Browsing author

SATYA SANDHANA DESK

ବୃଦ୍ଧା ନିଖୋଜ,ଥାନାରେ ଅଭିଯୋଗ

ବାରଙ୍ଗ,୭/୫(ଏସ ଏସ ନିୟୁଜ)ନନ୍ଦନକାନନ ଥାନା ଅନ୍ତର୍ଗତ ମରିଚିଆ ଗ୍ରାମର ଜଣେ ବୃଦ୍ଧ ନିଖୋଜ ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି।ସୂଚନାନୁସାରେ ଉକ୍ତ ବୃଦ୍ଧ ଜଣକ ହେଉଛନ୍ତି ବାଇଧର ସାହୁ,ବୟସ ୮୦ ବର୍ଷ।ଦୀର୍ଘ ଦିନ ହେବ ତାଙ୍କର ମାନସିକ ସନ୍ତୁଳନ ସ୍ଥିର ରହୁନଥିବା ପରିବାର ଲୋକ ସୁଚନାଦେଇଛନ୍ତି।ଶୁକ୍ରବାର ସକାଳୁ ବୃଦ୍ଧ ଜଣକ କେଉଁଆଡେ ଚାଲି ଯାଇଥିବା ପରିବାର ଲୋକ ଜଣାଇବାକୁ ପାଇଥିଲେ।ନିଖୋଜ ପୂର୍ବରୁ ବୃଦ୍ଧ ଜଣକ ଏକ ଧୋତି ଏବଂ ନାଲି ରଙ୍ଗର ଚେକ୍ ଗାମୁଛା ପିନ୍ଧିଥିବା ପରିବାର ଲୋକେ […]

ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ କୋଭିସିଲ୍ଡ ଟିକା

ଭୁବନେଶ୍ୱର,୭/୫ (ଏସଏସନିୟୁଜ) ଭୁବନେଶ୍ୱରରେ ପହଞ୍ଚିଲା ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା। ୪୫ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ପହଞ୍ଚିଲା କୋଭିସିଲ୍ଡ ଟିକା। ୨ୟ ଡୋଜ୍ ପାଇଁ ଅପେକ୍ଷାରତ ଲୋକଙ୍କୁ ମିଳିବ ପ୍ରାଥମିକତା। ୪୫ ବର୍ଷରୁ ଉର୍ଦ୍ଧ୍ୱ ଲୋକ ମାନେ ପ୍ରଥମ ଡୋଜ୍ ଟିକା ନେଇ ସାରିଥିବାବେଳେ ଦ୍ୱିତୀୟ ଡୋଜ୍ ଟିକା ନେବା ବାକି ରହେିଛି ।ନିହାତି ଆବଶ୍ୟକ ।ଏହାସହ ରାଜ୍ୟରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି।

ଉତରପ୍ରଦେଶ-ରାଏବରେଲିଗାଁରେ କରୋନାକୁନେଇ ହଇଚଇ

ଭୁୁବନେଶ୍ୱର,୭/୫(ସତ୍ୟସନ୍ଧାନଡେସ୍କ) ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ କରୋନା ମହାମାରୀ ବିପର୍ଯ୍ୟସ୍ତ ହୋଇପଡିଛି। ଗତ ତିନି ସପ୍ତାହ ମଧ୍ୟରେ ରାଜ୍ୟର ଅନେକ ଗ୍ରାମରେ ମୃତ୍ୟୁ ପ୍ରକ୍ରିୟା ଚାଲିଛି। ରାଏ ବରେଲି ଏକ ଛୋଟ ଗାଁ ସୁଲତାନପୁରରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦୦ ପରିବାର ବସବାସକରୁଥିବା ଏହି ଗାଁର ଜନସଂଖ୍ୟା ୨୦୦୦ । ଗତ କିଛି ଦିନ ହେବ ମୃତ୍ୟୁର ଦୃଶ୍ୟ ସବୁଠାରେ ଦେଖିବାକୁ ମିଳିଛି । ଗାଁରେ ଥଣ୍ଡା ଓ ଜ୍ୱର ଭଳି କରୋନା ଲକ୍ଷଣରୁ ସଂକ୍ରମଣ […]

ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡିବ

ଭୁବନେଶ୍ୱର,୭/୫(ଏସଏସନିୟୁଜ) ଦିଲ୍ଲୀକୁ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ଆସୁଥିବା ସମସ୍ତ ଲୋକଙ୍କ ପାଇଁ ଇନଷ୍ଟିଚ୍ୟୁସନାଲ୍ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଭାଇରସର ଏକ ଭାରିଏଣ୍ଟ ଚିହ୍ନଟ ହୋଇଛି, ଯାହାର ଇନକ୍ୟୁବେସନ ଅବଧି କମ୍ ଏବଂ ସଂକ୍ରମଣ ହାର ଅଧିକ ରହିଛି। ଯଦିକିଏ ଉଭୟ ଡୋଜ ଗ୍ରହଣ କରିଛନ୍ତି ଏବଂ ତାଙ୍କ ପାଖରେ ଏହାର ପ୍ରମାଣପତ୍ର ରହିଛି କିମ୍ବା ଯାତ୍ରା ଆରମ୍ଭ କରିବାର ୭୨ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଅଛି। ସେମାନଙ୍କୁ ୭ ଦିନିଆ […]

ଓଡିଶାରେ କରୋନା ସଂକ୍ରମଣ ଦିନକରେ୧୨ ହଜାର ପାର୍‌ ମୃତ୍ୟୁ ସଂଖ୍ୟା୧୯

ଭୁବନେଶ୍ୱର,୭/୫(ଏସଏସନିୟୁଜ) ଗତ୨୪ଘଂଟାରେ ରାଜ୍ୟରେ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କମଧ୍ୟରେ ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୨୦୭୩, ଖୋର୍ଦ୍ଧା ୧୮୨୮,କଟକରେ ୯୧୬, କଳାହାଣ୍ଡିରେ ୫୮୦, ସମ୍ବଲପୁରରେ ୫୪୪, ଅନୁଗୁଳରେ ୪୮୦, ବରଗଡରେ ୪୭୫, ବାଲେଶ୍ୱରରେ ୪୩୭, ଭଦ୍ରକରେ ୩୮୧, ପୁରୀରେ ୩୬୯, ଷ୍ଟେଟପୁଲରେ ୩୫୭, ଯାଜପୁରରେ ୩୧୮, ଗଞ୍ଜାମରେ ୩୧୨, ଝାରସୁଗୁଡାରେ ୩୦୬, ନୂଆପଡାରେ ୨୯୦, ନବରଙ୍ଗପୁରରେ ୨୮୨, ବଲାଙ୍ଗିରରେ ୨୬୦, ମୟୂରଭଞ୍ଜରେ ୨୫୭, ରାୟଗଡାରେ ୨୦୧, ନୟାଗଡରେ ୧୯୪, କେନ୍ଦ୍ରପଡାରେ ୧୯୨, କେନ୍ଦୁଝରରେ […]

ବଙ୍ଗଳାକୁ ଆସିଲେ ମନ୍ତ୍ରୀବି ଦେଖାଇବେ ନେଗେଟିଭ୍ ରିପୋର୍ଟ

୧-ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ, ଜୁନ୍ ରୁ ସେପ୍ଟେମ୍ବର ଭିତରେ ୭୦% ବର୍ଷା : ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ୨-କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ । ୩-ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍ କୋର୍ଟ । ୪-ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ […]

ଆଜିର ଅନୁଚିନ୍ତା

➡️”ଜୀବନ ଦୁଇ ଦିନର ହେଉ କି ଚାରି ଦିନର ସେଥିରେ କିଛି ଯାଏଆସେ ନାହିଁ , ଏଠି ଏମିତି ବଞ୍ଚ ଯେମିତି କି ଜୀବନ ତୁମକୁ ମିଳିନି ତୁମେ ଜୀବନକୁ ମିଳିଛି ! ➡️”ବାରମ୍ବାର ଅସଫଳ ହୁଅନ୍ତୁ କିଛି କଥା ନାହିଁ , ଖାଲି ଯଥେଷ୍ଟ ପରିଶ୍ରମ ଆଉ ସକାରାତ୍ମକ ଚିନ୍ତାଧାରା ଥିଲେ ସଫଳତା ଦିନେ ନିଶ୍ଚୟ ମିଳିବ ! ➡️”ମଣିଷର ” ରାଗ ” କେବେ କୌଣସି ସମାଧାନ କରିପାରେ ନାହିଁ ବରଂ ଏହା ସବୁକିଛି […]

ଆଜିର ରାଶିଫଳ

ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। ବୃଷ-ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ। ମିଥୁନ-ଆଜି […]

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର,୬/୫(ଏସଏସନିୟୁଜ) ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବାସହ ଠିକ୍ ସମୟରେ ମୌସୁମୀ ଆସିବ । ଆର୍ଥ ସାଇନ୍ସ ମନ୍ତ୍ରାଳୟର ସଚିବ ଏମ୍. ରାଜୀବନ କରିଥିବା ଟ୍ୱିଟ୍ ଅନୁଯାୟୀ ଜୁନ୍ ୧ରେ କେରଳ ଛୁଇଁ ପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମେ ୧୫ ରେ ମୌସୁମୀ ବର୍ଷାର ଆଗମନ ଓ ବର୍ଷାର ପରିମାଣ କୁ ନେଇ ଆକଳନ କରି ଭାରତୀୟ ପାଣିପାଗ ବିଭାଗ ସୁଚନା ଦିଆଯିବ ବୋଲି ଜଣାପଡିଛି ।

୨ପ୍ରବାସୀ ଗଲେ କୋଭିଡ କେୟାର ସେଣ୍ଟର

ଡେଲାଙ୍ଗ,୬/୫(ଏସଏସନିୟୁଜ) କରୋନାପାଇଁ ରାଜ୍ୟରେ ୧୫ ଦିନିଆ ଲକ ଡାଉନ ଜାରି କରିଛନ୍ତି ।ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଆଳୁ, ପିଆଜ, ଖାଇବା ତେଲ, ଡାଲି ଆଦି ସାମଗ୍ରୀ ଗୁଡିକର ଦରଦାମ ବୃଦ୍ଧିସାଙ୍ଗକୁ ସାମଗ୍ରୀସବୁ ଉଭାନ ହୋଇଯାଉଛି । କଳାବଜାରୀକୁ ରୋକିବାପାଇଁ ବ୍ଳକ ଯୋଗାଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଆଜି ଡେଲାଙ୍ଗ ବ୍ଳକ ଯୋଗାଣ ନିରୀକ୍ଷିକ ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ପରିବା ଦେକାନକୁ ଯାଇ ଆଳୁ, ପିଆଜ, ଅଦା, ରସୁଣର ଦର ପଚାରି ବୁଝିବା […]