ଆଜିର ରାଶିଫଳ
୨୦୨୪ ମସିହା ଜୁଲାଇମାସ ୨୩ ତାରିଖ ମଙ୍ଗଳବାର।ସୁର୍ଯ୍ୟୋଦୟ- ଘ୫/୨୨/୫୦,ସୂର୍ଯ୍ୟାସ୍ତ- ଘ୬/୨୩/୮,ଶ୍ରାବଣମାସ,କୃଷ୍ଣପକ୍ଷ, ଭୌମବାସ,ତିଥି- ଦ୍ବିତୀୟା ଦିବା ଘ୧୦/୪୧ମି ପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ରାତ୍ରି ଘ୯/୯ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ଦିବା ଘ୧୦/୪୧ମି ପରେ ଆଗ୍ନେୟ କୋଣରେ। ମଙ୍ଗଳବାର, ବିଷ୍ଟିକରଣ, ରବିସପ୍ତ ପରେ ଶନିଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ, କର୍କଟ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ଏହି ରାଶି ମାନଙ୍କର ଏବଂ ଦିବା […]