କ୍ୟାମେରାରେ କଏଦହେଲା ଚିତ୍ର

କଟକ,୨୩ା୩(ଏସଏସନିଉଜ)ଦୀର୍ଘ୭ବର୍ଷପରେ ସାମ୍ନାକୁ ଆସିଲା ନିଆଳିଅଂଚଳରେ ଆତଙ୍କସୃଷ୍ଟି କରିଥିବା ଅଜଣା ମେଣ୍ଢାଖିଆଜନ୍ତୁ । ଟ୍ରାପକ୍ୟାମେରାରେ କଏଦ ହୋଇଛି ଜନ୍ତୁରଫଟୋ । ଜନ୍ତୁଟିକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ ଜାରିରଖିଛନ୍ତି ଫୁଲନଖରାବନଖଣ୍ଡ କର୍ମଚାରୀ । ଜନ୍ତୁ ଧରିବାପାଇଁ ଯନ୍ତା ବସାଇବାସହ ଟ୍ରାପକ୍ୟାମେରା ଲଗାଯାଇଛି ।

Comments (0)
Add Comment