ବରଗଡ଼ରେ ତାତିଲେ ଚାଷୀ

ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ବରଗଡ଼ ସୋହେଲାରେ ଗର୍ଜିଲେ ଚାଷୀ। ବରଗଡ଼-ଛତିଶଗଡ ୫୩ ନଂ ଏନଏଚ ଅବରୋଧ କରିଛନ୍ତି।ସୋହେଲାରେ ସରକାରୀ ଅଫିସ ବନ୍ଦ । ଚାଷୀ, କୃଷକ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି କରିଛନ୍ତି।

Comments (0)
Add Comment