Browsing category

ଅପରାଧ

ସରକାରୀ ଜାଗାରେ କରିଥିଲେ ଦୋକାନ, ଭାଙ୍ଗିଲା ତହସିଲ

କଟକ,୬।୯(ଏସଏସନିଉଜ) ଶନିବାରଦିନ ବାରଙ୍ଗ ତହସିଲ ପକ୍ଷରୁ ନରାଜ ପାଖ ଆରଟିଓ ଅଫିସ ସମ୍ମୁଖ କାଠଯୋଡ଼ି ନଦୀପଠାରେ ହୋଇଥିବା ଜବରଦଖଲକୁ ବାରଙ୍ଗ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି।ବାରଙ୍ଗ ତହସିଲଦାର ଡଃ ତୃଷାର ଜ୍ୟୋତି ରଞ୍ଜନ, ରାମଦାସପୁର ରାଜସ୍ଵ ଅଧିକାରୀ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ କଟକ ମହାନଗର ନିଗମର ଏନଫୋସ ମେଣ୍ଟ ଫୋର୍ସ, ଗୋଡିସାହି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସୂର୍ଯ୍ୟପ୍ରକାଶ ବେଉରା ଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହି ଏହି ଜବର ଦଖଲ ଉଚ୍ଛେଦ […]

ମହାନଦୀରେ ପଡିଛି ଅଜଣା ମୃତଦେହ

କଟକ, ୬।୯(ଏସଏସନିଉଜ)ମହାନଦୀ ମୁଣ୍ଡଳି ବ୍ୟାରେଜରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବାରଙ୍ଗ ଥାନା ପୁଲିସ। ଶନିବାର ସକାଳେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇଁ ଗୋଡିସାହି ଫାଣ୍ଡି ପୁଲିସ ବାରଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତଦେହର ପରିଚୟ ମିଳିପାରିନାହିଁ।

ବୁଲେଟରୁ ପଡି ୩ ଆହତ

ବାରଙ୍ଗ, ୫।୯(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅଧିନସ୍ଥ ଷଣ୍ଢପୁର ମେଡିକାଲଛକ ନିକଟରେ ବେପରୁଆ ଗାଡି ଚଳାଇ ତିନି ଯୁବକ ଗାଡିରୁ ପଡି ଗୁରୁତର ଆହତ ହୋଇଛନ୍ତି। ପ୍ରକାଶଯେ, ଶୁକ୍ରବାର ସକାଳ ୯ଟାରେ ନରାଜ ଅଂଚଳରୁ ତିନିଜଣ ଯୁବକ ସିଏଚଓ ୧୮ଜି ୫୦୪୬ ନମ୍ୱର ବୁଲେଟ ଯୋଗେ ଷଣ୍ଢପୁର ବଜାର ଆଡ଼କୁ ଦୃତଗତିରେ ଆସୁଥିଲେ।ବୁଲେଟଟିଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ବୁଲେଟଟିଓଲଟି ପଡିଥିଲା। ଘଟଣାସ୍ଥଳରେ ବୁଲେଟରୁ ଛିଟିକି ପଡି ତିନିଜଣ ଯୁବକ ଗୁରୁତର ଆହତ […]

ବିଦ୍ୟୁତ୍ ଟ୍ରାନ୍ସଫରମରେ ଲାଗିଲା ନିଆଁ

ବାରଙ୍ଗ, ୫।୯(ଏସଏସନିଉଜ) ଗୋଡିସାହି ବିଦ୍ୟୁତ୍ ବିଭାଗ ଅଧିନସ୍ଥ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପାଟପୁରଛକ ନିକଟରେ ଥିବା ଏକ ଟ୍ରାନ୍ସଫରମରେ ଶୁକ୍ରବାର ଅପରାହ୍ନ ସାଢେ ୧ଗୋଟାଏ ସମୟରେ ହଠାତ୍ ନିଆଁଲାଗି ଯାଇଥିଲା।ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକ ମାନେ ଭୟଭୀତ ହୋଇଯାଇଥିଲେ।କିଛିଲୋକ ନିଆଁକୁ ଆୟତ କରି ବାକୁ ଚେଷ୍ଟାକରି ବିଫଳ ହେବାରୁ ବାରଙ୍ଗ ଅଗ୍ନିଶମବାହିନୀକୁ ସୂଚନା ଦେଇଥିଲେ।ସୂଚନାପାଇଁ ଅଗ୍ନିଶମ ବାହିନୀର ଏକ ଛଅଜଣିଆ ଦଳ ଘଟଣାସ୍ଥଳରେ ପହଁଚି ଟ୍ରାନ୍ସଫରମରେ ଲାଗିଥିବା ନିଆଁକୁ ଆୟତ କରିବାରୁ ଏକ ବଡ଼ ଦୁର୍ଘଟଣା […]

କେନାଲରେ ଭାସିଗଲେ ୧୩ ବର୍ଷର ନାବାଳକ

ବାରଙ୍ଗ,୫।୯(ଏସଏସନିଉଜ)ଶୁକ୍ରବାର ସକାଳେ ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମ ନିକଟରେ ଥିବା ଜୋରରେ ଭାସି ଯାଇ ଜଣେ ୧୩ ବର୍ଷର ନାବାଳକମୃତ୍ୟବରଣ କରିଛି।ମୃତକ ହେଉଛନ୍ତି ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ଡମଣା ଗ୍ରାମର ନାବାଳକ ପ୍ରକାଶ ସେଠୀ(୧୩) I ପ୍ରକାସ ଯେ,ଶୁକ୍ରବାର ସକାଳେ ଡମଣା ଗାଁର ନାବାଳକ ପ୍ରକାଶ ସେଠୀ ତାର ଅନ୍ୟ ୭ଜଣ ସାଙ୍ଗ ସହ ଦାରୁଠେଙ୍ଗ ଜୋରକୁ ଗାଧୋଇବା ପାଇଁ ଆସିଥିଲେ। ଗାଧୋଇବା ବେଳେ ଜୋରର ସ୍ରୋତରେ ପ୍ରକାଶ ଭାସି ଯାଇଥିଲେ।ଅନ୍ୟ ପିଲାମାନଙ୍କ ଚିକ୍ତାର ଶୁଣି ସେହି […]

ଶୋଇଥିବା ଶଳାକୁ ଛୁରୀମାରିଲା ଭିଣୋଇ

ମେଣ୍ଢାଶାଳ,୫ା୯(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଡିବାରୀଗ୍ରାମରେ ଶୋଇଥିବା ଅବସ୍ଥାରେ ଶଳାକୁ ଛୁରୀଭୁଷି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ଭିଣୋଇଙ୍କୁ ଗିରଫକରି କୋର୍ଟଚାଳଣକରିଛି ।ସିଏ ହେଉଛନ୍ତି ଗଜପତିର ଦେବ ମଲିକ ରାବା (୪୦)ା ପ୍ରକାସଯେ, ଗଜପତି ଜିଲ୍ଲା ଆଡାଭାଥାନା ଅନ୍ତର୍ଗତ ଡମାଡୁଆ ଗ୍ରାମର ଦେବ ମଲିକ ରାବା ଚନ୍ଦକାଥାନା ଅଧିନସ୍ଥ ଗୋଡିବାରୀ ଗ୍ରାମରେ ମଣି ମଲିକା ନାମକ ମହିଳାଙ୍କୁ ବିବାହ କରିଥିଲୋ କିନ୍ତୁ ବିବାହ ପରେ ସ୍ତ୍ରୀକୁ ବିଭିର୍ଣ ସମୟରେ ବିଭିର୍ଣପ୍ରକାରର ନିର୍ଯ୍ୟାତନା ଓ ଆକ୍ରମଣ କରୁଥିଲେ ।ଏଥିରେ ଅତିଷ୍ଠ […]

ଦୋକାନରେ ବିକୁଥିଲେ ଗଞ୍ଜେଇ

ଜଟଣୀ,୪।୯(ଏସଏସନିଉଜ)ଦୋକାନରେ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ରେ କଣାସର ସୁକାନ୍ତ ଦାସ(୪୫)ଙ୍କୁ ପୋଲିସ ଗୁରୁବାରଦିନ ଗିରଫ କରିବାସହ ତାଙ୍କଠାରୁ ୧.୧ କେଜି ଗଞ୍ଜେଇ ଓ ନଗଦ ୧ହଜାରେ ଟଙ୍କା ଜବତ କରିଛି। ପ୍ରକାଶଯେ,ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ମ୍ୟୁନିସିପାଲିଟି ଛକ ନିକଟରେ ଥିବା ଅଭିଯୁକ୍ତଙ୍କ ଦୋକାନ ଘରେ ଅତର୍କିତ ଚଢଉ କରିବା ସହ ସର୍ବସାଧାରଣରେ ବେଆଇନ ଗଞ୍ଜେଇ ବିକ୍ରି […]

ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ଗିରଫ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଖୁଦୁରୁକୁଣି ପୁଜା ଚାଲୁଥିବାବେଳେ ଜଣେ ନାବାଳିକାକୁ ଫସାଇ ବଳକ୍ତାର କରିବା ଅଭିଯୋଗରେ ଚନ୍ଦକାଥାନାପୋଲିସ ଜଣଙ୍କୁ ଗିରଫକରି ବୁଧବାରଦିନ କୋର୍ଟଚାଳଣ କରିଛି ।ସିଏ ହେଲେ ଭରତପୁର ଥାନା ଅଂଚଳର ମୁନା ବେହେରା (୩୦)ା ପ୍ରକାସ ଯେ,ଗତରବିବାରରାତିରେ ଚନ୍ଦକାଥାନା ଅଧିନସ୍ଥ ଏକ ଗ୍ରାମରେ ଯୁବତୀମାନେ ଖୁଦୁରୁକୁଣି ପୁଜା କରୁଥିଲେ । ଏହିଗ୍ରାମକୁ ଭରତପୁରର ମୁନା ବେହେରା ନାମକ ଯୁବକ ତାଙ୍କ ବନ୍ଧୁଘରକୁ ବୁଲିବାକୁ ଆସି ରହିଥିଲା ।ମୁନାଖୁଦୁରୁକୁଣି ପୁଜାପାଖକୁ ଯାଇ କୈ÷ାଶଳକ୍ରମେ ସେଠାରେ ପୁଜାରେ ସାମିଲ ହୋଇଥିବା ଜଣେ ୧୩ବର୍ଷୀୟ […]

ଗାଡିସୋରୁମ କର୍ମଚାରୀଙ୍କ ମୁଣ୍ଡଫଟାଇ ବନ୍ଧା ହେଲେ

ମେଣ୍ଢାଶାଳ,୩ା୯(ଏସଏସନିଉଜ)ଧାର ଦେଇ ସେହି ଟଙ୍କାକୁ ଆଦାୟକରିବାକୁ ନେଇ ଜଣଙ୍କୁ ଇଙ୍କାରେ ଛେଚି ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ବୁଧବାର ଜଣଙ୍କୁ ଗିରଫକରି କୋର୍ଟଚାଳଣକରିଛି ।ସିଏ ହେଉଛନ୍ତି ଓଡଗାଁର ସୋମ୍ୟରଞ୍ଜନ ଦାସ (୨୫)ା ପ୍ରକାସ ଯେ, ଗୋଠପାଟଣା ପାଖରେ ଥିବା ଜ୍ୟୋତି ମଟର ଗାଡି ସୋରୁମରେ ଅଚୁ୍ୟତ ପ୍ରଧାନ (୩୦) ନାମକ ଯୁବକ କାମ କରନ୍ତି ।ସେ ଓଡଗାଁର ସୋମ୍ୟରଞ୍ଜନ ଦାସଙ୍କଠାରୁ କିଛିଟଙ୍କା ଧାରସୁତ୍ରରେ ଆଣିଥିଲେ ।ଏହି ଟଙ୍କାକୁନେଇ ଉଭୟଙ୍କ ମଧ୍ୟରେ ବହୁସମୟରେ ପାଟି ତୁଣ୍ଡ ହୁଏ […]

ଦୁର୍ଗାପୂଜା ଭସାଣୀରେ ବାଜିବନି ଡିଜେ

ଭୁବନେଶ୍ୱର,୧।୯(ଏସଏସନିଉଜ)ଭୁବନେଶ୍ୱର ଦୁର୍ଗାପୂଜା ଭସାଣରେ ଡିଜେ ବାଜିବନି।ଭସାଣୀରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବା ମନା।କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣି।ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକରେ ହେଲା ନିଷ୍ପତ୍ତି।