ବେଲପାହାଡ଼ ରେଳଷ୍ଟେସନରେ ରେଳରୋକ

ଭୁବନେଶ୍ୱର,୨୩।୩(ଏସଏସ ନିଉଜ)ବେଲପାହାଡ଼ ରେଳ ଷ୍ଟେସନରେ ରେଳରୋକ କରାଯାଇଛି!ସକାଳ୭ଟାରୁ ରେଳରୋକ ହୋଇଛି। ଲଖନପୁର ରେଳ ୟୁଜର ଫୋରମର ରେଳରୋକ ଡାକରା ଦିଆଯାଇଛି। ଟ୍ରେନ ରହଣୀଦାବିରେ ରେଳରୋକ ଆନ୍ଦୋଳନ ଡାକରା ଦିଆ ଯାଇଛି।ବେଲପାହାଡ଼ ରେଳ ଷ୍ଟେସନରେ ୯ଟି ଟ୍ରେନର ରହଣୀ ଦାବି କରାଯାଇଥିବା ବେଳେ ଷ୍ଟେସନ ପରିସରରେ ୧୪୪ ଧାରା ଲାଗୁ କରାଯାଇଛି।

Comments (0)
Add Comment