Browsing author

SATYA SANDHANA DESK

ଆଜିର ରାଶିଫଳ

ବକୁଳଅମାବାସ୍ୟା,୧୯-୧୨-୨୦୨୫(ଶୁକ୍ରବାର)ଅଦ୍ୟ ଧନୁ ଦି୪ନ,ପୈ।ଷ କୃଷ୍ଣ ଅମାବାସ୍ୟା ଦ୬୦ ନିଶାନ୍ତ,ଜ୍ୟେଷ୍ଠା ଦ୪୩।୧୫ ରାଘ୧୧।୩୭,ବିଛା ଚନ୍ଦ୍ର ଦ୪୩।୧୫ ରାଘ୧୧।୩୭।ଭାରତୀୟ ସାଧାରଣ ସମୟ ଅନୁସାରେ (ଓ.ଝ.ଞ.)ଧନୁ ଦ୦/୨୫/୪୦ ଇଂଘ୬/୧୯/୯ ଗତେ ଉଦୟ।ମିଥୁନ ୦/୩୭/୨୦ ଇଂଘ୫/୭/ ୧୭ ଗତେ ଅସ୍ତ ।ଯୋଗିନୀ ଐଶାନ୍ୟେ । ଯାତ୍ରାଦି ଶୁଭ କର୍ମନାସ୍ତି ଗତଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ରାତ୍ରି ଘ୧୧।୩୭ ଗତେ ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଦ୍ଵିଜା କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଏ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୮ତାରିଖ ୨୦୨୫ମସିହା(ଗୁରୁବାର)ପୌଷମାସ- କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଧଶୀ ରାତ୍ରି ଘ୦୪/୫୫ ଗତେ ଅମାବାସ୍ୟା ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୦୮/୪୪ଗତେ ଜ୍ୟେଷ୍ଠା ,ଚନ୍ଦ୍ର- ବିଛା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୯/୩୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୫୮ ,ଯୋଗିନୀ ପଶ୍ଚିମେ ରାତ୍ରି ୦୪/୫୫ ଗତେ ଐଶାନ୍ୟେ ,ତୁଳା ଓ କୁମ୍ଭ ରାଶିର ଘାତବାର ,ଚତୁର୍ଦ୍ଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ପୁଷ୍କର ଦୋଷ ନାସ୍ତି ,କାଳବେଳା ଓ ବାରବେଳା- ଦିବା ଘ୦୨/୨୫ ଗତେ ଘ୦୫/୦୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୫ ମଧ୍ୟେ ଓ ରାତ୍ରି ଘ […]

ସର୍ବଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟ

ଭୁବନେଶ୍ୱର,୧୬।୧୨(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଗଣ୍ଡରପୁର ମିନି ଷ୍ଟାଡିୟମ୍ ରେ ଚାଲିଥିବା ୨୩ତମ ସର୍ବ ଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟର ଚତୁର୍ଥ ଦିବସ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିନିମନ୍ତେ ଗ୍ରାମାଞ୍ଚଳଏ ଡିଭିଜନର ପ୍ରଥମମ୍ୟାଚରେ ସୁପ୍ରିମ ଫୁଟବଲ କ୍ଲବ ବରାହୀପୁର ୪/୩ ଟ୍ରାଇବ୍ରେକରରେ ମହାବୀରକ୍ଲବ ନରଣପୁରକୁ ହରାଇ କ୍ୱାଟରେଫାଇନାଲରେ ପ୍ରବେଶ କରିଥିବାବେଳେ ଦ୍ଵିତୀୟମ୍ୟାଚରେ ମଇନ୍ଦିପୁର ଫୁଟବଲ କ୍ଲବ ୭/୬ଟ୍ରାଇବ୍ରେକରରେ ପଦ୍ମକେଶରୀପୁର ଚମ୍ପାନାହା କାଣି ଫୁଟବଲକ୍ଲବକୁ ହରାଇ କ୍ୱାଟରରେ ପ୍ରବେଶ କରିଛି।ସେହିପରି ଗ୍ରାମାଞ୍ଚଳର-ବି ଡିଭିଜନରେ ଜୟଦୁର୍ଗାକ୍ଲବ ଆମଣ ୫/୪ ଟାଇବ୍ରେକରରେ […]

ଫାଇନାଲକୁ ଗଲା ଜାଗା ୟୁନାଇଟେଡକ୍ଲବ୍

ଭୁବନେଶ୍ୱର,୧୬।୧୨(ଏସଏସନିଉଜ)ସର୍ବ ଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟର ମଙ୍ଗଳବାର ଥିଲା ତୃତୀୟ ଦିବସ।ତୃତୀୟ ଦିବସର ଗ୍ରାମାଞ୍ଚଳ ବି ଡିଭିଜନର ପ୍ରଥମ ମ୍ୟାଚ ରେ ବାଞ୍ଚାମଣି କ୍ଲବ୍ ଟାଙ୍ଗିବନ୍ତ ୪/୩ ଟାଇବ୍ରେକରରେ ୪୨ମୌଜାର ଦେଉଳି କ୍ଲବକୁ ପରାସ୍ତ କରି କ୍ୱାଟର ପ୍ରବେଶ କରିଛି।ଦ୍ୱିତୀୟ ମ୍ୟାଚରେ ବୋଧପୁର ଫୁଟବଲ କ୍ଲବ୍ ୫/୩ଟାଇ ବ୍ରେକରରେ ଇସଲାମ ଚାନ୍ଦ କ୍ଲବକୁ ପରାସ୍ତ କରି କ୍ୱାଟର ପ୍ରବେଶ କରିଛି। ଗ୍ରାମାଞ୍ଚଳ ଏ ଡିଭିଜନର ପ୍ରଥମ ମ୍ୟାଚ ରେ ଜୟ ଜଗନ୍ନାଥ ମୁଣ୍ଡମୁହାଣ ୨/୦ଗୋଲରେ ପୂରଣ ଫୁଟବଲ […]

ଗଣ୍ଡରପୁରକପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ଦ୍ୱିତୀୟଦିବସ

ବାରଙ୍ଗ,୧୫/୧୨(ଏସଏସନିଊଜ)ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ୨୨ତମ ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟବଲ୍ ଟର୍ଣ୍ଣମେଣ୍ଟର ସୋମବାର ଥିଲା ଦ୍ୱିତୀୟଦିବସ।ଦ୍ୱିତୀୟ ଦିବସର ଟର୍ଣ୍ଣମେଣ୍ଟକୁ ବିଶିଷ୍ଟ ସମାଜସେବୀ ବିନୋଦ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିକାଶ ଅଗ୍ରୱାଲ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଗ୍ରାମାଞ୍ଚଳ ବିଭାଗର ବି ଡିଭିଜନର ପ୍ରଥମମ୍ୟାଚ ସାଇଁଶୋ ଫୁଟବଲକ୍ଲବ ଓ ଅଡଶପୂରର ଜୟଦେବ କ୍ଲବ ମଧ୍ୟରେ ହୋଇଥିଲା।ଏଥିରେ ସାଇଁଶୋ ଫୁଟବଲକ୍ଲବ ୫-୪ ଟ୍ରାଇବ୍ରେକର […]

ଆଜିର ରାଶିଫଳ

ଡିସେମ୍ବରମାସ ୧୬ତାରିଖ ୨୦୨୫ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ,ତିଥି-ଦ୍ୱାଦଶୀ ରାତ୍ରି ଘ୧୧/୪୨ ଗତେ ତ୍ରୟୋଦଶୀ,ନକ୍ଷତ୍ର-ସ୍ଵାତୀ ଦିବା ଘ୦୨/୪୦ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୧୮,ଯୋଗିନୀ ନୈରୁତେ ରାତ୍ରି ୧୧/୪୨ ଗତେ ଦକ୍ଷିଣେ,ମକରରାଶିର ଘାତବାର,ଦ୍ୱାଦଶୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ଦିବା ଘ୦୨/୪୦ ଗତେ ତ୍ରୀପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୦୩ ଗତେ ଘ୦୨/୨୬ ମଧ୍ୟେ,ବାରବେଳା- ଦିବା ଘ୦୭/୪୦ ଗତେ ଘ୦୯/୦୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୭ ମଧ୍ୟେ ଓ ଘ ୦୯/୦୦ଗତେ ଘ୧୧/୫୫ମଧ୍ୟେ ଓ ରାତ୍ରି ଘ ୦୭/୩୦ଗତେ ଘ୦୮/୨୦ […]

ହୋଟେଲରେ ବଚସା ,ଘରେଆକ୍ରମଣ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ) ହୋଟେଲରେ ଖାଇବାକୁ ନେଇ ହୋଟେଲ କର୍ମଚାରୀ ସହ ପ୍ରଥମେ ବଚସା ।ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନ ହୋଇଥିଲା । ହେଲେ ରାଗ ସୁଜିନଥିଲା । ଯାହାଫଳରେ ଜଣେ ଯୁବକ ଖାଇବାକୁ ଆସିଥିବା ଗ୍ରାହକ ଘରେ ପଶି ଆକ୍ରମଣ କରିଥିଲେ । ଏଭଳି ଘଟଣା ଚନ୍ଦକାଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ।ସୂଚନା ଯୋଗ୍ୟ ଯେ ,ପୁରୀ ନିମାପଡ଼ା ଅଞ୍ଚଳର ତାପସ ପ୍ରଧାନ ୩୨ ଓ ରାକେଶ କୁମାର ପ୍ରଧାନ ୨୮ ଦୁଇଭାଇ ଚନ୍ଦକାଥାନା ଦାସପୁରରେ ଭଡା […]

ଆସିଲା ମାଛେଉଣ୍ଡ ହାତୀଛୁଆ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ)ଚନ୍ଦକା ଅଭୟାରଣ୍ୟରକୁ ରବିବାର ସଂଧ୍ୟାରେ କେଉଁଝରରୁ ୪ ମାସର ଗୋଟିଏ ଅଣ୍ଡିରା ହାତୀଛୁଆ ଉଦ୍ଧାର ହୋଇ ଆସିଛି। ଅଣ୍ଡିରା ହାତୀ ଛୁଆ ଟି ଜଙ୍ଗଲରେ ମାସହ ବୁଲୁଥିବା ବେଳେ ମା ହାତୀଠାରୁ ଛୁଆ ହାତୀଟି ଅଲଗା ହୋଇଯାଇଥିଲା। ଛୁଆ ହାତୀଟି ମାଛେଉଣ୍ଡ ହୋଇ କେଉଁଝର ବିଜେପି ରେଞ୍ଜ ନିକଟରେ ଏଣେତେଣେ ବୁଲୁଥିଲା। ବନ କର୍ମଚାରୀମାନେ ହାତୀ ଛୁଆଟିକୁ ଚଳିତ ମାସ ୧ ତାରିଖରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଜାରି ରଖିଥିଲେ । ଛୁଆ ହାତୀଟି ଟିକେ […]

ଆରମ୍ଭ ହେଲା ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,୧୪।୧୨(ଏସଏସନିଜଉ) ଗଣ୍ଡରପୁର ନଦୀପଠାରେ ଥିବା ବିଜୁପଟ୍ଟନାୟକ ମିନିଷ୍ଟାଡିୟମ୍ ଠାରେ୨୩ତମ ସର୍ଵଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣାମେଣ୍ଟ ରବିବାର ଉଦ୍ଘାଟିତ ହୋଇଛି। କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିବା ସହ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ବିଜେପି ନେତା ଗୋଲେଖ ମହାପାତ୍ର,ବିଜେଡି ନେତା ସୁବାଷଚନ୍ଦ୍ର ପାତ୍ର,ଡ଼ ଦୁର୍ଗା ପ୍ରସନ୍ନ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମ ଗ୍ରାମାଞ୍ଚଳ ବିଭାଗର ଏ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୫ତାରିଖ ୨୦୨୫ମସିହା(ସୋମବାର)ପୌଷମାସ- କୃଷ୍ଣପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୦୯/୦୨ ଗତେ ଦ୍ୱାଦଶୀ ,ନକ୍ଷତ୍ର-ଚିତ୍ରା ଦିବା ଘ୧୧/ ୩୬ଗତେ ସ୍ଵାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୧୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/ ୦୬/୫୮ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ୦୯/୦୨ଗତେ ନୈରୁତେ ,ମିଥୁନରାଶିର ଘାତବାର ,ଏକାଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ.ମୃତେ ରାତ୍ରି ଘ୦୯/୦୨ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା-ଦିବାଘ୦୭/୩୮ଗତେ ଘ୦୯/୦୦ମଧ୍ୟେ ,ବାରବେଳା- ଦିବା ଘ୦୨/୨୫ଗତେ ଘ୦୪/୩୮ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବାଘ୦୭/୩୭ ମଧ୍ୟେ ଓ ଘ୦୯/୨୯ଗତେ ଘ୧୧/୫୪ମଧ୍ୟେ ଓ ରାତ୍ରି ଘ ୦୭/୩୨ଗତେ ଘ୧୦/୪୪ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।– […]