Browsing yearly archive

2026

ଆଜିର ରାଶିଫଳ

ଏପ୍ରିଲମାସ ୦୭ତାରିଖ ୨୦୨୬ମସିହା(ମଙ୍ଗଳବାର)ବୈଶାଖମାସ- କୃଷ୍ଣପକ୍ଷ,ତିଥି-ପଞ୍ଚମୀ ଦିବାଘ୦୫/୦୧ଗତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃଘ୦୫/୪୦/୧୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୯/୦୭, ଯୋଗିନୀ ଦକ୍ଷିଣେଦିବା ଘ୦୫/୦୧ ଗତେ ପଶ୍ଚିମେ,ମକରରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୨ଗତେ ଘ୦୨/୫୫ମଧ୍ୟେ,ବାରବେଳା- ଦିବା ଘ୦୭/୧୦ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୪୪ ଗତେ ଘ୧୦/୩୦ମଧ୍ୟେ ଓ ଘ୧୨/୫୩ଗତେ ଘ୦୧/୨୧ମଧ୍ୟେ ଓ ଘ୦୩/୧୯ ଗତେ ଘ୦୫/୫୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତୀ,ଅଦ୍ୟବେଲ ଦିବା ଘ୦୫/୦୦ ଗତେ ନିମ୍ବଭକ୍ଷଣ ନିଷେଧ। ମେଷ:-ମନରେ ଧାର୍ମିକଭାବନା ଉଦୟହେବ। ବିନାସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବକରିବେ।କ୍ୟାରିୟର ଓ ଚାକିରିରେ ସଫଳତାମିଳିବ।ବନ୍ଧୁଙ୍କ ସହିତ […]

ବାରଙ୍ଗଥାନା ହାତରେ ଗାଡ଼ିଚୋର ରାକେଟ

କଟକ,୪।୪(ଏସଏସନିଉଜ)ଶନିବାରଦିନ ବାରଙ୍ଗ ପୋଲିସକୁ ମିଳିଛି ବଡ ସଫଳତା।ଏକ ଗାଡ଼ିଚୋର ରାକେଟକୁ ଠାବକରି ୬ଜଣଚୋରକୁ ଗିରଫ କରିଛି। ସେମାନଙ୍କଠାରୁ ଏକ ନମ୍ବରବିହୀନ ବାଇକ୍ ସହ ୭ଟିଗାଡ଼ି ଜବତ କରିବା ସହିତ ୧୬ଟି ମୋବାଇଲଫୋନ,୬ସୋଲାର ପ୍ୟାନେଲ,ଓଜନମେସିନ,ବେଟାରି ,ତାରବଣ୍ଡଲ,କଟରମେସିନ ଆଦି ଜବତକରିଛି ବାରଙ୍ଗଥାନା ପୋଲିସ।ଗିରଫ ଅଭିଯୁକ୍ତ ମାନେ ହେଲେ ବାଙ୍କୀଥାନା ଅଧୀନସ୍ଥ କୁଅମଡ଼ା ଗ୍ରାମର ରାକେଶ କୁମାର ଭୋଇ(୨୧)ସନାତନଭୋଇ(୨୦)ବିନୋଦ କୁମାର ଭୋଇ (୨୭) ଇରାନ ଭୋଇ(୧୯)ବାଙ୍କୀଥାନା ଅଧୀନସ୍ଥ ଭାଗିପୁରଗ୍ରାମର ପ୍ରଫୁଲ୍ଲ ଭୋଇ (୩୮)ଢେଙ୍କାନାଳ ଗୁରୁଡ଼ିଆଗ୍ରାମର ବିଭୂତିସାହୁ(୪୫)ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟଯେ […]

ଆଜିର ରାଶିଫଳ

ଏପ୍ରିଲମାସ ୦୫ତାରିଖ ୨୦୨୬ମସିହା(ରବିବାର)ବୈଶାଖମାସ-କୃଷ୍ଣପକ୍ଷ,ତିଥି- ତୃତୀୟା ଦିବା ଘ୧୨/୦୮ଗତେ ଚତୁର୍ଥୀ,ନକ୍ଷତ୍ର-ବିଶାଖା ରାତ୍ରିଘ୦୧/୦୨ ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃଘ୦୫/୪୧/୫୬,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୯/୦୭, ଯୋଗିନୀ ଅଗ୍ନିକୋଣେ ଦିବା ଘ୧୨/୦୮ଗତେ ନୈରୁତେ,ମେଷରାଶିର ଘାତବାର,ଚତୁର୍ଥୀର ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୧୩ଗତେ ଘ୦୧/୧୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୮ଗତେ ଘ୦୯/୪୧ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୯/୦୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୨୯ମଧ୍ୟେ ଓ ଘ୦୧/୧୯ ଗତେ ଘ୦୧/୪୧ ମଧ୍ୟେ ଓ ରାତ୍ରି ଘ୦୬/୪୫ଗତେ ଘ୦୭/୩୧ମଧ୍ୟେ,ଅଦ୍ୟ ପୋଟଳ ରାତ୍ରି ଘ୧୨/୦୮ଗତେ ମୂଳାଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର […]

ଚନ୍ଦକା ଆସିଲା ଉଦ୍ଧାର ହାତୀଛୁଆ

ଭୁବନେଶ୍ୱର,୩।୪(ଏସଏସନିଉଜ)ଚନ୍ଦକା ଆସିଲା ଉଦ୍ଧାର ହୋଇଥିବା ୩ ମାସର ମାଇହାତୀଛୁଆ।ନୟାଗଡ଼ ଜିଲ୍ଲା ରଣପୁର ରେଞ୍ଜ ପାଇକଭୂଇଁ ଜଙ୍ଗଲରେ ଥିବା ଏକ ଖୋଲାକୂଅରେ ହାତୀଛୁଆଟି ଖସିପଡ଼ିଥିଲା। ୧୭ ଟିକିଆ ହାତୀପଲଙ୍କ ସହ ଜଙ୍ଗଲରେ ବୁଲୁଥିବାବେଳେ ପାଣି ପିଇବା ବେଳେ ଖାଲରେ ଖସି ପଡ଼ିଥିଲା।ବହୁକଷ୍ଟରେ ଜେସିବି ସାହାଯ୍ୟରେ ବନବିଭାଗ ହାତୀଛୁଆକୁ ଉଦ୍ଧାର କରିଥିଲେ।କିନ୍ତୁ ଉଦ୍ଧାରପରେ ମଣିଷରସ୍ପର୍ଶ ପାଇଥିବାରୁ ମାଆ ଛୁଆହାତୀକୁ ଆଉ ଗ୍ରହଣକରିନଥିଲା।ବନବିଭାଗ ବହୁଚେଷ୍ଟା ସତ୍ତ୍ଵେ ହାତୀଛୁଆକୁ ଦଳ ଓ ମାସହ ମିଶାଇବାରେ ବିଫଳ ହୋଇଥିଲା।ଫଳର ହାତୀଛୁଆର ଚିକିତ୍ସା ଓ ଲାଳନପାଳନ […]

ଆଜିର ରାଶିଫଳ

ଏପ୍ରିଲମାସ ୦୪ତାରିଖ ୨୦୨୬ମସିହା(ଶନିବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଦ୍ୱିତୀୟା ଦିବାଘ୧୦/୦୫ଗତେ ତୃତୀୟା,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୧୦/୧୮ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୪୨/୪୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୮/୫୭,ଯୋଗିନୀ ଉତ୍ତରେ ଦିବା ଘ୧୦/୦୫ଗତେ ଅଗ୍ନି କୋଣେ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ଦିବାଘ୧୦/୦୫ଗତେ ଏକପାଦ ଓ ରାତ୍ରି ଘ୧୦/୧୯ ଗତେ ଦ୍ଵିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୧୩ମଧ୍ୟେ ଓ ଘ୦୪/୨୨ ଗତେ ଘ୦୫/୫୪ ମଧ୍ୟେ,ବାରବେଳା-ଦିବା ଘ୦୧/୨୨ଗତେ ଘ୦୨/୫୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୪୧ଗତେ ଘ୧୨/୫୪ ମଧ୍ୟେ ଓ ରାତ୍ରି ଘ୦୮/୨୦ଗତେ ଘ୧୦/୪୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ପୋଟଳ ଭକ୍ଷଣ ନିଷେଧ। ମେଷ:-ବ୍ୟବସାୟୀମାନଙ୍କପାଇଁ […]

ଆଜିର ରାଶିଫଳ

ଏପ୍ରିଲମାସ ୦୩ତାରିଖ ୨୦୨୬ମସିହା(ଶୁକ୍ରବାର)ଚୈତ୍ରମାସ- ଶୁକ୍ଳପକ୍ଷ, ତିଥି-ପ୍ରତିପଦ ଦିବାଘ୦୮/୩୨ଗତେ ଦ୍ୱିତୀୟା,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୭/୫୮ ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୫/୪୩/୪୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୮ /୩୭,ଯୋଗିନୀ ପୂର୍ବେ ଦିବା ଘ୦୮/୩୨ ଗତେ ଉତ୍ତରେ,ବିଛା,ଧନୁ ଓ ମୀନରାଶିର ଘାତବାର,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବାଘ୦୮/୩୨ଗତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୦୮/୪୫ଗତେ ଘ୧୧/୫୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୧୮ମଧ୍ୟେ ଓ ଘ୦୮/୦୬ଗତେ ଘ୦୮/୪୪ ମଧ୍ୟେ ଓ ଘ୧୨/୫୪ ଗତେ ଘ୦୨/୩୧ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୩୨ ଗତେ ଘ୧୧/୩୪ମଧ୍ୟେ,ଅଦ୍ୟ ବୋଇତି କଖାରୁଭକ୍ଷଣ ନିଷେଧ। ମେଷ:-ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ […]

ରିଲ୍ସ କରୁଥିଲେ ଭାସିଗଲେ

ଭଦ୍ରକ,୨।୪(ଏସଏସନିଉଜ)ସାଳନ୍ଦୀ ନଦୀକୁ ଡେଇଁ ରିଲ୍‌ସ କରିବା ବେଳେ ଭାସିଗଲେ ଯୁବକ।ସନ୍ତିଆ ବ୍ରିଜ୍‌ ଉପରୁ ଡେଇଁବା ବେଳେ ଭାସିଗଲେ ୨ ଯୁବକ।ଜଣେ ଉଦ୍ଧାର, ନିଖୋଜ ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ଟିମ୍।

ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର,୨।୪(ଏସଏସନିଉଜ)ମେ ମାସ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବ ମାଟ୍ରିକ୍ ରେଜଲ୍ଟ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ୍।ଯାହାଙ୍କର ପେପର୍ ଖରାପ ଥିବ ସେମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ।ଆଜି ସରିବ ମାଟ୍ରିକ ପରୀକ୍ଷାର ଖାତା ଦେଖା- ବୋର୍ଡ ସଭାପତି।

ଫେରାର କଏଦୀ ଗିରଫ

ଚୌଦ୍ବାର,୨।୪(ଏସଏସନିଉଜ)ଚୌଦ୍ବାର ଜେଲରୁ ଫେରାର ଦ୍ବିତୀୟ କଏଦୀ ଗିରଫ ହୋଇଛି।ବିହାରର ରାଜା ସାହାଣୀ ଋଷିକେଶରୁ ବାନ୍ଧିଛି ପୋଲିସ।ଋଷିକେଶରୁ ଗିରଫ କଲା କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍।ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିଥିଲା ପୋଲିସ।ଦଶହରାରେ ମଧୁକାନ୍ତ ଓ ରାଜା ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲେ।

କାଲି ନିଖୋଜ,ଆଜି ପୋଖରୀରୁ ମିଳିଲା ମୃତଦେହ

ମେଣ୍ଢାଶାଳ,୧।୩(ଏସଏସନିଉଜ)ଜଙ୍ଗଲ୍ ଭ୍ୟୁ ରେଷ୍ଟୁରାଣ୍ଟ ପଛପଟେ ପୋଖରୀ ଭିତରେ ବୁଡ଼ି ଭାସୁଥିବା ଏକ ମୃତଦେହକୁ ଚନ୍ଦକା ପୋଲିସ ବୁଧବାର ସକାଳେ ଉଦ୍ଧାର କରିଛି ।ମୃତକ ହେଉଛନ୍ତି ଚନ୍ଦକା ଥାନା ଅଧୀନସ୍ଥ କୃଷ୍ଣ ନଗରର ଲମ୍ବୋଦର ଦାଶ (୪୮)। ପ୍ରକାଶ ଯେ,ଲମ୍ବୋଦର ନନ୍ଦନକାନନ ଥାନା ଅଧୀନସ୍ଥ ରଘୁନାଥପୁର ନିକଟ ତାରିଣୀ ବିହାରର ରାଜମନୋହର ରେସିଡେନ୍ସିର ରୁମ୍ ନମ୍ବର ଏ-୧୦୬ ପରିବାର ସହ ରହୁଥିଲେ। ଗତ ୩୧ ତାରିଖ ସକାଳୁ ଲମ୍ବୋଦର ଘରୁ ଯାଇଥିଲେ ମଧ୍ୟ ଫେରି ନଥିଲେ।ଘରୁ ଗଲାବେଳେ କାର,ମୋବାଇଲ୍ […]