୨୨ଲକ୍ଷଟଙ୍କାର ଗଞ୍ଜେଇ ଜବତ

 

ଭୁବନେଶ୍ୱର,୨୮।୨(ଏସଏସ ନିଉଜ)ମାଛକୁଣ୍ଡ ପୋଲିସ ଦ୍ଵାରା ୭୬୨ କେଜି ଗଞ୍ଜେଇ ଜବତ ହୋଇଛି।ଖିଲପୁଟ ଗାଁର ଜଣଙ୍କ ଘରୁ ୩୩ଟି ବସ୍ତାରୁ ଗଞ୍ଜେଇ ଜବତ ହୋଇଛି।ଜବତଗଞ୍ଜେଇ ଆନ୍ଧ୍ରକୁ ଚୋରାଚାଲାଣ ହୋଇଥାଆନ୍ତା।ଚୋରାଚାଲାଣ ପୂର୍ବରୁ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ।ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Comments (0)
Add Comment