ହେଲା ବଜ୍ରପାତ, ଜଳିଗଲା ୬ବାଇକ
ମେଣ୍ଢାଶାଳ,୨୨।୪(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ତଳସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ବଜ୍ରାପାତ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ଟି ବାଇକ ଜଳିପୋଡି ପାଉଁଶ ହୋଇଯାଇଛି ।ଏହାସହ ଝିଅବାହାଘର ପାଇଁ ରଖାଯାଇଥିବା କିଛି କାଠ ଆସବାସପତ୍ର ଓ ଗୋଟିଏ ଖଟ ମଧ୍ୟ ପୋଡିଯାଇଛି ।ଏତେବଡ ଅଘଟଣ ଘଟିଥିବା ବେଳେ ସୈାଭାଗ୍ୟ ବଶତ ପରିବାର ସଦସ୍ୟମାନେ ନିଶ୍ଚିତ ମୃତ୍ୟୁମୁଖରୁ ବଂଚିଯାଇଛନ୍ତିାଶୁକ୍ରବାର ବିଳମ୍ଭିତ ରାତିରେ ଚନ୍ଦକାଥାନା ଅଧିନସ୍ଥ ଅନ୍ଧାରୁଆ ତଳସାହିରେ ବଜ୍ରାଘାତ ହୋଇଛି ।ଏହିଗାଁର ସୁକାନ୍ତ ବଡଜେନାଙ୍କ ପରିବାର ଶୋଇଥିବାବେଳେ […]