Browsing author

SATYA SANDHANA DESK

ବାତ୍ୟା ନୁହେଁ ପ୍ରବଳ ବର୍ଷିବ, ୨୩ ତାରିଖ ରାତିରେ ଉପକୂଳ ଛୁଇଁବ

ଭୁବନେଶ୍ୱର,୨୨।୯(ଏସଏସନିଉଜ)ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୩ ତାରିଖ ରାତିରେ ଉପକୂଳ ଛୁଇଁବ ବୋଲି IMD ଡିଜ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି।ବିଶାଖାପାଟଣା ଗୋପାଳପୁର ଭିତରେ ଉପକୂଳ ଅତିକ୍ରମ କରିବ। ଉପକୂଳକୁ ଆସିଲା ବେଳେ ଗଭୀର ଅବପାତର ଗତି କମିଯିବ। ଅଧିକ ସମୟ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିବାରୁ ଅଧିକ ବର୍ଷା ହେବ ବୋଲି […]

ଆଜିର ରାଶିଫଳ

୨୦୨୬ମସିହା, ସେପ୍ଟେମ୍ବରମାସ,୨୩ତାରିଖ, ବୁଧବାର, ଶ୍ରୀମନ୍ଦିରେ ଓ ସର୍ବ ସମ୍ମତ ବାମନଜନ୍ମ, ସୁନିଆଁ, ଅ୭୧ଙ୍କ, ୧୪୩୪ସାଲ ଆରମ୍ଭ, ଗରୁଡ ପାର୍ଶ୍ବପରିବର୍ତ୍ତନ, ବୈଷ୍ଣବ ସମ୍ମତ ଏକାଦଶୀ, ବିଜୟା ମହାଦ୍ବାଦଶୀ, ମହତୀ ଦ୍ବାଦଶୀ ସ୍ନାନ, ଶକ୍ରୋତ୍ଥାପନ ଇନ୍ଦ୍ରଧ୍ବଜପୂଜା, ପୂଜାପଣ୍ଡା ନିଯୋଗ ପକ୍ଷରୁ ସୁନିଆଁଭୋଗ,ସମଦିବସ, ଶ୍ରୀଭୁବନେଶ୍ବରୀ ଜୟନ୍ତୀ,ଋତୁ- ଶରତଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୩୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୯/୦,ଭାଦ୍ରବମାସ, ଶୁକ୍ଳପକ୍ଷ ,ପଣ୍ଡିତବାସ,ତିଥି- ଦ୍ବାଦଶୀ ରାତ୍ରି ଘ୧୦/୩୪ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ଦିବା ଘ୯/୩୯ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ।ସୁକର୍ମାଯୋଗ ସନ୍ଧ୍ୟା […]

ଆଜିର ରାଶିଫଳ

୨୦୨୬ ମସିହା, ସେପ୍ଟେମ୍ବର ମାସ, ୨୨ ତାରିଖ, ମଙ୍ଗଳବାର,ଶ୍ରୀମନ୍ଦିରେ ଓ ସ୍ମାର୍ତ୍ତ ସମ୍ମତ ଶ୍ରୀବିଷ୍ଣୁ ପାର୍ଶ୍ବ ପରିବର୍ତ୍ତନ (ବଡ଼) ଏକାଦଶ୍ୟୁପବାସ, କରମାଯାତ୍ରା, ଅଦ୍ୟ ଦେଉଳ ପୁରୋହିତ ଓ ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କ ଦ୍ବାରା ବାମନ ଜନ୍ମର ପବିତ୍ରାଧିବାସ କର୍ମ ।ଋତୁ- ଶରତ ଋତୁର (ପ୍ରଥମ ମାସ)ସୂର୍ଯ୍ୟ- ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୨୫🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୯/୫୩,ଭାଦ୍ରବ ମାସ,ଶୁକ୍ଳପକ୍ଷ,ଭୌମ ବାସ,ତିଥି- ଏକାଦଶୀ ରାତ୍ରି ଘ୯/୨୬ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ।ନକ୍ଷତ୍ର- ଉତ୍ତରାଷାଢ଼ା ନକ୍ଷତ୍ର ମଳ ଦିବା ଘ୭/୩୮ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା […]

କେବେ ମିଳିବ ଶ୍ରଦ୍ଧାଞ୍ଜଳିଙ୍କୁ ଚାଉଳ ଓ ଭତା

ଭୁବନେଶ୍ୱର,୧୯ା୯(ଏସଏସନିଉଜ)ସରାକାର ସାଧାରଣ ଲୋକଙ୍କ ପାଇଁ ବହୁବିଧ ଯୋଜନାମାନ ପ୍ରୟଣନ କରୁଛନ୍ତି ।ସାଧାରଣଲୋକ ସେମାନଙ୍କ ମୈାଳିକ ସୁବିଧା ପାଇବାରୁ ଯେପରି ବଂଚିତ ନହେବେ ସେଥିପ୍ରତି ସଜାଗ ରହିବା ପାଇଁ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ।ଏହାସତ୍ୱେ ଜଣେ ଭିନ୍ନକ୍ଷମ ଯୁବତୀ ଗତ୩ମାସ ହେବ ସାମାନ୍ୟ ଭତା ଟଙ୍କା ପାଇପାରିନାହିଁ ।ଯାହାକୁନେଇ ପରିବାର ଲୋକ ସରକାରୀ ଅଧିକାରୀମାନଙ୍କୁ ଗୁହାରି କରୁଥିଲେ କାହାର ନୀଦ ଭାଙ୍ଗିନାହିଁ ।ଏହିଭଳି ବିକଳ ଚିତ୍ର ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗ୍ରାମ ପଂଚାୟତର ଗଣ୍ଡରପୁର ଗ୍ରାମରେ ଦେଖିବାକୁ […]

ଓରାଙ୍ଗଓଟାନର ଡାଏଟ୍‌ରେ ସଲିଡ୍ ଫୁଡ୍

ଭୁବନେଶ୍ୱର,୨୦।୯(ଏସଏସନିଉଜ) ବାଲେଶ୍ଵରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା୫ ଓରାଙ୍ଗଓଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶେଷ କରି ଟେକ୍ନିକାଲ ଟିମ୍ ରବିବାର ଫେରିଛନ୍ତି ।ବୈଷୟିକ କମିଟି ସଦସ୍ୟ ତଥା ଦିଲ୍ଲୀ ଚିଡିଆଖାନାର ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଭିଜିତ ଭାୱାଲ ଏବଂ ଡେରାଡୁନ ସ୍ଥିତ ଡବ୍ଲୁଆଇଆଇ ର ବନ୍ୟପ୍ରାଣୀ ଚିକିତ୍ସକ ସନଥ କୃଷ୍ଣ ମୁଲିଆ ଦୁଇଦିନିଆ ଗ୍ରସ୍ତରେ ଆସି ଶାବକମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ, ଚିକିତ୍ସା ଓ ଯତ୍ନ ବ୍ୟବସ୍ଥା ଉପରେ ବିଧିବଦ୍ଧ ଭାବେ ଯାଞ୍ଚ କରିଥିଲେ । ପରବର୍ତ୍ତୀ […]

ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର,୨୧।୯(ଏସଏସନିଉଜ)ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଚିହ୍ନଟ ହୋଇଛି।ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଦେଖିବାକୁ ମିଳିଛି।ପଶ୍ଚିମ, ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ।ପରବର୍ତ୍ତୀ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ନେଇ ସୂଚନା ମିଳିଛି।

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୧ ତାରିଖ ୨୦୨୬ ମସିହା (ସୋମବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ସନ୍ଧ୍ୟା ଘ୦୭/୪୫ ଗତେ ଏକାଦଶୀ,ନକ୍ଷତ୍ର- ଉତ୍ତରାଷାଢ଼।ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୨/୪୨,ଯୋଗିନୀ ଉତ୍ତରେ ସନ୍ଧ୍ୟା ଘ୦୭/୪୫ ଗତେ ଅଗ୍ନିକୋଣେ,ମିଥୁନ ରାଶିର ଘାତବାର,ସିଂହ ରାଶି ର ଘାତଚନ୍ଦ୍ର,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୧୦ ଗତେ ଘ୦୮/୪୨ ମଧ୍ୟେ,ବାରବେଳା- ଦିବା ଘ୦୨/୪୦ ଗତେ ଘ୦୪/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧/୧୬ ମଧ୍ୟେ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୦ ତାରିଖ ୨୦୨୬ ମସିହା (ରବିବାର)ଖୁଦୁରୁକୁଣୀ ଓଷା ଶେଷ ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ନବମୀ ସନ୍ଧ୍ୟା ଘ୦୫/୩୪ ଗତେ ଦଶମୀ,ନକ୍ଷତ୍ର- ପୂର୍ବାଷାଢ଼। ରାତ୍ରି ଘ୦୫/୦୬ ଗତେ ଉତ୍ତରାଷାଢ଼।ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୩/୩୦,ଯୋଗିନୀ ପୂର୍ବେ ସନ୍ଧ୍ୟା ଘ୦୫/୩୪ ଗତେ ଉତ୍ତରେ,ମେଷ ରାଶିର ଘାତବାର,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକ ପାଦ ଓ ରାତ୍ରି ଘ ୦୫/୦୬ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୧୦ ଗତେ ଘ୦୧/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୯ ତାରିଖ ୨୦୨୬ ମସିହା (ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୦୩/୧୧ ଗତେ ନବମୀ,ନକ୍ଷତ୍ର- ମୂଳା ରାତ୍ରି ଘ୦୨/୧୩ ଗତେ ପୂର୍ବା ଷାଢ଼।ସୂର୍ୟୋଦୟ- ପ୍ରାତଃ ଘ୦୫/୩୯/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୪/୦୦,ଯୋଗିନୀ ଐଶ।ନ୍ୟେ ଦିବା ଘ୦୩/୧୧ଗତେ ପୂର୍ବେ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ର ଏକୋଦିଷ୍ଟ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୭/୧୦ ମଧ୍ୟେ ଓ ଘ୦୪/୧୨ ଗତେ ଘ୦୫/୪୫ ମଧ୍ୟେ,ବାରବେଳା- ଦିବା ଘ୦୧/୧୦ ଗତେ ଘ୦୨/୪୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୫ ଗତେ […]

ମହିମା ଆଶ୍ରମ ପୀଠରେ ନବାନ୍ନ ମହୋତ୍ସବ

ମେଣ୍ଢାଶାଳ, ୧୬।୯(ଏସଏସନିଉଜ) ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ମଙ୍ଗଳବାର ଓ ବୁଧବାର ଦିନ ଧରି ନବାନ୍ନ ମହୋତ୍ସବ ପାଳନ କରାଯାଇଛି l ବୁଧବାର ପ୍ରାତଃ ବ୍ରହ୍ମମୁହୂର୍ତ୍ତ ଶରଣ ଦର୍ଶନ ଓ ଜଗତ ଭଗତ ମଙ୍ଗଳ ନିମନ୍ତେ ଶୂନ୍ୟ ବାସି ପ୍ରଭୁଙ୍କୁ ପ୍ରାର୍ଥନା, ବାଲ୍ୟ ଲୀଳା ଅର୍ପଣ ଓ ବିତରଣ ପରେ ନବାନ୍ନ ଭକ୍ଷଣ ଉତ୍ସବ ପାଳନ ହୋଇଥିଲା । ସିଦ୍ଧ ସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ […]