Browsing author

SATYA SANDHANA DESK

ଜନ୍ମାଷ୍ଟମୀରେ ମା’ ଯୋଗମାୟା ଟ୍ରଷ୍ଟର ମାଗଣା ପ୍ରସାଦ ବଣ୍ଟନ

ବାରଙ୍ଗ,୪।୯(ଏସ ଏସ ନିଉ ଜ) ପବିତ୍ର ଜନ୍ମାଷ୍ଟମୀ ଓ ମା’ ଯୋଗମାୟାଙ୍କ ଜନ୍ମ ଜୟନ୍ତୀ ଅବସରରେ ମାଯୋଗମାୟା ଟ୍ରଷ୍ଟ ରଘୁନାଥପୁର ତରଫରୁ ମାଗଣା ପ୍ରସାଦ ବଣ୍ଟନ କରାଯାଇଛି।ଏହି ପବିତ୍ର ଅବସରକୁ ପାଳନ କରିବା ପାଇଁ ମା’ ଯୋଗମାୟା ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଏକ ନିଆରା ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନନ୍ଦନକାନନ ବସଷ୍ଟାଣ୍ଡ, ଯେଉଁଠି ପ୍ରତିଦିନ ହଜାର ହଜାର ଯାତ୍ରୀ ଯାତାୟାତ କରନ୍ତି, ସେଠାରେ ଆଜି ସକାଳୁ ମା’ ଯୋଗମାୟା ଟ୍ରଷ୍ଟ ତରଫରୁ […]

ଏନ୍‌ଡିଆର୍‌ଏଫରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଶରତ ଚନ୍ଦ୍ର ପାତ୍ର

କଟକ,୩।୯(ଏସଏସନିଉଜ)୨୦୨୬ର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ଓଡ଼ିଶାର ପାରମ୍ପରିକ ବୁଣାକଳାର ଜଣେ ପ୍ରଖ୍ୟାତ ପ୍ରବକ୍ତା ଶରତ ଚନ୍ଦ୍ର ପାତ୍ର ତାଙ୍କ ପତ୍ନୀ ଯଶୋଧରା ପାତ୍ର ଗୁରୁବାର ଦିନ ମୁଣ୍ଡଳୀ ସ୍ଥିତ ଏନ୍‌ଡିଆର୍‌ଏଫ୍ ର ୦୩ ବାଟାଲିୟନକୁ ପରିଦର୍ଶନରେ ଆସିଥିଲେ। ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଓ ବୁଣାକଳାର ଐତିହ୍ୟକୁ ସଂରକ୍ଷଣ, ପ୍ରଚାର-ପ୍ରସାର ଏବଂ ସମୃଦ୍ଧ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ଏନ୍‌ଡିଆର୍‌ଏଫ୍‌ର ଅଧିକାରୀ ଓ ଜବାନମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା […]

ଭିଡିଓରେକଡିଁ ପାଇଁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୩୯(ଏସଏସନିଉଜ)ଅଭିଯୋଗକାରୀ ପ୍ରଭାସ ଖଟୁଆଙ୍କ ଲିଖିତ ଅଭିଯୋଗ କ୍ରମେ ମଞ୍ଚେଶ୍ୱର ଥାନାରେ ୬୪୭/୨୬କେଶନଂରେ ଏକ ମାମଲା ରୁଜୁ କରାଯାଇଥିଲା। ମାମଲାର ତଦନ୍ତ ସମୟରେ ଅଭିଯୁକ୍ତ ପିଙ୍କୁ ନାୟକ ଓରଫ ପିଣ୍ଟୁ କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ, ସେ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ କିଶନ ନଗର, ସତ୍ୟ ବିହାରର ଅମିତା ସେଠୀଙ୍କ ଘରେ ଭଡ଼ାରେ ରୁହନ୍ତି । ସେହି ଘରେ […]

ପୋଲିସର ଚଢାଉ

ଭୁବନେଶ୍ୱର,୩୯(ଏସଏସନିଉଜ)ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଉପରୋକ୍ତ ବେଆଇନ ଦେଶୀମଦ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତରୁ ଜଣାପଡ଼ିଛି ଯେ, ଆଜି ଦିନ ପ୍ରାୟ ୨.୩୫ ରେ ଖଣ୍ଡଗିରି ପୋଲିସର ଏକ ପେଟ୍ରୋଲିଂ ଟିମ୍ ଡୁମୁଡୁମା ଅନ୍ତର୍ଗତ, ରଘୁନାଥନଗର ନିକଟରେ ଅତର୍କିତ ଚଢ଼ଉ କରିଥିଲା । ସେଠାରେ ବିନା ଲାଇସେନ୍ସରେ ବେଆଇନ ଭାବେ ଆସ୍କା-୪୦ ଦେଶୀମଦ ଚାଲାଣ କରୁଥିବା ସମୟରେ ଦୁଇ ଅଭିଯୁକ୍ତ ଦୀପକ […]

ବାଇକ,ଟଙ୍କା ଛଡାଇନେଇଥିଲେ

ମେଣ୍ଢାଶାଳ,୩ା୯(ଏସ୍‌ଏସ୍‌ନିଉଜ) ଅଭିଯୋଗକାରୀ ଆଲୋକ ମହାରଣାଙ୍କ ଲିଖିତ ଅଭିଯୋଗ କ୍ରମେ ଚନ୍ଦକା ଥାନା ପୁଲିସ ୪୩୭/୨୬କେସନଂରେ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସୁଜିତ କୁମାର ସାହୁ ଓରଫ ବଳିଆକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ ଗ୍ରାମରେ ରହିବା ସହ ଆଖପାଖ ଅଞ୍ଚଳରେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ କୁଳସାହିର ସୁଜିତ କୁମାର […]

ଆଜିର ରାଶିଫଳ

୨୦୨୬ମସିହା, ସେପ୍ଟେମ୍ବରମାସ, ୪ତାରିଖ,ଶୁକ୍ରବାର ।ଶ୍ରୀମନ୍ଦିରେ ଓ ସର୍ବସମ୍ମତ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ (ବ୍ରତୋପବାସ), ଅଗସ୍ତାର୍ଘ୍ୟ ଦାନାରମ୍ଭ ଦିବସ, ଶନିମହାଗ୍ରହ ଜୟନ୍ତୀ, ଶ୍ରୀଦୁର୍ଗା ଜୟନ୍ତୀ, ଶ୍ରୀମହାକାଳୀ ଜୟନ୍ତୀ ବିଶ୍ବ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ।ଋତୁ- ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ ।🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୪/୨୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୫/୪୨ଭାଦ୍ରବ ମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଅଷ୍ଟମୀ ରାତ୍ରି ଘ୧୨/୩୬ମି ପର୍ଯ୍ୟନ୍ତ ତଦନ୍ତେ ନବମୀ ।ନକ୍ଷତ୍ର- ରୋହିଣୀ ନକ୍ଷତ୍ର ରାତ୍ରି ଘ୧୨/୨ମି ପର୍ଯ୍ୟନ୍ତ ତଦନ୍ତେ ମୃଗଶିରା ନକ୍ଷତ୍ର ।ଯୋଗିନୀ ସ୍ଥିତି […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବରମାସ, ୩ତାରିଖ, ଗୁରୁବାର ।ଶ୍ରୀମନ୍ଦିରେ ଶ୍ରୀକୃଷ୍ଣ ଜନ୍ମାଧିବାସ,ଗର୍ଭୋଦକ ବନ୍ଦାପନା, ଯେଉଟ ଭୋଗ ।ଋତୁ-ବର୍ଷା ଋତୁର (ଦ୍ବିତୀୟ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୪/୧୮🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୬/୪୬, ଭାଦ୍ରବ ମାସ, କୃଷ୍ଣପକ୍ଷ,ବୃହସ୍ପତି ବାସ,ତିଥି- ସପ୍ତମୀ ରାତ୍ରି ଘ୨/୪୧ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୨/୪୧ମି ପରେ ଐଶାନ୍ୟ କୋଣରେ । ଅଗନ୍ତବ୍ୟ ତିଥି ଓ ବିଷ୍ଟିକରଣ ଦୋଷ ହେତୁ ଦିବା ଘ୩/୩୮ମିପରେ ରାତ୍ରି ୨/୪୧ମି ମଧ୍ୟେ ଯାତ୍ରା ଶୁଭ […]

ପିକ୍କଅପ ଭ୍ୟାନ ଚଢାଇ ଦେଲା

ମେଣ୍ଢାଶାଳ,୧।୯(ଏସଏସନିଉଜ )ଚନ୍ଦକାଥାନା ଅନ୍ତର୍ଗତ କଣ୍ଟାବାଡ ବଜାର ନିକଟରେ ମଙ୍ଗଳବାର ରାତିରେ ଏକ ପିକ୍କଅପ ଭ୍ୟାନ ମଡ଼େଇ ଦେବାରୁ ଜଣେ ସ୍କୁଟି ଚାଳକଙ୍କ ସମେତ ଅନ୍ୟଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇ ଏକ ଘରୋଇ ଡାକ୍ତରଖାନରେ ଚିକିତ୍ସା ହେଉଛନ୍ତି । ପ୍ରକାଶ ଯେ,ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଏକ ପିକ୍କଅପ ଭ୍ୟାନଟି ଚନ୍ଦକା ପଟୁ ଆସୁଥିଲା । ସେହି ସମୟରେ ମେଣ୍ଢାଶାଳ ପଟୁ ଏକ ସ୍କୁଟି ଓ ଏକ ମଟର ସାଇକେଲରେ ଦୁଇ ଜଣ ଆସୁଥିଲେ ।ରାସ୍ତାରେ […]

ଦାଢ଼ା ପଞ୍ଚାୟତ ପରିଦର୍ଶନ କଲେ

ଭୁବନେଶ୍ୱର,୧।୯(ଏସଏସନିଉଜ)ଭୁବନେଶ୍ୱର ବ୍ଲକ ବିଡ଼ିଓ ଦେବୀପ୍ରସାଦ ମହାନ୍ତି ମଙ୍ଗଳବାର ଦାଢ଼ା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଫେରିଛନ୍ତି।ସେ ମରିଚିଆ ଗ୍ରାମକୁ ଯାଇ ପରିଦର୍ଶନ କରି ଗ୍ରାମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ ସେ ନେଇ ତଦାରଖ କରିଥିଲେ। ବିଡ଼ିଓଙ୍କ ସମେତ ବ୍ଲକ ସହକାରୀ ଯନ୍ତ୍ରୀ ନିରଞ୍ଜନ ବିଶ୍ଵାଳ, କନିଷ୍ଠ ଯନ୍ତ୍ରୀ ମଧୁସ୍ମିତା ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ। ମରିଚିଆ ଗ୍ରାମର ମଡେଲ ସ୍କୁଲ, ଅଙ୍ଗନବାଡି ଓ ମଡେଲ ଖେଳ ପଡିଆର ଉନ୍ନତିକରଣ କିପରି କାର୍ଯ୍ୟକାରି କରାଯାଇ ପାରିବ […]

ମୁକ୍ତାକାଶ କାରାଶ୍ରମରୁ ଲୁଚି ପଳାଇଥିଲେ

ମେଣ୍ଢାଶାଳ,୧।୯(ଏସଏସନିଉଜ)ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରୁ କୌଶଳ ଏୟାର ଆଶ୍ରମର ସୁପରିଣ୍ଟେଣ୍ଡେଣ୍ଟ ତଥା ଅଭିଯୋଗକାରିଣୀ ସ୍ମିତା ମହାନ୍ତିଙ୍କ ଲିଖିତ ଅଭିଯୋଗ ଆଧାରରେ ୫୬୦/୨୫କେସ ନମ୍ବରରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ସଦର ଥାନା ଅଞ୍ଚଳର ଅଭିଯୁକ୍ତ ୫୮୯/ଏ- ସୁଶାନ୍ତ ଭୋଇ, ଝାରସୁଗୁଡ଼ା ଏସଟି କେସ୍ ନଂ-୩୪/୨୦୦୯, ଆଇପିସିର ଧାରା-୩୦୨ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଜଣେ କଏଦୀ । ରାଉରକେଲା ସ୍ପେଶାଲ୍ ଜେଲ୍‌ରୁ ସ୍ଥାନାନ୍ତର ହୋଇ […]