ବୌଦ୍ଧରେ ଡ୍ରାଇଭର ପୋଲିସ ଧସ୍ତାଧସ୍ତି

ବୌଦ୍ଧ,୧୭।୩(ଏସଏସନିଉଜ) ଆନ୍ଦୋଳନରତ ଡ୍ରାଇଭରଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଛି।ହରଭଙ୍ଗା ଚାରିଛକରେ ଉତ୍ତେଜନା ଦେଖାଦେଇଛି। ବ୍ୟାପକ ପୋଲିସ ମୁତୟନ ହୋଇଥିବାବେଳେ ଡ୍ରାଇଭରଙ୍କୁ ରାସ୍ତାରୁ ଗାଡ଼ି ହଟାଇବାକୁ ପୋଲିସ କହିବାରୁ ଧସ୍ତାଧସ୍ତି ହୋଇଛି।ସରକାରଙ୍କ ୩ମାସର ସମୟକୁ ବିରୋଧ କରି ଧାରଣାରେ ବସିଛନ୍ତି ଡ୍ରାଇଭର।

Comments (0)
Add Comment