Browsing author

SATYA SANDHANA DESK

ଟିକିବାବାଙ୍କୁ ଡ଼ା. ଆମ୍ବେଦକର ବିଶିଷ୍ଟ ସେବା ଜାତୀୟ ପୁରସ୍କାର

ଭୁବନେଶ୍ୱର,୧୪।୧୨(ଏସଏସନିଉଜ)ଓଡ଼ିଶା ପାଇଁ ଗର୍ବ ଏବଂ ଦେଶ ପାଇଁ ପ୍ରେରଣା ସ୍ୱର, ଡ଼ା. ଶ୍ରୀ ଶ୍ରୀ ଶ୍ରୀ ଟିକି ବାବାଙ୍କୁ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ, ନୂଆଦିଲ୍ଲୀ ପକ୍ଷରୁ ପ୍ରତିଷ୍ଠିତ ଡ଼ା. ଆମ୍ବେଦକର ବିଶିଷ୍ଟ ସେବା ଜାତୀୟ ପୁରସ୍କାର–୨୦୨୫ରେ ସମ୍ମାନିତ କରାଯାଇଛି।ଏହି ଜାତୀୟ ସମ୍ମାନ ଡ଼ା. ଟିକି ବାବାଙ୍କ ଆଜୀବନ ନିଷ୍ଠାପୂର୍ଣ୍ଣ ସାମାଜିକ ସେବା, ସାଂସ୍କୃତିକ ଜାଗରଣ ଏବଂ ସାହିତ୍ୟିକ ଅବଦାନ ପାଇଁ ପ୍ରଦାନ କରାଯାଇଛି। ଦଳିତ, ଆଦିବାସୀ, ଶୋଷିତ ଓ ଅବହେଳିତ ସମାଜର ଅଧିକାର ସୁରକ୍ଷା ଓ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୪ତାରିଖ ୨୦୨୫ମସିହା (ରବିବାର)ପୌଷମାସ- କୃଷ୍ଣପକ୍ଷ,ତିଥି-ଦଶମୀ ରାତ୍ରି ଘ୦୬/୩୨ ଗତେ ଏକାଦଶୀ,ନକ୍ଷତ୍ର-ହସ୍ତା ଦିବା ଘ୦୮/୪୭ ଗତେ ଚିତ୍ରା,ଚନ୍ଦ୍ର- କନ୍ୟା ରାତ୍ରି ଘ୧୦/୦୯ ଗତେ ତୁଳା, ସୁର୍ୟୋଦୟ-ପ୍ରାତଃ ଘ୦୬/୧୭/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୬/୨୮,ଯୋଗିନୀ ଉତ୍ତରେ ଦିବା ଘ୦୬/୩୨ ଗତେ ଅଗ୍ନିକୋଣେ,ବୃଷ ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୨୦ ଗତେ ଘ୦୧/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୬ ଗତେ ଘ୦୯/୩୦ ମଧ୍ୟେ ଓ ଘ ୦୧/୦୬ ଗତେ ଘ୦୩/୫୫ ମଧ୍ୟେ ଓ […]

ଯୁବତୀଙ୍କୁ ବ୍ଲାକମେଲ କରି ବନ୍ଧା ହେଲେ ରସିକିଆ ଯୁବକ

କଟକ,୧୩।୧୨(ଏସଏସନିଉଜ)ଯୁବତୀଙ୍କୁ ବ୍ଲାକ ମେଲ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି।ଯୁବକକୁ ଗିରଫ କରିଛି ସାଇବରଥାନା ପୋଲିସ। ବାରଙ୍ଗ ବେଲଗଛିଆ ଅଞ୍ଚଳର ମନୋଜ କୁମାର ଦାସ ଗିରଫ ହୋଇଥିବା ବେଳେ ଦୁଇଟି ମୋବାଇଲ ଫୋନ୍ ଜବତ୍ କରିଛି ସାଇବର ଥାନା ପୋଲିସ। ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟ ପଠାଇ ଗାଳିଗୁଲଜ କରିବା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ଗିରଫ ଅଭିଯୁକ୍ତ। ରାଜି ନହେଲେ ଯୁବତୀଙ୍କ ନଗ୍ନଫଟ ଭାଇରାଲ କରିବା ସହିତ ଛପାଇ ଗାଁ […]

ମାଟିତଳୁ ବାହାରୁଛି ରାମୁହାତୀର କଙ୍କାଳ

ଭୁବନେଶ୍ୱର,୧୩।୧୨(ଏସଏସନିଉଜ)ଚାଲିଛି ରାମୁ ହାତୀର କଙ୍କାଳ ଉଦ୍ଧାର ପ୍ରକ୍ରିୟା। ଭରତପୁର ଜଙ୍ଗଲ ମଧ୍ୟରେ ପୋତା ଯାଇଥିବା ରାମୁହାତୀର କଙ୍କାଳକୁ ଏକ ବର୍ଷ ପରେ ଉଦ୍ଧାର କରାଯାଉଛି। ଉଦ୍ଧାର ପରେ ରାମୁର କଙ୍କାଳକୁ ଗୋଡ଼ିବାରି ପ୍ରକୃତିଉଦ୍ୟାନ ମଧ୍ୟରେ ସଂରକ୍ଷଣ ରଖାଯିବ।ଯେଉଁଠି ପର୍ଯ୍ୟଟକ ରାମୁର କଙ୍କାଳକୁ ପ୍ରତ୍ୟକ୍ଷ ଦେଖିବା ସହ ତାର ଇତିହାସ ବିଷୟରେ ଜାଣିପାରିବେ।ଏକ ୨୫ଜଣିଆ ବିଶେଷଜ୍ଞଦଳଙ୍କ ଉପସ୍ଥିତରେ ଏହି ଖନନ କାମ ଆରମ୍ଭ ହୋଇଛି।ଚନ୍ଦକା ଡମପଡାଅଭୟାରଣ୍ୟ ର ସବୁଠୁ ବୟସ୍କ ଏବଂ ବଡ଼ ଅଣ୍ଡିରା ହାତୀରାମୁ ୪୦ବର୍ଷ ବୟସରେ […]

ଜଳିଗଲା ୬ ଗାଡ଼ି, ୪ଦୋକାନ,ଘର

ଭୁବନେଶ୍ୱର,୧୩।୧୨(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।ଏଥିରେ ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।ନିଆଁ ଲାଗିବାର ପକୃତ୍ କାରଣ ଜଣାପଡିନଥିବା ବେଳେ ପୁଲିସ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ଥିବା ଚା ଦୋକାନ,ମଥୁରାକେକ୍ ଦୋକାନ , ମକାଦୋକାନ […]

୧୪ରୁ ଆରମ୍ଭ ଫୁଟବଲର ମହାକୁମ୍ଭ

ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ଆରମ୍ଭ ହେବାକୁ ଫୁଟବଲ ମହାକୁମ୍ଭ।ପୂର୍ବ ବର୍ଷ ଭଳି ଚଳିତବର୍ଷ ଗଣ୍ଡରପୁର ୟୁନାଇଟେଡ଼ ୟୁଥ୍ ସ୍ପୋର୍ଟସକ୍ଲବ୍ ଆନୁକୁଲ୍ୟରେ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ୍ ଠାରେ ୧୪ରୁ ୨୧ତାରିଖ ପର୍ଯ୍ୟନ୍ତ ୮ଦିନ ବ୍ୟାପି ୨୩ତମ ସର୍ଵଭାରତୀୟ ଗଣ୍ଡରପୁରକପ୍ ଫୁଟବଲ୍ ଟୁର୍ଣାମେଣ୍ଟ ଅନୁଷ୍ଟିତ ହେବାକୁ ଯାଉଛି।ପୂର୍ବରୁ ୮ ଟି ଦଳକୁ ନେଇ ଆରମ୍ଭ ହୋଇଥିବା ଏହି ଟୁର୍ଣାମେଣ୍ଟ ଏବେ ଫୁଟବଲର ମହାକୁମ୍ଭ ପାଲଟିଛି। ଏବର୍ଷ ୩୬ରୁ ଉର୍ଦ୍ଧ ଟିମ୍ ଭାଗ ନେବାକୁ ଯାଉଛନ୍ତି।ପୂର୍ବରୁ ଗ୍ରାମାଞ୍ଚଳ ଟିମ୍ କୁ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୩ତାରିଖ ୨୦୨୫ମସିହା (ଶନିବାର)ପୌଷମାସ- କୃଷ୍ଣପକ୍ଷ,ତିଥି-ନବମୀ ଦିବା ଘ୦୪/୨୬ ଗତେ ଦଶମୀ,ନକ୍ଷତ୍ର-ଉତ୍ତରାଫା ପ୍ରାତଃ ଘ୦୬/୨୨ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୬/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୫୨, ଯୋଗିନୀ ପୂର୍ବେ ଦିବା ଘ୦୪/୨୬ଗତେ ଉତ୍ତରେ,ବୃଷରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵିପାଦ ଓ ପ୍ରାତଃ ଘ୦୬/୨୨ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୭/୩୭ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୫/୦୬ ମଧ୍ୟେ,ବାରବେଳା- ଦିବା ଘ୦୧/୦୨ଗତେ ଘ୦୨/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୫୧ ଗତେ ଘ୧୦/୧୪ ମଧ୍ୟେ ଓ ଘ ୧୨/୩୯ଗତେ ଘ୦୧/୦୧ମଧ୍ୟେ ଓ […]

ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବାରଙ୍ଗ,୧୨।୧୨(ଏସଏସନିଉଜ୍)ଶୁକ୍ରବାର ଦିନ ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟି ପକ୍ଷରୁ ବାରଙ୍ଗ ବ୍ଲକ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ବିକ୍ଷୋଭରେକମିଟି ପକ୍ଷରୁ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଉନ୍ନତମାନର ଚିକିତ୍ସାର ବନ୍ଦୋବସ୍ତ ସହ ଆବଶ୍ୟକୀୟ ଶଯ୍ୟାର ବ୍ୟବସ୍ଥା କରିବା, ବ୍ଲକରେ ବନ୍ଦ ହୋଇଥିବା ସମସ୍ତ ସରକାରୀ ଓଡିଆ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା, ବାରଙ୍ଗ ବ୍ଲକରେ ଶୀତଳ ଭଣ୍ଡାର ତୁରନ୍ତ ନିର୍ମାଣ କରିବା ସହ ବ୍ଲକର ସମସ୍ତ ଚାଷଜମିକୁ […]

ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ଭିଭିପ୍ରସ୍ତର କଲେ ମୂଖ୍ୟମନ୍ତ୍ରୀ

କଟକ,୧୧।୧୨(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ ଯାଇ କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ସମେତ ନୂଆ ତହସିଲ ଅଫିସ ଓ ସବ୍ ରେଜିଷ୍ଟର୍ ଅଫିସ୍ ପାଇଁ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ସୂଚନା ଯୋଗ୍ୟଯେ ସ୍ପେଶାଲ ସର୍କିଟ୍ ହାଉସ୍‌ ବିଲ୍‌ଡିଙ୍ଗଟି ୫ ମହଲା ବିଶିଷ୍ଟ କରାଯିବ ଏବଂ ପ୍ରାୟ ୨୦,୧୭୫ ବର୍ଗ ମିଟର ଯାଗାରେ ଏହି ବିଲ୍‌ଡିଙ୍ଗ ପାଇଁ ୧୩ କୋଟି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୨ତାରିଖ ୨୦୨୫ମସିହା (ଶୁକ୍ରବାର)ପୌଷ ମାସ- କୃଷ୍ଣପକ୍ଷ , ତିଥି-ଅଷ୍ଟମୀ ଦିବା ଘ୦୨/୫୨ ଗତେ ନବମୀ ,ନକ୍ଷତ୍ର-ଉତ୍ତରାଫା ,ଚନ୍ଦ୍ର- ସିଂହ ଦିବା ଘ୧୧/୦୦ ଗତେ କନ୍ୟା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୫୮ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୦୫/୩୨ ,ଯୋଗିନୀ ଐଶାନ୍ୟେ ଦିବାଘ୦୨/୫୨ଗତେ ପୂର୍ବେ ,ବୃଷ ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନରାଶିର ଘାତବାର ,ଅଷ୍ଟମୀର ଏକୋଦିଷ୍ଟଶ୍ରାଦ୍ଧ ,ମୃତେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା- ଦିବା ଘ୦୮/୫୫ଗତେ ଘ୧୧/୩୯ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୧ମଧ୍ୟେ ଓଘ ୦୭/୫୧ ଗତେ ଘ୦୮/୫୪ମଧ୍ୟେ ଓ ଘ […]