Browsing author

SATYA SANDHANA DESK

୨୪ କେଜି ଗଞ୍ଜେଇ ସହ ୩ ଗିରଫ

ଜଟଣୀ, ୧୪/୮(ଏସଏସନିୟୁଜ) ଖୋର୍ଦ୍ଧା ରୋଡ ଆରପିଏଫ ଅଚାନକ ଚଢଉ କରି ୨୪ କେଜି ଗଞ୍ଜେଇ ଜବତ କରିବାସହ ଶିବାଜୀ ଯାଦବ, ଚନ୍ଦ୍ରଶେଖର କୁମାର ଓ ମନ୍ଦନ କୁମାର ନାମକ ଯୁବକକୁ ଗିରଫ କରିଛି ।ଏହାସହ ସେମାନଙ୍କଠାରୁ ନଗଦ ୪୫ ହଜାର ଟଙ୍କା ସହ ୪ଟି ମୋବାଇଲ ଜବତ କରି ଅଧିକ ଖୋଳତାଡ ଆରମ୍ଭ କରିଛି ।

ଜବତ୍ ହେଲା ୯୯୦ କେଜି ଗଞ୍ଜେଇ

ବାଲେଶ୍ୱର, ୧୪/୮(ଏସଏସନିୟୁଜ)ଆଜି ଏସଟିଏଫ୍ ଟିମତ ଚଡାଉ କରି ମଥାନୀ ଛକ ନିକଟରୁ ଗଞେଇଭର୍ତୀଟ୍ରକକୁ ଜବତ କରିବାସହ ଜଣଙ୍କୁ ଗିରଫ କରିଛି । ରାଜ୍ୟ ବାହାର ପଶ୍ଚିମବଙ୍ଗକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ କରାଯାଉଥିବାର ବିଶେଷସୁତ୍ରରୁ ଏସଟିଏଫ୍ ପାଖରେ ଖବର ପହଁଚିଥିଲା । ଏସଟିଏଫ୍ ର ଏକ ସ୍ୱତନ୍ତ୍ର ଟିମ୍ ଖବର ପାଇ ଚଡାଉ କରି ଟ୍ରକ୍ ସମେତ ୯୯୦ କେଜି ଗଞ୍ଜେଇ ଜବତ୍ କରିବାରେ ସଫଳ ହୋଇଛି ।

ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର,୧୪/୮(ଏସଏସନିୟୁଜ)ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ବିଧିବଦ୍ଧ ଭାବେ ସିଏଚଏସଇ କାର‌୍ୟ୍ୟାଳୟରେ ରେଜଲ୍ଟ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛାତ୍ରଛାତ୍ରୀମାନେ ଷଗ୍ଧଗ୍ଧକ୍ଟ୍ର://କ୍ଟକ୍ସସଗ୍ଦଗ୍ଦବକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ଏହି ୱେସାଇଟରେ ନିଜର ରେଜଲ୍ଟ ଦେଖିପାରିବେ । ତେବେ କଳା ରେଗୁଲାରରେ ପାସ୍ ହାର ୯୮.୫୮ ପ୍ରତିଶତ ରହିଥିବାବେଳେ ପାସ୍ କରିଛନ୍ତି ୧ ଲକ୍ଷ ୮୬ ହଜାର ୬୮୫ ଜଣ । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ […]

୧୬ରୁ ଖୋଲିବ ସ୍ୱର୍ଗଦ୍ୱାର

ପୁରୀ,୧୪/୮(ଏସଏସନିୟୁଜ)୧୬ତାରିଖରୁ ଖୋଲିବାକୁ ଯାଉଛି ସ୍ୱର୍ଗଦ୍ୱାର । ଏଥର ବାହାର ଜିଲ୍ଲାବାସୀ ମଧ୍ୟ ଶବ ଶତ୍କାର କରିପାରିବାନେଇ ପ୍ରଶାସନ ନିଷ୍ପତି ନେଇଛି । ।ଏଥିନିମନ୍ତେ ମୃତକଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିବ । ସ୍ୱର୍ଗଦ୍ୱାରକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍ ନିୟମ ମାନିବା ବାଧ୍ୟତାମୂଳକ ରହିଥିବାବେଳେ ମୃତକଙ୍କ ସହ ମାତ୍ର ୧୦ଜଣ ସମ୍ପର୍କୀୟଙ୍କୁ ଆସିବାକୁ ଅନୁମତି ମିଳିବ ।

ରାସ୍ତା ଉପରେ ରୋଇଲେ ଧାନ

ନବରଙ୍ଗପୁର,୧୩/୮(ଏସଏସନିୟୁଜ)ଗାଁର ବିକାଶପାଇଁ ସରକାର ବହୁବିଧ ଯୋଜନାମାନକରୁଛନ୍ତି । ଗମନାଗମନରେ ସୁବିଧା ଦେବାପାଇଁ ଗାଁଗାଁକୁ ପକ୍କା ସଡକ ନିର୍ମାଣ ମଧ୍ୟ କରୁଛନ୍ତି ।କିନ୍ତୁ ନବରଙ୍ଗପୁର ବ୍ଲକ ବଡ କୁମୁଲି ପଞ୍ଚାୟତର ତେଲିଗୁଡା ଗ୍ରାମରେ ସ୍ଥିତି କିନ୍ତୁ ଓଲଟା ।ପ୍ରସାସନର ଅପହଁଚ ଭଳି ମନେହେଉଛି । ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ କାର‌୍ୟ୍ୟ।ଳୟ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ରାସ୍ତା କାଦୁଅରେ ଭର୍ତି ।ଏହି ରାସ୍ତାଉପରେ ୩ଟି ବ୍ଲକ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ଓ ଆଖପାଖ […]

ଅଧାରହିଗଲା ଘର ବାହୁଡା ,୪ ମୃତ,୨ ଗୁରୁତର

ରାୟଗଡା,୧୩/୮(ଏସଏସନିୟୁଜ) ଡାକ୍ରଖାନାରୁ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିବା ସମୟରେ ହେଲା ଦୁର୍ଘଟଣା ।ଚାଲିଗଲା ୪ଜଣଙ୍କର ଜୀବନ ।ଏହିଭଳି ଏକ ଦୁଃଖଦ ଘଟଣା ଅମ୍ବାଦଳା ଥାନା ମଞ୍ଜଜୁରକୁପା ନିକଟରେ ଘଟିଛି । ବିଷମକଟକରୁ ଚିକିତ୍ସା ସାରି ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଜିଲାର ବଙ୍ଗୋମୁଣ୍ଡା ଫେରିବା ବେଳେ ମୁହାଁମୁହିଁ ଟ୍ୟାଙ୍କର ସହ ଆମ୍ବୁଲାନ୍ସର ଧକ୍କା ହୋଇଛି ।ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୁନିଗୁଡା ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ହୋଇଛି ଓ […]

ସାର ପାଇଁ ରାସ୍ତା ଅବରୋଧ କଲେ ଚାଷୀ

ନବରଙ୍ଗପୁର, ୧୩/୮(ଏସଏସନିୟୁଜ) ସାର ପାଇଁ ଚାଷୀମାନେ ଝରିଗାଁ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।ସାରସମସ୍ୟା ନହେବବୋଲି କାଲି ଝରିଗାଁ ବ୍ଲକପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଲିଥିଲା ।କିନ୍ତୁ ଆଜି ଚାଷୀମାନେ ସାର ଆଣିବାକୁ ଝରିଗାଁ ଲାମ୍ପସକୁ ଯାଇଥିବାବେଳେ ଉପସ୍ଥିତ ଚାଷୀଙ୍କ ତୁଳନାରେ ପର୍ଯ୍ୟାପ୍ତ ପରିମାଣର ସାର ନଥିଲା । ଯାହାକୁ ନେଇ ଚାଷୀମାନେ ହୋହାହ୍ଲା କରିବା ଦ୍ୱରା ସାର ବଂଟନ ହୋଇପାରିନଥିଲା ।ଅନ୍ୟପଟେ ବ୍ଲକପ୍ରଶାସନ ପ୍ରତିଶୃତି ମୁତାବକ ଆବଶ୍ୟକୀୟ ସାର ନଦେବାପ୍ରତିବାଦରେ ଶତାଧିକ ଚାଷୀ ଅସନ୍ତୋଷବ୍ୟକ୍ତକରି ବିରାଟ ଶୋଭାଯାତ୍ରା ରେ […]

ଥାନା ସାମ୍ନାରେ ମୃତଦେହ ରଖି ଗ୍ରାମବାସୀଙ୍କ ଧାରଣା

ନରସିଂହପୁର, ୧୩/୮(ଏସଏସନିୟୁଜ) ଗତ ୮ ତାରିଖ ବିଳମ୍ବିତ ରାତିରେ ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗ୍ରାମରେଗୋଡ଼ାଇ ଗୋଡ଼ାଇ ଫାର୍ସାରେ ହାଣିବା ଘଟଣାରେ ବିନୋଦିନୀ ମହାଳିକଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଗୁରୁତର ହୋଇଥିବା ବିନୋଦିନୀଙ୍କ ପୁଅ ଆଲୋକଙ୍କର ମୃତ୍ୟୁ ଘଟିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାହାକୁ ନେଇ ଆଲୋକଙ୍କ ମୃତଦେହ ଧରି ପତ୍ନୀ ଟିକିନା ନାୟକଙ୍କ ସହ ଗ୍ରାମବାସୀମାନେ ନରସିଂହପୁର ଥାନା ସମ୍ମୁଖରେ ଧାରଣା ଦେବାସହ ମୁଖ୍ୟ ଅଭିଯୁକ୍ତ ଅର୍ଦ୍ଧେନ୍ଦୁ ଓରଫ ବାଦଲ ମହାଳିକ […]

କଟକରେ ଆରମ୍ଭ ହେଲା ‘୧୧୨’ ପୁଲିସ ସେବା

କଟକ,୧୩/୮(ଏସଏସନିୟୁଜ) କଟକ କମିସନରେଟରେ ପୁଲିସର ସହାୟତା ପାଇଁ ଦେୟମୁକ୍ତ ନମ୍ବର ୧୦୦ ବଦଳରେ ୧୧୨ କାର୍ଯ୍ୟକାରୀ  ହୋଇଛି।ଏବେ ପୁଲିସ ସେବା ପାଇଁ ଜରୁରିକାଳୀନ ନମ୍ବର ୧୦୦, ଅଗ୍ନିଶମ ସେବା ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୨ ଓ ୧୦୮ ନମ୍ବରକୁ ଏଣିକି ଜନସାଧାରଣ ଫୋନ୍ ନକରି କରିବେ ୧୧୨କୁ ଫୋନକଲେ ପୁଲିସ ସେବା ମିଳିପାରିବ ।ତେବେ ଖୁବଶିଘ୍ର ୧୧୨ ସହିତ ଅଗ୍ନିଶମ ଓ ସ୍ବାସ୍ଥ୍ୟ ସେବାକୁ ଯୋଡ଼ାଯିବ। ୧୧୨ ନମ୍ବର ଜନସାଧାରଣଙ୍କ ମଧ୍ୟରେ ବହୁଳ ବ୍ୟବହାର ହେଲେ […]

ବୁଣାକାରଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୧୩ /୮( ଏସଏସନିୟୁଜ) ରାଜ୍ୟର ବୁଣାକାର ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ।ରାଜ୍ୟରେ କୃଷି ପରେ ହସ୍ତତନ୍ତ ହିଁ ଗ୍ରାମାଞ୍ଚଳରେ ସର୍ବାଧିକ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ । ବର୍ତ୍ତମାନ ରାଜ୍ୟର ଲକ୍ଷାଧିକ ଲୋକ ହସ୍ତତନ୍ତ ଉପରେ ନିର୍ଭର କରନ୍ତି। ବୁଣାକାର ମାନେ ସେମାନଙ୍କ ଦକ୍ଷତା ଦ୍ବାରା ଓଡିଶାର ମହାନ ସାଂସ୍କୃତିକ ପରମ୍ପରାକୁ ହସ୍ତତନ୍ତ ଜରିଆରେ ସାରା ବିଶ୍ବରେ ଉପସ୍ଥାପନ କରିଆସୁଛନ୍ତି ଏବଂ ଓଡିଶାର ତିଆରି ହସ୍ତତନ୍ତର ମଧ୍ୟ […]