ଲୁହରେ ଭିଜିଲା ମାଣିକମରା ଗାଁ
କାମାକ୍ଷାନଗର,୧୮।୮(ଏସଏସ ନିଉଜ)ସହିଦ CISF ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।ପୈତୃକ ଗ୍ରାମ ପରଜଙ୍ଗବ୍ଲକ ମାଣିକମରା ଗାଁରେ ହୋଇଛି ଶେଷକୃତ୍ୟ ସମ୍ପର୍ଣ୍ଣ। କିସ୍ତୱାର୍ ବାଦଲଫଟା ବର୍ଷା ଓ ଭୂ-ସ୍କଳନରେ ସହିଦ ହୋଇଥିଲେ ମନୋଜ।
Browsing category
କାମାକ୍ଷାନଗର,୧୮।୮(ଏସଏସ ନିଉଜ)ସହିଦ CISF ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।ପୈତୃକ ଗ୍ରାମ ପରଜଙ୍ଗବ୍ଲକ ମାଣିକମରା ଗାଁରେ ହୋଇଛି ଶେଷକୃତ୍ୟ ସମ୍ପର୍ଣ୍ଣ। କିସ୍ତୱାର୍ ବାଦଲଫଟା ବର୍ଷା ଓ ଭୂ-ସ୍କଳନରେ ସହିଦ ହୋଇଥିଲେ ମନୋଜ।
ମେଣ୍ଢାଶାଳ,୧୬।୮(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ନନ୍ଦଉତ୍ସବ କମିଟି ଆନୁକୁଲ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ବହୁ ଆଡ଼ମ୍ବରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମଧ୍ୟ ରାତ୍ରିରେ ଜନ୍ମାଷ୍ଟମୀ ପୂଜା କରାଯାଇଥିଲା ଓ ଆଜି ଅପରାହ୍ନରେ ନନ୍ଦଉତ୍ସବ ପାଳନ କରାଯାଇଥିଲା।ନିକଟସ୍ଥ ଭୋଳା,କଣ୍ଟାବାଡ,ଗିରୀଙ୍ଗାପୁଟ, କଟେଣୀ ,ଭାଗବତିପୁର,ଜାମୁଝରି, ଛତାବର୍,ହରିପୁର, ହରିଡାମଡା ,ବାରାପିଟା ,ଆରିସଲ ଓ କୁକୁଡ଼ାମୁଣ୍ଡି ଆଦି ଗ୍ରାମମାନଙ୍କରୁ ଛୋଟଛୋଟ ବାଳକ ବାଳିକାଙ୍କୁ ଅଟୋ ଯୋଗେ ଅଣାଯାଇ ସେମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା। ବିଭିନ୍ନଗ୍ରାମ ମାନଙ୍କରୁ ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ ବାଳକବାଳିକା ପ୍ରସାଦ […]
ମେଣ୍ଢାଶାଳ,୧୭/୮(ଏସଏସନ୍ୟୁଜ)ଆଜି ପବିତ୍ର ସିଂହସଂକ୍ରାନ୍ତି ଅବସର ରେ ତମାଣ୍ଡୋ ଗ୍ରାମା ପଞ୍ଚାୟତ ଅନ୍ତର୍ଗତ ସାହାଣୀ କାଶିପୁର ଗ୍ରାମରେ ପ୍ରଭାତ କୁମାର ପ୍ରଧାନଙ୍କ ବାଡିରେ ଏକ ବ୍ରହ୍ମକମଳ ପୁଷ୍ପ ଫୁଟି ଥିବାର ଦେଖାଯାଇଥିଲା।ଏହି ଖବର ପ୍ରଚାରିତପରେ ଏହି ଫୁଲ ଦେଖିବାକୁ ଗ୍ରାମବାସୀମାନଙ୍କ ଭିଡ଼ ବଢିଥିଲା।ପରେପରେ ଏହି ପବିତ୍ର ଫୁଲଟିକୁକୁ ଗ୍ରାମରେଥିବା ତ୍ରିନାଥମନ୍ଦିରକୁ ପୁତ୍ର ଲିଙ୍ଗରାଜ ପ୍ରଧାନ ଦାନ କରିଥିବା ବେଳେ ଗ୍ରାମବାସି ତରଫରୁ ସ୍ଵତନ୍ତ୍ର ପୂଜାଅର୍ଚ୍ଚନା ଅନୁଷ୍ଠିତ କରାଯାଇଥିଲା।
ମେଣ୍ଢାଶାଳ,୧୫।୮(ଏସଏସନିଉଜ)୭୯ତମ ସ୍ବାଧିନତା ଦିବସ ମେଣ୍ଢାଶାଳ ଗ୍ରାମରେ ମହା ସମାରୋହର ସହ ପାଳିତ ହୋଇଯାଇଛି ।ସେବା ସମବାୟ ସମିତି ଠାରେ ଏକ ବର୍ଣ୍ଣାଢ଼୍ୟ ପତାକା ଉତୋଳନ ଅନୁଷ୍ଟିତ ହୋଇଯାଇଛି।ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସମସ୍ତ ବୋର୍ଡ ଅଫ ଡାଇରେକ୍ଟରଙ୍କ ସମେତ ବ୍ୟାଙ୍କର ବରିଷ୍ଟ ଅଧିକାରୀ ସନ୍ତୋଷ କୁମାର ମଙ୍ଗରାଜ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ହରିହର ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।ସମ୍ପାଦକ ହିମାଂଶୁ ସାମନ୍ତ ରାୟ ଧନ୍ୟବାଦ୍ ଦେଇଥିଲେ।ସେହିପରି ମେଣ୍ଢାଶାଳ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଡ. ମୋହନ ହେମ୍ରମ […]
କଟକ,୧୫।୮(ଏସଏସନିଉଜ)ମୁଣ୍ଡଳିସ୍ଥିତ ସିଆଇଏସଏଫରେ ମହାସମାରୋହର ସହ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି।ମୁଖ୍ୟଅତିଥି ଭାବେସିଆଇଏସଏଫର ନିର୍ଦ୍ଦେଶକ ତଥା ଆଇପିଏସ ଶ୍ରୀ ରାଜବିନ୍ଦର ସିଂହ ଭାଟି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ଦେଶକୁ ସ୍ୱାଧୀନତା ପ୍ରଦାନ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ମାତୃଭୂମିର ସେବାରେ ଜୀବନ ଉତ୍ସର୍ଗ କରିଥିବା ସାହସୀମାନଙ୍କ କଥାକୁ ମନେ ପକାଇଥିଲେ।ଏହାସହ ଜାତିର ସେବାରେ ନିଜକୁ ପୁନଃ ଉତ୍ସର୍ଗୀକୃତ କରିବା ଏବଂ ଏହାର ଏକତା ଏବଂ ଅଖଣ୍ଡତାକୁ […]
ଚନ୍ଦ୍ରଶେଖରପୁର,୧୫।୮(ଏସଏସନିଉଜ)କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ଓ ଶ୍ରୀ ଜୟଦେବ ଇଣ୍ଟରନ୍ୟାସନାଲ ସ୍କୁଲର ମିଳିତ ସହଯୋଗରେ ଆଜି ୭୯ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ସଂପାଦକ ତଥା ପ୍ରଧାନ ଆଚାର୍ଯ୍ଯ ପ୍ରଦୀପ କୁମାର ପାଣିଙ୍କ ଉପସ୍ଥିତିରେ ମୁଖ୍ଯଅତିଥି ଭାବେ ବିଶିଷ୍ଟ ସମାଜସେବୀ ମୃତ୍ୟୁଞ୍ଜୟ ମହାନ୍ତି ଓ ବିଦ୍ୟାଳୟର ସଭାପତି ଅନ୍ନପୂର୍ଣ୍ଣା ମିଶ୍ର ବିଶିଷ୍ଟ ସମାଜସେବୀ ଜୟପ୍ରକାଶ ମିଶ୍ର ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ […]
କଟକ,୧୫।୮(ଏସଏସନିଉଜ)ବିଭିନ୍ନ ଜନହିତକର କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ମଧୁପୁର ପଞ୍ଚାୟତ ଏଥର ପୂଜ୍ୟପୂଜାଙ୍କୁ ସମ୍ମାନ ଦେଇ ବେଶ୍ ଚର୍ଚ୍ଚିତ ହୋଇଛି ।ସ୍ଵାଧୀନତା ଦିବସରେ ଅଞ୍ଚଳର ୫୦୦ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରି ସମସ୍ତଙ୍କ ପାଇଁ ଆଲୋଚନାର ଖୋରାକ ସାଜିଛି। ବାରଙ୍ଗ ବ୍ଲକ ଅନ୍ତର୍ଗତ ମଧୂପୂର ଗ୍ରାମପଞ୍ଚାୟତ ତରଫରୁ ପଞ୍ଚାୟତ ସ୍ତରିୟ ସମ୍ବର୍ଦ୍ଧନା ଓ ପୁରସ୍କାର ବିରତଣି ସଭା ସ୍ଵାଧୀନତା ଦିବସରେ ଅନୁଷ୍ଟିତ ହୋଇଯାଇଛି।ଏଥିରେମୁଖ୍ୟଅତିଥି ଭାବେ ବିଜେପି ନେତା ତୃଷାରକାନ୍ତ ଚକ୍ରବର୍ତ୍ତୀ ଓ ସମ୍ମାନିତ ଅତିଥି ଭାବେ […]
ଭୁବନେଶ୍ବର,୧୩।୮(ଏସଏସନିଉଜ)ଲୋକଙ୍କୁ ସହଜରେ ସରକାରୀ ସୁବିଧା ମିଳିବା ନେଇ ୨୦୨୬ରେ ପଞ୍ଚାୟତର ପୁନର୍ଗଠନ ପାଇ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥି ନିମନ୍ତେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟିଙ୍କ ପରାମର୍ଶକୁ ରାଜ୍ୟ ସରକାର ଗ୍ରହଣ କରିବା ସହ ସମ୍ମତି ଜଣାଇଛନ୍ତି ।୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୨୬ରେ ପଞ୍ଚାୟତ ପୁନର୍ଗଠନ ହେବ।ଏବେ ଓଡ଼ିଶାରେ ୬୮୦୧ଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ପଞ୍ଚାୟତ ପୁନର୍ଗଠନ ପରେ ଆଗକୁ ରାଜ୍ୟରେ କେତେ ସଂଖ୍ୟକ ନୂଆ ପଞ୍ଚାୟତ ସୃଷ୍ଟି ହେବ ତାହା ଜଣାପଡିନି।
କଟକ,୧୩।୮(ଏସଏସନିଉଜ)ଦେବଗଡ଼ ମାଟିର ବିକାଶ ପାଇଁ ଦେବଗଡ଼ ଜିଲ୍ଲାର ଜଣେ ଯୁବକ ସଂଘର୍ଷ ଆରମ୍ଭ କରିଛନ୍ତି।ନିଜ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ପର୍ଯ୍ୟାୟକ୍ରମେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିନଥିଲା।ଏହାର ପ୍ରତିକାର ପାଇଁ ଓ ସାଧାରଣ ଲୋକଙ୍କ ସ୍ୱାର୍ଥପାଇ ବହୁ ଆଶା ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ଜଣାଇବାକୁ ବାହାରିଛନ୍ତି ଦେବଗଡ଼ ମାଟିର ଅର୍ଣ୍ଣବ୍ ପଣ୍ଡା ନାମକ ୪୨ବର୍ଷୀୟ ଯୁବକ ।ସେ ପୁଣି କୌଣସି କାର କି ମଟର ସାଇକେଲ […]
ଭୁବନେଶ୍ୱର,୧୩।୮(ଏସଏସନିଉ ଜ)ନନ୍ଦନକାନନ ଛକସ୍ଥିତ ଜଗନ୍ନାଥ ମନ୍ଦିରର ହୁଣ୍ଡିଭାଙ୍ଗି ଚୋରି ଘଟଣାରେ ନନ୍ଦନକାନନଥାନା ପୁଲିସ ୩୦୧/୨୫କେସ ନମ୍ୱରରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ତିନିଜଣଙ୍କୁ ଗିରଫ କରି ବୁଧବାରଦିନ କୋର୍ଟଚାଲାଣ କରିଛନ୍ତି ।ସେମାନେ ହେଲେ ଜଗନ୍ନାଥମନ୍ଦିର ପଛପଟ ଟାଙ୍ଗୀବସ୍ତିରେ ରହୁଥିବା ତିଗିରିଆ ସମପଡାର ଅରୁଣ ବେହେରା (୨୪),ରଘୁନାଥପୂର୍ ମାରୁତି ରେଶିଡେନ୍ସିରେ ରହୁଥିବା ଗାଡକଣ ମଙ୍ଗଳାସାହିର ତ୍ରିଲୋଚନ ଭୋଇ(୨୬), ରଘୁନାଥପୁର ତିଅରସାହିର ସୂର୍ଯ୍ୟକାନ୍ତ ଦାସ(୨୪)।ପୋଲିସ ସେମାନଙ୍କ ଠାରୁ ନଗଦ ୬ହଜାରେ ଟଙ୍କା ଜବତ କରିଛି। ପ୍ରକାଶଯେ, ପ୍ରକାଶ […]