Browsing author

SATYA SANDHANA DESK

ଓରାଙ୍ଗୁଟାନ୍ ଛୁଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କଲା ବୈଷୟିକ କମିଟି

ଭୁବନେଶ୍ୱର ,୧୬।୯(ଏସଏସନିଉଜ)ନନ୍ଦନକାନନରେ ଓରାଙ୍ଗୁଟାନ୍ ଛୁଆଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ବୈଷୟିକ କମିଟିର ମାରାଥନ୍ ପରିଦର୍ଶନ। ଗତକାଲି ଏହି ଟିମ୍ ଆସିଥିବା ବେଳେ ବୁଧବାର ସକାଳୁ ଆସି ପ୍ରାୟ ୫ ଘଣ୍ଟା ଧରି କ୍ୱାରେଣ୍ଟାଇନ୍‌ରେ ତନ ତନ କରି ଯାଞ୍ଚ କଲେ ବିଶେଷଜ୍ଞ ଦଳ। ପ୍ରକାଶ ଯେ,ପିସିସିଏଫ ବନ୍ୟପ୍ରାଣୀଙ୍କ ଦ୍ୱାରା ଗଠିତ ବୈଷୟିକ କମିଟିର ସଦସ୍ୟମାନେ ବୁଧବାର ସକାଳେମହୀଶୂର ଚିଡ଼ିଆଖାନାର ଟେକ୍ନିକାଲ୍ କମିଟି ସଦସ୍ୟ ଡାକ୍ତର ଶଶିଧର, ଡାକ୍ତର ମଦନ କୋମପାଲ ଏବଂ ଓୟୁଏଟିର ବନ୍ୟ ଜନ୍ତୁ ଚିକିତ୍ସା […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୭ ତାରିଖ ୨୦୨୬ ମସିହା (ଗୁରୁବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ଦିବା ଘ୧୦/୨୧ ଗତେ ସପ୍ତମୀ,ନକ୍ଷତ୍ର- ଅନୁରାଧା ଦିବା ଘ୦୮/୧୭ ଗତେ ଜ୍ୟେଷ୍ଠା,ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୦୦,ଯୋଗିନୀ ପଶ୍ଚିମେ ଦିବା ଘ୧୦/୨୨ ଗତେ ବାୟବ୍ୟେ,ତୁଳା ଓ କୁମ୍ଭ ରାଶିର ଘାତବାର,ସପ୍ତମୀ ର ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୧୦/୨୨ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୪୦ ଗତେ ଘ୦୫/୪୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୧/୦୦ ଗତେ ଘ୦୩/୪୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର […]

ବୋମା ମାଡ଼ ୧ମୃତ,୧ଗୁରୁତର

ମେଣ୍ଢାଶାଳ,୧୬।୯(ଏସଏସ ନିଉଜ)ସାମାନ୍ୟ କଥାକୁ ନେଇ ଦୁଇ ଭାଇ ଭିତରେ ପ୍ରଥମେ ବଚସା ତାପରେରୂପ ଉଗ୍ର ନେଇଥିଲା। ଏହି ଘଟଣାରେ ହାତ ତିଆରି ବୋମା ପକାଇ ଆକ୍ରମଣ କରିବାକୁ ପଛାଇନହନ୍ତି। ଏଥିରେ ଜଣେ ଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ଏହିଭଳି ଅଭାବନୀୟଘଟଣା ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳର ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗ୍ରାମରେ ଘଟିଛି । ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ କଥା […]

ଛୋଟେଇ ଛୋଟେଇ ବୁଲୁଛି ଦନ୍ତା

ଭୁବନେଶ୍ୱର,୧୫।୯(ଏସଏସନିଉଜ)ସନ୍ଧ୍ୟାରେ ଭରତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏକ ଦନ୍ତା ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିଲା।ତାର ବାମପାର୍ଶ୍ୱର ସାମ୍ନା ଗୋଡ଼ରେ ଆଘାତ ଲାଗିଥିବାରୁ ସେ କଷ୍ଟ ସହକାରେ ଚାଲୁଥିଲା।ବନବିଭାଗ କର୍ମଚାରୀ ମାନଙ୍କ ନଜରକୁ ଆସିଥିଲା।ପରେ ଚନ୍ଦକା ଡମପଡା ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ତାକୁ ‘ଟ୍ରାଙ୍କୁଇଲାଇଜ୍’ (ନିଶ୍ଚେତକ ପ୍ରୟୋଗ) କରି OUAT ଏବଂ ନନ୍ଦନକାନନର ସହଯୋଗରେ ଅସୁସ୍ଥ ଦନ୍ତା ହାତୀକୁ ନିଶ୍ଚେତକ ଦେଇ ନିୟନ୍ତ୍ରଣକୁ ଅଣା ଯାଇ ଚିକିତ୍ସା ହେଲା।ପରେ ପୁନର୍ବାର ପ୍ରାକୃତିକ ପରିବେଶକୁ ଛାଡ଼ି ଦିଆଗଲା

ଦାରୁଠେଙ୍ଗ ସତ୍ୟମହିମା ଆଶ୍ରମ…

ମେଣ୍ଢାଶାଳ ,୧୫।୯(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ଚଳିତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ମଙ୍ଗଳବାର ଅପରାହ୍ନରେ ସିଦ୍ଧସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ ଅବଧୁତ ବ୍ରଜବ୍ରନ୍ଧୁ ବାବାଙ୍କ ତତ୍ୱାବଦ୍ଧାନରେ ବିଭିନ୍ନ ନୀତିକାନ୍ତି ବାବା,ସାଧୁ ଓ ଭକ୍ତ ମାନଙ୍କ ଗହଣରେ ସମ୍ପୂର୍ଣ ହୋଇଥିଲା । ଅପରାହ୍ନରେ ସାଧୁଭିକ୍ଷା, ଝାଡ଼ ଦୀପ ପ୍ରଜ୍ବଳନ, ସାୟଂ ଶରଣ ଦର୍ଶନ, ବିଶ୍ୱ ବ୍ରହ୍ମ୍ମଣ୍ଡର ମଙ୍ଗଳ ବିଧାନ ପାଇଁ ସମବେତ ପ୍ରାର୍ଥନା, […]

ଆଜିର ରାଶଫଳ

ସେପ୍ଟେମ୍ବରମାସ ୧୬ତାରିଖ ୨୦୨୬ମସିହା (ବୁଧବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୦୮/୨୯ ଗତେ ଷଷ୍ଠୀ,ନକ୍ଷତ୍ର- ବିଶାଖା ଦିବା ଘ୦୫/୪୨ଗତେ ଅନୁରାଧା,ଚନ୍ଦ୍ର- ତୁଳା ଦିବା ଘ୧୧/୧୧ ଗତେ ବିଛା,ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୩୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୫/୩୦,ଯୋଗିନୀ ଦକ୍ଷିଣେ ଦିବା ଘ୦୮/୨୯ ଗତେ ପଶ୍ଚିମେ,କର୍କଟରାଶିର ଘାତବାର, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୫/୪୨ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୧୨ମଧ୍ୟେ,ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୫ ମଧ୍ୟେ ଓ ଘ୦୧/୧୬ ଗତେ ଘ୦୧/୪୦ମଧ୍ୟେ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୬ ମସିହା (ମଙ୍ଗଳବାର) ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ୦୭/୧୧ ଗତେ ପଞ୍ଚମୀ,ନକ୍ଷତ୍ର- ସ୍ୱାତୀ ଦିବା ଘ୦୩/୩୫ ଗତେ ବିଶାଖା,ସୂର୍ୟୋଦୟ- ପ୍ରାତଃ ଘ୦୫/୩୮/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୬/୨୦,ଯୋଗିନୀ ନୈରୁତେ ଦିବା ଘ୦୭/୧୦!ଗତେ ଦକ୍ଷିଣେ, ମକର ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ଓ ଦିବା ଘ୦୩/୩୫ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୧୫ ଗତେ ଘ୦୨/୪୭ ମଧ୍ୟେ,ବାରବେଳା- ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- […]

ନନ୍ଦନକାନନ: ବେପରୁଆ ବ୍ୟାଟେରୀ ଗାଡି

ବାରଙ୍ଗ୧୩|୯(ଏସଏସନିଉଜ)  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ରବିବାର ଏକ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ବ୍ୟାଟେରୀ ଚାଳିତ ଗାଡିର ବେପରୁଆ ଚାଳନା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପ୍ରାଣୀଉଦ୍ୟାନ ଭିତର ନର୍ଥ ଇଷ୍ଟ୍ ପନୋରମା ଠାରେ ମୁଖ୍ୟ ରାସ୍ତାରେ ପର୍ଯ୍ୟଟକ ଚାଲି ଚାଲି ଜୀବଜନ୍ତୁ ଦେଖୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ୟାଟେରୀ ଗାଡି ଧକ୍କା ଦେଇଥିଲା। ଧକ୍କାରେ ପର୍ଯ୍ୟଟକ ଜଣକ […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବରମାସ, ୧୪ତାରିଖ, ସୋମବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ଶ୍ରୀଗଣେଶ ଚତୁର୍ଥୀ (ବିନାୟକବ୍ରତ)ରାଜ୍ୟରେ ବିଦ୍ୟାଳୟ, ପାଠାଗାର ଓ ପୁସ୍ତକାଳୟ, ସାଂସ୍କୃତିକଅନୁଷ୍ଠାନ ମାନଙ୍କରେ ଓ ବିଦ୍ୟାର୍ଥୀ ମାନଙ୍କର ଶ୍ରୀଗଣେଶପୂଜା, ଶ୍ରୀମନ୍ଦିରେ ଅନ୍ଧ ପ୍ରସ୍ତାବ, ବାଲି ତୃତୀୟା ବ୍ରତ, ହରିତାଳିକା ଚତୁର୍ଥୀ, ଗୌରୀବ୍ରତ, ଋତୁ- ବର୍ଷା ଋତୁର (ଦ୍ବିତୀୟମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୬/୩୨🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୪୬,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଚ଼ନ୍ଦ୍ର ବାସ,ତିଥି- ତୃତୀୟା ପ୍ରାତଃ ଘ୬/୩୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ।ନକ୍ଷତ୍ର- ଚି଼ତ୍ରା ନକ୍ଷତ୍ର ଦିବା ଘ୨/୧୪ମି ପର୍ଯ୍ୟନ୍ତ ତଦନ୍ତେ ସ୍ବାତୀ ନକ୍ଷତ୍ର […]

ବାଲିଯାତ୍ରା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ, ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଚେତନାର ପ୍ରତୀକ ଭୁବନେଶ୍ୱର ବାଲିଯାତ୍ରାକୁ ଆହୁରି ଭବ୍ୟ, ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଯୋଗଦେଇଥିଲେ। ବୈଠକରେ ଶ୍ରୀ ମହାପାତ୍ର ବାଲିଯାତ୍ରାର ସଫଳ ଆୟୋଜନ, ସୁଚାରୁ ପରିଚାଳନା ଓ ଜନସାଧାରଣଙ୍କ ସୁବିଧା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆୟୋଜକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବାଲିଯାତ୍ରାର ଐତିହ୍ୟ ଓ […]