Browsing author

SATYA SANDHANA DESK

ଅନ୍ଧାରୁଆଠାରେ ହେବ ଟିକା ଉତ୍ପାଦନ କେନ୍ଦ୍ର,

ଭୁବନେଶ୍ୱର, ୬/୫ (ଏସଏସନିୟୁଜ) ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ଠାରେ ଟିକା ଉତ୍ପାଦନ ୟୁନିଟ୍ ନିର୍ମାଣ ହେବ । ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଏହାକୁ ଆରମ୍ଭ କରିଛନ୍ତି । ୧୫ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଏହି ଟିକା ଉତ୍ପାଦନ କେନ୍ଦ୍ରକୁ ଭାରତ ବାୟୋଟେକ୍ ଇନଟରନ୍ୟାସନାଲ୍ ଲିମିଟେଡ୍ ର ତତ୍ତ୍ୱାବଧାନରେ ନିର୍ମାଣ କରାଯିବ । ଏହି କମ୍ପାନୀ ବିଭିନ୍ନ ପ୍ରକାରର ରୋଗର ଟିକା ପ୍ରସ୍ତୁତ କରୁଥିବାବେଳେ ଅନ୍ଧାରୁଆଠାରେ ହେବାକୁଥିବା ଟିକା […]

ମେ ୮ ରୁ ୧୬ କେରଳ ସମ୍ପୂର୍ଣ୍ଣ ଲକ୍‌ଡାଉନ

ଭୁବନେଶ୍ୱର,୬/୫(ସତ୍ୟସନ୍ଧାନ ଡେସ୍କ)କେରଳରେ କରୋନା ପରିସ୍ଥିତିକୁ ଗୁରୁତରଥିବାରୁ ମୁଖ୍ୟମନ୍ତ୍ରୀ ମେ ୮ ରୁ ମେ ୧୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି । ବୁଧବାର ଦିନ କେରଳରେ ସର୍ବାଧିକ ୪୧,୦୦୦ ରୁ ଅଧିକ ସଂକ୍ରାମିତ ଚିହ୍ନଟ ହେବାର ରେଲର୍ଡ ସୃଷ୍ଟିକରିଛି ।ଏଥିରେ ରୋକ ଲଗାଇବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଗୁରୁବାର ଦିନ ଏକ ଟୁଇଟ୍‌ରେ କେରଳ ସିଏମ୍ କାର୍ଯ୍ୟାଳୟ ପକ୍ଷରୁ […]

କରୋନା ଭିତରେ କଳସଯାତ୍ରା

୧-ଦେଶରେ ଆସିବ କରୋନାର ତୃତୀୟ ଲହର, ସତର୍କ କରାଇଲେ ସରକାର, ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ . ୨-ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଭ୍ୟାକ୍ସିନର ଅପଡେଟ ଦରକାର । କେନ୍ଦ୍ର ସରକାରଙ୍କ ପରାମର୍ଶଦାତାଙ୍କ ସୂଚନା । ୩-ଆସନ୍ତା ୩ ଦିନରେ ରାଜ୍ୟଗୁଡିକୁ ଦିଆଯିବ ୩୬ ଲକ୍ଷରୁ ଅଧିକ ଟିକା । ୪-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ । ୫-ପଶ୍ଚିମବଙ୍ଗରେ ଟିଏମସିର ରାଜନୈତିକ ହିଂସା ବିରୋଧରେ ବିଜେପି ପକ୍ଷରୁ ଦେଶବ୍ୟାପୀ […]

ଆଜିର ଅନୁଚିନ୍ତା

➡️”ନିଜର ଲୁହକୁ ସବୁବେଳେ ନିଜେ ପୋଛିବାକୁ ଚେଷ୍ଟା କରନ୍ତୁ , କାହିଁକିନା ଦୁନିଆ ଆଜି ଏମିତି ପରିବର୍ତ୍ତନ ହେଇଯାଇଛି ଯେ ଅନ୍ୟମାନେ ଦୁଃଖ କମ ଆଉ ତୁମର ଦୁର୍ବଳତା ଜାଣିବାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି ! ➡️”ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ବଦଳି ଯାଇଥାଏ , ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ ! ➡️”ଜୀବନରେ ଗୋଟିଏ କଥା ସବୁବେଳେ ମନେରଖନ୍ତୁ ଯେ କାର‌୍ୟ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ […]

ଆଜିର ରାଶିଫଳ

ମେଷ-ଆଜି ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି ହେବ ।ପୂରାତନ ସମସ୍ୟାର ଅନ୍ତ ଘଟିବ। ନିଜଋଣ ପରିଶୋଧକରି ଆମତ୍ତୃପ୍ତି ଲାଭ କରିପାରନ୍ତି। ବୃଷ-ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମ୍ପତ୍ତିକୁ କେନ୍ଦ୍ରକରି ବିବାଦ ଦେଖାଦେଇ ପାରେ ପ୍ରତିଯୋଗିତାରେ ସଫଳତା ପାଇବେ । କୌଣସି ଜିନିଷ କିମ୍ବା ଜମିଜମା କିଣିବା ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ମିଥୁନ-ଆଜି ନୂତନ […]

ଘରେବସି ମିଳିବ ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଅନୁମତି

ଭୁବନେଶ୍ୱର, ୫/୫(ଏସଏସନିୟୁଜ) ଲକଡାଉନରେ ରାଜଧାନୀବାସୀଙ୍କ ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ପାଈଁ ଆଉ ଥାନାକୁ ନଯାଇ ଘରେବସି ମିଳିପାରିବ ଅନୁମତି ।୧୦୦ କିମ୍ବା ୮୧୪୪୨୦୭୧୦୦ ରେ ଫୋନ କରିବାକୁ ପଡ଼ିବ ।ହ୍ୱାଟ୍ସଆପ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ପଠାଯିବ ଏକ ଫର୍ମାଟ ।ଏହାକୁ ପୁରଣ କରି ପୋଲିସ ପାଖକୁ ପଠାଇବାପରେ କମିଶନରେଟ ପୋଲିସ ପକ୍ଷରୁ ଅନୁମତି ପତ୍ର ମିଳିବାନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

ମୋଟୁ ସୀମାରେ ହାଇ ଆଲର୍ଟ

ମାଲକାନଗିରି ,୫/୫(ଏସଏସନିୟୁଜ) ଏବେ ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ ।ଫଳରେ ମାଲକାନଗିରି ଜିଲ୍ଲା ପ୍ରଶାସନ ମୋଟୁ ସୀମାରେ ହାଇ ଆଲର୍ଟ ଜାରିଛନ୍ତି ।ଏହାସହ ସମସ୍ତ ପ୍ରବାସୀଙ୍କ ଆଂଟିଜେନ ପରୀକ୍ଷା ପରେ ନେଗେଟିଭ ଥିଲେ ମିଳୁଛି ପ୍ରବେଶ ଅନୁମତି ମିଳିବା ସହ ପଜିଟିଭ ଚିହ୍ନଟ ହେଲେ ୧୪ ଦିନିଆ ସରକାରୀ ସଂଗରୋଧ କେନ୍ଦ୍ରରେ ବାଧ୍ୟତାମୁଳକ ରଖାଯାଉଛି ।ଆଜି ମାଲକାନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟ ମୋଟୁ ସୀମାରେ ପହଁଚି ଯାଂଚ ବ୍ୟବସ୍ଥାକୁ ଆହୁରି କଡକଡି କରାଯାଇଛି ।

ସ୍ଥଗିତ ରହିଲା ସଚ୍ଚିବାଳୟ ଘେରାଉ- ସୁରେଶ କୁମାର ରାଉତରାୟ

ଭୁବନେଶ୍ଵର ,୫/୫(ଏସଏସନିୟୁଜ) ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗକୁନେଇ ମଇ ୧ ୯ରେ ସଚ୍ଚିବାଳୟ ଘେରାଉ କରିବାକୁ ହୋଇଥିବା କାର୍ଯ୍ୟକ୍ରମକୁ ସାମୟିକଭାବେ ସ୍ଥଗିତ ରହିଛି ବୋଲି କହିଛନ୍ତି କଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ବିଧାୟକ ରାଉତରାୟ କହିଲେ ଯେ, ବର୍ତ୍ତମାନର ଉତ୍କଟ କରୋନା ମହାମାରୀ ପରିସ୍ଥିତି ଓ ଲକଡ଼ାଉନକୁ ଦୃଷ୍ଟିରୁ ଓ ରାଜ୍ୟ ସରକାରଙ୍କ ପଦ।ଧୁକାରୀଙ୍କ ପରାମର୍ଶ ଓ ଅନୁରୋଧ କ୍ରମେ ଏହି ଆନ୍ଦୋଳନକୁ ସାମୟିକ ଭାବେ […]

ରାଜଧାନୀରୁ ଧରାପଡ଼ିଲେ  କଟୁରୀ ଗ୍ୟାଙ୍ଗ୍

ଭୁବନେଶ୍ୱର ,୫/୫(ଏସଏସନିୟୁଜ) କମିଶନରେଟ ପୋଲିସ ହାତରେ ଧରାପଡିଲା କଟୁରୀଗ୍ୟାଙ୍ଗ ।ଏହି ଅପରାଧିମାନେ ହେଲେ ବାଢଣି ବିହାର ଆଖଣ୍ଡଳମଣି ବସ୍ତିରେ ରହୁଥିବା ଗଣେଶ ପୁଟି, ଶଙ୍କର ଦାସ ,ମହାକାଲାପଡାର ଜଗା ଓରଫ ଜଗବନ୍ଧ ସ୍ୱାଇଁ,ଭିଙ୍ଗାରପୁରଶାସନର ସୁଶାନ୍ତ ଗୁରୁ ଏବଂ ସୁଧାମ ନାୟକ ।ଗତ୪ମାସଧରି ଏମାନେ ଦ୍ୱୈତନଗରୀରେ ମର୍ଣ୍ଣିଂ ଓ୍ୱାକ୍‌ରେ ଯାଉଥିବା ଓ ଏକୁଟିଆ ଲୋକଙ୍କୁ ଏମାନେ ଟାର୍ଗେଟ କରି ଛିନତାଇ ଓ ରାହାଜାନି କରୁଥିଲେ। ପଲସରରେ ଆସି କଟୁରୀରେ ଲୋକମାନଙ୍କୁ ଆକ୍ରମଣ କରି ଅଳଙ୍କାର ଓ ଟଙ୍କା ଛଡ଼ାଇ […]

ଏସଟିଏଫ୍ ହାତରେ ଧରାପଡିଲା ଆନ୍ତ ରାଜ୍ୟ ରାକେଟ

ଭୁବନେଶ୍ବର,୫/୫ (ଏସଏସନିୟୁଜ) ଏସଟିଏଫ୍ ହାତରେ ଧରାପଡିଛନ୍ତି ଦୁଇ ଆନ୍ତ ରାଜ୍ୟ ରାକେଟକୁ ଠାବ କରି ଦୁଇ ଅପରାଧୀଙ୍କୁ ଗିରଫ କରିଛି ସେମାନେ ହେଲେ ବିହାରର ରବିନ୍ଦ୍ରପ୍ରସାଦ ମୁଙ୍ଗର ଓ ବାଲେଶ୍ୱର ଶ୍ରୀକୃଷ୍ନପୁରର ବିଶ୍ୱନାଥବିଶୋଇ । ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରିହେବାର ବିଶେଷସୁତ୍ରୁଖବରପାଇ ଏସଟିଏଫ ରଏକ ଟିମ୍ ଭଦ୍ରକର ରଣିତାଲ ନିକଟରେ ସେମାନଙ୍କୁ ଗିରଫ କରିଥିଲା ।ସେମାନଙ୍କଠାରୁ ୫ଟି ସ୍ୱୟଂଚାଳିତ ପିସ୍ତଲ, ୭ ଟି ମ୍ୟାଗେଜିନ ଏବଂ ୭ଟି ଜିବନ୍ତଗୁଳି ନମ୍ବର ଜବତକରି ୧୯/ ୨୧କେଶନଂରେ ଏକ ମକଦ୍ଦମା ରୁଜୁକରି […]