Browsing author

SATYA SANDHANA DESK

ହାଣିଦେଲା ଫୁଡଡେଲିଭରି ବୟ

ଭୁବନେଶ୍ବର,୭।୮(ଏସଏସନିଉଜ)ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲା ଫୁଡ୍‌ ଡେଲିଭରି ବୟ। ଫୁଡ୍‌ ଡେଲିଭରି ବିଳମ୍ବ ହେବାରୁ ବଚସାରୁ ଆକ୍ରମଣ ଅଭିଯୋଗ ଆସିଛି।ଭରତପୁରଥାନା ଶାମପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ହୋଇଛି।ମହିଳାଙ୍କ ମୁଣ୍ଡ, ବେକ, ହାତରେ ଆଘାତ ଲାଗିଛି।ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।ଫୁଡ୍‌ ଡେଲିଭରି ବୟକୁ ଅଟକ ରଖି ପୋଲିସର ପଚରାଉଚରା ଆରମ୍ଭ କରିଛି।

ଆଜିର ରାଶିଫଳ

ଅଗଷ୍ଟମାସ ୦୮ତାରିଖ ୨୦୨୫ମସିହା (ଶୁକ୍ରବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଦ୍ଦଶୀ ଦିବା ଘ୦୨/୨୬ ଗତେ ପୂର୍ଣ୍ଣମା,ନକ୍ଷତ୍ର- ଉତ୍ତରାଷାଢା ଦିବା ଘ୦୩/୨୨ ଗତେ ଶ୍ରାବଣା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୯/୧୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୫୨,ଯୋଗିନୀ ପଶ୍ଚିମେ ଦିବା ଘ୦୨/୧୬ଗତେ ବାୟବ୍ୟେ,ସିଂହରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ଶ୍ରାଦ୍ଧ ଓ ପୁର୍ଣିମାର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୪୪ ଗତେ ଘ୧୧/୫୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୫ମଧ୍ୟେ ଓ ଘ୦୭/୫୨ ଗତେ ଘ୦୮/୪୪ ମଧ୍ୟେ ଓ ଘ୧୨/୪୦ଗତେ ଘ୦୨/୧୭ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।- ରାତ୍ରି ଘ୧୧/୦୩ ଗତେ ଘ୧୧/୫୩ ମଧ୍ୟେ,ଅଦ୍ୟ […]

ଖଟିଆରେ ଗଲେ ଶବ ହୋଇ ଫେରିଲେ

ନବରଙ୍ଗପୁର,୭।୮(ଏସଏସନିଉଜ) ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।ଦେଶ ସ୍ୱାଧୀନତା ର ଦୀର୍ଘବର୍ଷ ପରେ ବି ପକ୍କା ରାସ୍ତାଟିଏ ନାହିଁ ।କେବଳ ସେତିକି ନୁହେଁ ଖଟିଆ ରେ ବୁହାହୋଇ ଯାଇ ଶବ ହୋଇକି ଘରକୁ ଫେରିବାର ଘଟଣା ଗ୍ରାମବାସୀଙ୍କ ଦୁଃଖ ବଢ଼ାଉଦେଇଛି।ମୈଦଲପୁର ପଞ୍ଚାୟତ ଜବାଗୁଡା ଗ୍ରାମର ହରିସିଂ ଯାନୀଙ୍କ ପତ୍ନୀ ଲଳିତା ଯାନୀଙ୍କ ଜ୍ୱର ନଛାଡ଼ିବାରୁ ଗୁରୁତର ଅବସ୍ତାରେ ତାଙ୍କୁ ଡାକ୍ତରଖାନାକୁ ନେବାକୁ ପଡ଼ିଥିଲା।କିନ୍ତୁ କାଦୁଅ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁ […]

ଆଜିର ରାଶିଫଳ

ଅଗଷ୍ଟମାସ ୦୭ତାରିଖ ୨୦୨୫ମସିହା (ଗୁରୁବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀ ଦିବା ଘ୦୨/୪୨ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର- ପୁର୍ବା ଷାଢା ଦିବା ଘ୦୨/୫୭ ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୭/୩୨, ଯୋଗିନୀ ଦକ୍ଷିଣେ ଦିବା ଘ୦୨/୪୨ ଗତେ ପଶ୍ଚିମେ, ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଚତୁର୍ଦ୍ଦଶୀର ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୩/୦୨ଗତେ ଘ୦୬/୧୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ରାତ୍ରି ଘ୧୨/୪୦ ଗତେ ଘ୦୩/୦୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୦୩ମଧ୍ୟେ ଓ ଘ୧୦/୧୫ ଗତେ ଘ୧୨/୪୦ ମଧ୍ୟେ,ଅଦ୍ୟ ବାଇଗଣ ଦିବା […]

ଆଜିର ରାଶିଫଳ

ଅଗଷ୍ଟମାସ ୦୬ତାରିଖ ୨୦୨୫ମସିହା(ବୁଧବାର)ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଦ୍ୱାଦଶୀ ଦିବା ଘ୦୨/୨୦ ଗତେ ତ୍ରୟୋଦଶୀ,ନକ୍ଷତ୍ର- ମୂଳା ଦିବା ଘ୦୧/୫୩ ଗତେ ପୁର୍ବା ଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୧୨,ଯୋଗିନୀ ନୈରୁତକୋଣେ ଦିବା ଘ୦୨/୨୦ ଗତେ ଦକ୍ଷିଣେ,କର୍କଟ ରାଶିର ଘାତବାର,ଦ୍ୱାଦଶୀର ଏକୋଦିଷ୍ଟ ଶ୍ରାଦ୍ଧ*,କାଳବେଳା -ଦିବା ଘ୦୮/୪୦ ଗତେ ଘ୧୦/୧୭ ମଧ୍ୟେ,ବାରବେଳା- ଦିବା ଘ୧୧/୫୨ ଗତେ ଘ୦୧/୩୦ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୩ ମଧ୍ୟେ ଓ ରାତ୍ରି ଘ୦୭/୦୫ ଗତେ ଘ୦୯/୦୨ ମଧ୍ୟେ ଓ ଘ୦୨/୧୪ ଗତେ ଘ୦୪/୫୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା […]

ମଦ୍ୟପ ଯୁବକଙ୍କ ଆତଙ୍କ, ୫ ଅଟକ

କଟକ, ୪।୮(ଏସଏସନିଉଜ) ମଧୁବନ ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ମଦ୍ୟପ ଯୁବକଙ୍କ ଆତଙ୍କ ଘଟଣାପରେ ୫ଜଣ ଅଟକ ରଖିଛି ବାରଙ୍ଗ ଥାନା ପୁଲିସ। ଘଟଣାରୁ ପ୍ରକାଶଯେ, ସୋମବାର ଅପରାହ୍ନ ସାଢେ଼ ୪ଟା ସମୟରେ ନରାଜ ନିକଟସ୍ଥ ଆଦର୍ଶ ବିଦ୍ୟାଳୟରୁ ଓଡି ୦୫ବିଭି ୪୭୪୫ ପିକ୍ ଅଫ୍ ଅଟୋଟି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଆସୁଥିଲା। ମଧୁବନ ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ଓଡି ୦୨ବିଟି ୭୩୭୯ ନମ୍ୱର କାରରେ […]

ଇତିହାସ ରଚିଲେ ସାଇ ସ୍ୱରୂପ

କଟକ, ୪।୮(ଏସଏସନିଉଜ)କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଇତିହାସ ରଚିଲେ ସାଇ ସ୍ୱରୂପସ୍ୱାଇଁ। ଗୁଜୁରାଟର ଅହମଦାବାଦରେ ଅନୁଷ୍ଠିତ ୫୧ ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ୧ମ କାଂସ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି ସାଇ ସ୍ୱରୂପ। ଦୀର୍ଘ ୩୫ ବର୍ଷ ପରେ ଓଡ଼ିଶା ପାଇଁ ୫୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ କାଂସ୍ୟ ପଦକ ପାଇ ଇତିହାସ ରଚିଛନ୍ତି ବାରଙ୍ଗ ମାଟିର ପୁଅ ସାଇ ସ୍ୱରୂପ। ବାରଙ୍ଗ ବ୍ଲକ ବ୍ରାହ୍ମଣୀ ଗାଁ ବାସିନ୍ଦା […]

ମହାନଦୀକୁ ଡେଇଁ ପଡ଼ିଲେ ମହିଳା

କଟକ,୪ା୮(ଏସଏସନିଉଜ)ସୋମବାର ଦିନ ସକାଳ ସମୟରେ ଜଣେ ମହିଳା ନରାଜ ବ୍ୟାରଜ ପାଖ ପାହାଚ ପାଖରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି । ପ୍ରକାସ ଯେ, ଗୋଡିସାହି ଫାଣ୍ଡି ଆଧିନ ନରାଜବ୍ୟାରେଜ ପାଖ ପାହାଚ ପାଖରେ ଜଣେ ମହିଳା ବହୁ ସମୟ ଧରି ବସିରହିଥିଲେ । ମହିଳା ଜଣକ ପାହାଚ ପାଖରୁ ଉଠି ବ୍ୟାରେଜର ୪୬ ଗୋଟ ପାଖ ମହାନଦୀ ଉପର ମୁଣ୍ଡକୁ ଡିଆଁ ମାରି ଦେଇଥିଲେ । ନିକଟରେ ଥିବା ଦୁଇ ଜଣ କୈବର୍ତ୍ତ […]

ଆଜିର ରାଶିଫଳ

ଅଗଷ୍ଟମାସ ୦୫ତାରିଖ ୨୦୨୫ମସିହା (ମଙ୍ଗଳବାର)ଶ୍ରାବଣମାସ- ଶୁକ୍ଳପକ୍ଷ, ତିଥି-ଏକାଦଶୀ ଦିବାଘ୦୧/୧୬ଗତେ ଦ୍ୱାଦଶୀ, ନକ୍ଷତ୍ର- ଜ୍ୟେଷ୍ଠା ଦିବା ଘ୧୨/୧୦ ଗତେ ମୂଳା, ସୁର୍ୟୋଦୟ-ପ୍ରାତଃ ଘ୦୫/୨୮/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୪୨,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୧/ ୧୬ଗତେ ନୈରୁତକୋଣେ,ମକର ରାଶିର ଘାତବାର, ଏକାଦଶୀର ଏକୋଦିଷ୍ଟ ଓ ଦ୍ୱାଦଶୀର ପାର୍ବଣ ଶ୍ରାଦ୍ଧ, କାଳବେଳା -ଦିବା ଘ୦୨/୦୪ ଗତେ ଘ୦୩/୩୩ ମଧ୍ୟେ,ବାରବେଳା- ଦିବା ଘ୦୬/୫୩ ଗତେ ଘ୦୮/ ୩୨ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୮/୩୨ ଗତେ ଘ୧୦/୧୫ ମଧ୍ୟେ ଓ ଘ୧୨/୪୦ ଗତେ ଘ୦୨/୦୨ ମଧ୍ୟେ ଓ […]

ଆକ୍ରମଣକାରୀଙ୍କୁ ରୋକିବାକୁ ଯାଇ ଆକ୍ରମଣର ଶିକାର

ଜଟଣୀ,୪ା୮(ଏସଏସନିଉଜ)ଅଭିଯୋଗକାରୀ ବିସାଲ ଦାସଙ୍କ ଲିଖିତ ରିପୋର୍ଟ ଆଧାରରେ ୩୪୯/୨୫କେଶନଂରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ସାଗର ନାୟକ ଓରଫ ମହେଶ ନାୟକଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତଶନିବାର ଦିନ ଅଭିଯୋଗକାରୀ ଲୋକୋକଲୋନୀରେ ରେଳଷ୍ଟେସନ ନିକଟ କୁଡିଆରୀନିକଟରେ ଥିବା ସମୟରେ, ସେ ତାଙ୍କ ବନ୍ଧୁ ସିଲୁ ଏବଂ ସିଲୁଙ୍କ ବାପାଙ୍କୁ ଶାରୀରିକ ଆକ୍ରମଣ କରୁଥିବାର ଯୁବକ ଏବଂ ମହିଳାମାନଙ୍କ ଏକ ଗୋଷ୍ଠୀକୁ ଦେଖିଥିଲେ। […]