ବସ୍‌ଟ୍ରକ୍‌ଧକ୍କା, ୧୫ ଆହତ

ବୌଦ୍ଧ,୨୧।୩(ଏସଏସନିଉଜ) ଯାତ୍ରୀବାହୀ ବସ୍‌କୁ ମୁହାଁମୁହିଁ ପିଟିଲା ଟ୍ରକ୍‌।ଯାହାଫଳରେ ୧୫ଜଣ ଆହତ ହୋଇଛନ୍ତି।ପୁରୁଣାକଟକ ଥାନା ଚାରିଛକ ରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।୧୫ ଆହତଙ୍କ ମଧ୍ୟରେ ୫ଜଣ ଗୁରୁତର ଆହତ ହୋଇ ଥିବାବେଳେ ସ୍ଥାନୀୟ ମେଡି କାଲରେ ଭର୍ତ୍ତି ହୋଇଛନ୍ତି।
୪୦ଯାତ୍ରୀଙ୍କୁ ଧରି ବସ୍‌ଟି ବଡ଼ମ୍ବାରୁ ବଲାଙ୍ଗିର ଯାଉଥିଲା।

Comments (0)
Add Comment