ୍ବଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକଭାବନା ଉଦୟହେବ। ବିନାସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ ସଫଳତାମିଳିବ।ବନ୍ଧୁଙ୍କ ସହିତ […]