Browsing author

SATYA SANDHANA DESK

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୨୮ତାରିଖ ୨୦୨୬ମସିହା (ସୋମବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଦ୍ୱିତୀୟା ରାତ୍ରି ଘ୦୭/୧୭ ଗତେ ତୃତୀୟା,ନକ୍ଷତ୍ର- ରେବତୀ ଦିବା ଘ୧୦/୫୬ ଗତେ ଅଶ୍ୱିନୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୧/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୫/୪୨,ଯୋଗିନୀ ଉତ୍ତରେ ରାତ୍ରି ଘ୦୭/୧୭ ଗତେ ଅଗ୍ନିକୋଣେ,ମେଷରାଶିର ଘାତଚନ୍ଦ୍ର, ମିଥୁନରାଶିର ଘାତବାର,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ରାତ୍ରି ଘ୦୭/୧୬ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୧୧ ଗତେ ଘ୦୮/୪୨ ମଧ୍ୟେ,ବାରବେଳା – ଦିବା ଘ୦୨/୩୬ ଗତେ ଘ୦୪/୦୮ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୧୦ମଧ୍ୟେ ଓ ଘ୦୮/୫୩ ଗତେ ଘ୧୧/୧୪ ମଧ୍ୟେ […]

ମହାନଦୀରେ ପ୍ରବେଶ କରିବ ବନ୍ୟାଜଳ

କଟକ,୨୭।୯(ଏସଏସନିଉଜ)ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଖୋଲାଯାଇଥିବା ଏବଂ ମୁଣ୍ଡଳୀଠାରେ ମହାନଦୀରେ ୮ ଲକ୍ଷ କ୍ୟୁସେକ୍‌ରୁ ଅଧିକ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବ୍ୟାପକ ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ବନ୍ୟାପ୍ରବଣ ତଳିଆ ଅଞ୍ଚଳ ଏବଂ ନଦୀବନ୍ଧ ନିକଟରେ ବସବାସ କରୁଥିବା ଲୋକଙ୍କୁ ପରିସ୍ଥିତିର ଆକଳନ କରି ଆବଶ୍ୟକସ୍ଥଳେ ନିରାପଦ ଆଶ୍ରୟସ୍ଥଳକୁ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୭ ତାରିଖ ୨୦୨୬ ମସିହା (ରବିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୮/୫୫ ଗତେ ଦ୍ୱିତୀୟା,ନକ୍ଷତ୍ର- ଉତ୍ତରଭ।ଦ୍ର ଦିବା ଘ୧୧/୪୨ ଗତେ ରେବତୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୧, ଯୋଗିନୀ ପୂର୍ବେ ରାତ୍ରି ଘ୦୮/୫୫ ଗତେ ଉତ୍ତରେ,ଧନୁ ରାଶିର ଘାତଚନ୍ଦ୍ର,ମେଷ ରାଶି ର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଏକପାଦ ଓ ରାତ୍ରି ଘ୦୮/୫୫ ଗତେ ଦ୍ଵୀପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୧୦/୧୧ ଗତେ ଘ୦୧/୧୨ ମଧ୍ୟେ,ବିଶୁଦ୍ଧ ଅମୃତ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୬ତାରିଖ ୨୦୨୬ମସିହା (ଶନିବାର)ଭାଦ୍ରବମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୦/୦୮ ଗତେ ପ୍ରତିପଦ,ନକ୍ଷତ୍ର- ପୂର୍ବଭ।ଦ୍ର ଦିବା ଘ୧୨/୦୨ ଗତେ ଉତ୍ତରଭାଦ୍ର,ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୪୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୭/୨୧, ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୦୮ ଗତେ ପୂର୍ବେ,ଧନୁ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଦ୍ଵିପ।ଦ ଓ ଦିବା ଘ୧୨/୦୨ ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୧୧ ମଧ୍ୟେ ଓ ଦିବା ଘ୦୪/୦୫ ଗତେ ଘ୦୫/୩୬ ମଧ୍ୟେ,ବାରବେଳା – ଦିବା ଘ୦୧/୦୮ ଗତେ […]

କାଲି ୫ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର,୨୫।୯(ଏସଏସନିଉଜ)ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି।ସେଗୁଡିକ ହେଲା କଟକ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା।ଏହି ଜିଲ୍ଲାରେ ଛୁଟି ଘୋଷଣା କଲା ପ୍ରଶାସନ।ଭଦ୍ରକ ଜିଲ୍ଲାର ୭ ବ୍ଲକରେ ୩୯୯ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଆଜିର ରାଶିଫଳ

୨୦୨୬ମସିହା ସେପ୍ଟେମ୍ବରମାସ, ୨୫ତାରିଖ, ଶୁକ୍ରବାର,ଶ୍ରୀମନ୍ଦିରେ ଓ ସର୍ବତ୍ର ଅନନ୍ତବ୍ରତ, ଅଘୋର ଚତୁର୍ଦ୍ଦଶୀ, ଶ୍ରୀଶିବ ପାର୍ଶ୍ବ ପରିବର୍ତ୍ତନୋତ୍ସବ, ଶ୍ରୀଦୁର୍ଗା ପାର୍ଶ୍ବପରିବର୍ତ୍ତନ, ଇନ୍ଦ୍ରୋତ୍ସବ, ଅଦ୍ୟ ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢ଼ା ପରିକ୍ରମା,ନାମାଚାର୍ଯ୍ୟ ବାୟାବାବାଙ୍କ ତିରୋଧାନଦିବସ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୯/୯🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୭/୧୫,ଭାଦ୍ରବ ମାସ, ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୧୦/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ।ନକ୍ଷତ୍ର- ଶତଭିଷା ନକ୍ଷତ୍ର ଦିବା ଘ୧୧/୫୦ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ରାତ୍ରି ଘ୧୦/୫୨ମି ପରେ ବାୟବ୍ୟ କୋଣରେ,ରିକ୍ତାତିଥି, ବିଷ୍ଟିକରଣ ଦୋଷ […]

ଆଜିର ରାଶିଫଳ

୨୦୨୬ମସିହା, ସେପ୍ଟେମ୍ବରମାସ,୨୪ତାରିଖ, ଗୁରୁବାର, ଶ୍ରୀମନ୍ଦିରେ ଶ୍ରୀଜଗନ୍ନାଥ ଦେବଙ୍କର ବଳିବାମନ ବେଶ, ଚିଦାନନ୍ଦ ଜୟନ୍ତୀ ।ଋତୁ- ଶରତ ଋତୁର (ପ୍ରଥମ ମାସ)🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୮/୫୪🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୩୮/୭,ଭାଦ୍ରବ ମାସ,ଶୁକ୍ଳପକ୍ଷ,ବୃହସ୍ପତି ବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୧/୩ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ଦିବା ଘ୧୧/୩ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ରାତ୍ରି ଘ୧୧/୩ମି ପରେ ପଶ୍ଚିମ ଦିଗରେ । ରିକ୍ତାତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ରାତ୍ରି ଘ୧୧/୩ମି […]

ରାଷ୍ଟ୍ରିୟ ଆୟୁର୍ବେଦ ଦିବସ ପାଳନ

କଟକ,୨୨।୯(ଏସଏସନିଉଜ)ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଅଧୀନସ୍ଥ ଶ୍ରୀ ଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଆନୁକୂଲ୍ୟରେ ୧୧ତମ ରାଷ୍ଟ୍ରିୟ ଆୟୁର୍ବେଦ ଦିବସ ବୁଧବାର ପାଳିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ତେଜ ପରତାପ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ, ଉତ୍ତମ ନିଦ୍ରା ଆବଶ୍ୟକ ବୋଲି ମତଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବଲ୍ଲଭ କୁମାର ଜୟସିଂହ ଯୋଗଦେଇ ଭବିଷ୍ୟତ ପାଇଁ ଆୟୁର୍ବେଦ ସହ […]

ଓଡ଼ିଆ ଅସ୍ମିତା ଓ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ

ଭୁବନେଶ୍ୱର, ୨୨।୯(ଏସଏସନିଉଜ)ଓଡ଼ିଶାର ଗୌରବମୟ କଳା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ, ସଂରକ୍ଷଣ ଓ ନୂଆ ପିଢ଼ି ନିକଟରେ ପହଞ୍ଚାଇବାର ଉଦ୍ଦେଶ୍ୟରେ WOMEN EMPOWERMENT FOUNDATION TRUST ପକ୍ଷରୁ ଆୟୋଜିତ “ଓଡ଼ିଆ ସାଂସ୍କୃତିକ ବ୍ୟକ୍ତିତ୍ୱ ସମ୍ମାନ ଉତ୍ସବ–୨୦୨୬”ରେ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ।ଓଡ଼ିଆ ମାଟିର ସୁଗନ୍ଧ, ଓଡ଼ିଆ ଭାଷାର ମାଧୁର୍ଯ୍ୟ ଏବଂ ଆମ ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଗୌରବକୁ ପ୍ରତିଫଳିତ କରୁଥିବା ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ […]

ଉଦଯାପିତ ହେଲା…

ଭୁବନେଶ୍ୱର,୨୨।୯(ଏସଏସନିଉଜ)ଜାତୀୟ ଶିକ୍ଷକ-ଶିକ୍ଷା ପରିଷଦ (ଏନ.ସି.ଟି.ଇ )ନୂଆଦିଲ୍ଲୀ ଓ ଆନ୍ତଃ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶିକ୍ଷା ପରିଷଦ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ସହଯୋଗରେ ପଟିଆ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା୫ ଦିନ ବ୍ୟାପୀ ଅନୁଭବାତ୍ମକ ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇଯାଇଛି।୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁଜାତୀୟ ଶିକ୍ଷକ-ଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ଦିବ୍ୟଜ୍ୟୋତି ମାହାନ୍ତା ଉଦ୍ଘାଟନ କରିଥିଲେ। ଉଦ୍ ଜାପନୀ ଉସବରେ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନର ରାଷ୍ଟ୍ରୀୟ ସଂଗଠନ […]