Browsing author

SATYA SANDHANA DESK

ଆଜିର ରାଶିଫଳ

ଡିସେମ୍ବରମାସ ୧୧ତାରିଖ ୨୦୨୫ମସିହା (ଗୁରୁବାର) ପୌଷମାସ- କୃଷ୍ଣପକ୍ଷ,ତିଥି-ସପ୍ତମୀ ଦିବା ଘ୦୨/୦୨ ଗତେ ଅଷ୍ଟମୀ,ନକ୍ଷତ୍ର-ପୂର୍ବା ଫା ରାତ୍ରି ଘ୦୪/୩୫ ଗତେ ଉତ୍ତରାଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୧୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୦୬,ଯୋଗିନୀ ବାୟବ୍ୟେ ଦିବା ଘ୦୨/୦୨ ଗତେ ଐଶାନ୍ୟେ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର, ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୨/୦୨ମଧ୍ୟେ ଏକପାଦ ଓ ରାତ୍ରି ଘ୦୪/୩୫ ଗତେ ଏକପାଦ ପୁଷ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା- ଦିବା ଘ୦୨/୨୩ ଗତେ ଘ୦୫/୦୬ମଧ୍ୟେ,ବିଶୁଦ୍ଧ ଅମୃତ […]

ସତ ପୋଲିସ ଦେଖି ମିଛ ପୋଲିସ ଛାନିଆ

ଭୁବନେଶ୍ୱର,୯।୧୨(ଏସଏସନିଉଜ) ଚନ୍ଦକା ରାସ୍ତାରେ ଯାଉଥିବା ଲୋକମାନଙ୍କୁ ରୋକି ପୋଲିସ ପୋଷାକ ପିନ୍ଧି ଦାଦାବଟି ମାଗୁଥିଲେ। ଖବର ପାଇ ସତ ସତିକା ପୋଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ମିଛ ପୋଲିସ ଓ ସହଯୋଗୀ ମାନେ ଫେରାର ହୋଇଯାଇଥିଲା।ପୋଲିସ ସେମାନଙ୍କ ପିଛା କରି ଘର ପାଖରୁ ଧରିବାକୁ ଉଦ୍ୟମ କରିବା ବେଳେ ପୋଲିସକୁ ଗୃହବନ୍ଦୀ ରଖି ମାରିବାକୁ ଉଦ୍ୟମ କରିଥିଲେ।ଅଧିକ ସଂଖ୍ୟକ ପୋଲିସ କର୍ମଚାରୀ ପହଞ୍ଚିବାରୁ ଗୃହ ବନ୍ଦିରୁ ପୋଲିସ ମୁକୁଳିବା ସହ ୭ଜଣଙ୍କୁ ଗିରଫ କରି ମୋଟରସାଇକେଲ, ଖଣ୍ଡା ସହିତ […]

ଆଜିର ରାଶିଫଳ

ଡିସେମ୍ବରମାସ ୧୦ତାରିଖ ୨୦୨୫ମସିହା(ବୁଧବାର)ପୌଷ ମାସ- କୃଷ୍ଣପକ୍ଷ, ତିଥି-ଷଷ୍ଠୀ ଦିବା ଘ୦୨/୦୦ ଗତେ ସପ୍ତମୀ,ନକ୍ଷତ୍ର-ମଘା ରାତ୍ରି ଘ୦୩/୨୯ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୪/୩୧,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୦୪/ ୩୬,ଯୋଗିନୀ ପଶ୍ଚିମେ ଦିବାଘ୦୨/୦୦ଗତେ ବାୟବ୍ୟେ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ, ମୃତେ ଦିବା ଘ୦୨/୦୦ ଗତେ ଏକପାଦ ପୁଷ୍କରଦୋଷ ନାସ୍ତି,କାଳବେଳା – ଦିବା ଘ୦୮/୫୬ ଗତେ ଘ୧୦/୨୦ମଧ୍ୟେ,ବାରବେଳା- ଦିବା ଘ୧୧/୪୦ ଗତେ ଘ୦୧/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୧ ମଧ୍ୟେ ଓ ଘ ୦୭/୪୯ […]

ମଦ୍ୟପ କାର ଚାଳକଙ୍କ ସିରିଜ ଧକ୍କା

କଟକ,୮।୧୨(ଏସଏସନିଉଜ)ତ୍ରିଶୂଳିଆ ବଜାର ଉପରେ ମଦ୍ୟପ କାର ଚାଳକଙ୍କ ସିରିଜ ଦୃଘଟଣାରେ ୭ରୁ ଅଧିକ ଗାଡ଼ି କ୍ଷୟକ୍ଷତି କରିଛି ।ଏହାସହ ୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଘଟଣା ଘଟିଛି ସୋମବାର ସକାଳ ୧୦ ଘଟିକା ସମୟରେ । ଦୁଇ ଜଣ ମହିଳା ଓ ଦୁଇ ପୁରୁଷ ବସିଥିବା ଓଡି ୧୯ଏଫ ୮୨୦୧ନଂ କାରଟି କଟକ ସିଡିଏ ୮ ନଂ ଅଂଚଳରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା । ତ୍ରିଶୂଳିଆ ବଜାର ଟ୍ରାଫିକ ଛକ ଅତିକ୍ରମ କରିବା ପରେ କାରଚାଳକ […]

କାରରେ ଜବରଦସ୍ତ ପଶିଲା କହିଲାଙ୍କୁ କାମୁଡି ଆଙ୍ଗୁଠି ଛିଣ୍ଡାଇଦେଲା

ଭୁବନେଶ୍ୱର,୮।୧୨(ଏସଏସନିଉଜ)ଘର ଆଗରେ ଥୁଆ ହୋଇଥିବା କାରରେ ଜଣେ ବ୍ୟକ୍ତି ଜବରଦସ୍ତ ପଶି ଶୋଇଥିଲେ। ବାହାରିବାକୁ କହିବାରୁ ଅସଦାଚରଣ କରିବା ସହ ଆଙ୍ଗୁଠି କାମୁଡି ଛିଣ୍ଡାଇ ଦେଇଥିଲେ।ଏହି ଭଳି ଘଟଣା ରବିବାରରାତିରେ ନନ୍ଦନକାନନଥାନା ଅଧିନସ୍ଥ ରଘୁନାଥପୁର ଗ୍ରାମରେ ଘଟିଛି ।ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଯାଜପୁରର ବିଦ୍ୟାଧର ବିଶ୍ଵାଳ(୪୩) ନାମକ ବ୍ୟକ୍ତିକୁ ଗିରଫକରି ସୋମବାର କୋର୍ଟଚାଲଣକରିଛି । ପ୍ରକାଶଯେ,ରବିବାର ରାତି ପ୍ରାୟ ୯.୩୦ ସମୟରେ ରଘୁନାଥପୁର ଅଞ୍ଚଳରେ ପାଇପ ମିସ୍ତ୍ରୀ ଭାବେ କାମକରୁଥିବା ଯାଜପୁରର ବିଦ୍ୟାଧର ବିଶ୍ଵାଳ ଯାଦବ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୯ତାରିଖ ୨୦୨୫ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ତିଥି-ପଞ୍ଚମୀ ଦିବା ଘ୦୨/୪୬ ଗତେ ଷଷ୍ଠୀ ,ନକ୍ଷତ୍ର-ଅଶ୍ଳେଷା ରାତ୍ରି ଘ୦୩/୧୬ଗତେ ମଘା ,ଚନ୍ଦ୍ର- କର୍କଟ ରାତ୍ରି ଘ୦୩/୧୬ ଗତେ ସିଂହ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୫୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୪ ,ଯୋଗିନୀ ଦକ୍ଷିଣେ ଦିବା ଘ୦୪/୪୬ ଗତେ ପଶ୍ଚିମେ ,ମକରରାଶିର ଘାତବାରପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଓ ଷଷ୍ଠୀ ର ପାର୍ବଣ ଶ୍ରାଦ୍ଧ ,ମୃତେ ଏକପାଦ ପୁଷ୍କରଦୋଷ ନାସ୍ତି ,କାଳବେଳା – ଦିବା ଘ୧୨/୫୬ ଗତେ ଘ୦୨/୨୦ମଧ୍ୟେ ,ବାରବେଳା-ଦିବା ଘ୦୭/୩୫ ଗତେ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୮ତାରିଖ ୨୦୨୫ମସିହା(ସୋମବାର)ପୌଷ ମାସ- କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ଦିବା ଘ୦୪/୨୩ ଗତେ ପଞ୍ଚମୀ ,ନକ୍ଷତ୍ର-ପୂଷ୍ୟା ରାତ୍ରି ଘ୦୩/୪୪ ଗତେ ଅଶ୍ଳେଷା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୩/୨୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୨୪ ,ଯୋଗିନୀ ନୈରୁତେ ଦିବା ଘ୦୪/୨୩ଗତେ ଦକ୍ଷିଣେ ,ମିଥୁନ ରାଶିର ଘାତବାର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ.ମୃତେ ଏକ ପୁଷ୍କରଦୋଷ ନାସ୍ତି ,କାଳବେଳା – ଦିବା ଘ୦୭/୩୨ ଗତେ ଘ୦୮/୫୬ ମଧ୍ୟେ ,ବାରବେଳା- ଦିବା ଘ୦୨/୨୦ ଗତେ ଘ୦୩/୪୪ ମଧ୍ୟେ ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୧ ମଧ୍ୟେ ଓ ଘ […]

କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ

କେନ୍ଦୁଝର,୭।୧୨(ଏସଏସନିଉଜ୍)କେନ୍ଦୁଝରରେ ହେବ ମେଗା ଇସ୍ପାତ କାରଖାନା।ରାଉରକେଲା ଓ କଳିଙ୍ଗ ନଗର ପରି କେନ୍ଦୁଝର ହେବ ୩ୟ ଇସ୍ପାତନଗରୀ।ସୁନାର କେନ୍ଦୁଝର ଗଢିବାର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ।କେଉଁଝର ମିନି ଷ୍ଟାଡିୟମଠାରେ ମାତାରିଣୀଙ୍କ ପୀଠର ସମନ୍ୱିତ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ,୧୮ ମାସ ତଳର ପରିକଳ୍ପନା ଆଜି ସାକାର ହେବାକୁଯାଉଛି।ତାରିଣୀଙ୍କପୀଠକୁ ଏକ ବିଶ୍ଵ ସ୍ତରୀୟ ଧର୍ମୀୟ ଓ ପର୍ଯ୍ୟଟନସ୍ଥଳୀ ଭାବେ ଗଢିଉଠିବ।ମନ୍ଦିରର ଦେହୁରୀମାନଙ୍କ ରହିବାପାଇଁ ଗୃହ ନିର୍ମାଣ […]

ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ବର,୭।୧୨(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର।କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍‌।ହୋଟେଲ ପରିସରରେ ଉଭୟଦଳ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି।୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ T-20।

ଆଲୋଚନା ବିଫଳ

ଭୁବନେଶ୍ବର,୭।୧୨(ଏସଏସନିଉଜ)ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକଙ୍କ ଆଲୋଚନା ବିଫଳ ହୋଇଛି।କାଲି ଆଲୋଚନା କରିଥିଲେ ଶିକ୍ଷକ ସଂଘର ୧୧ଜଣିଆ ଦଳ।ଆଲୋଚନା ବିଫଳ ପରେ ଜାରି ରହିବ ଆନ୍ଦୋଳନ ବୋଲି କୁହାଯାଇଛି।ଆନ୍ଦୋଳନ ଜାରି ରଖିବାକୁ ପ୍ରାଥମିକ ଶିକ୍ଷକ ସଂଘର ନିଷ୍ପତି ହୋଇଥିବାର ଜଣାପଡିଛି।