ଆଜିର ରାଶିଫଳ
ନଭେମ୍ବରମାସ ୦୩ତାରିଖ ୨୦୨୫ମସିହା (ସୋମବାର)କାର୍ତ୍ତିକମାସ- ଶୁକ୍ଳ ,ତିଥି-ତ୍ରୟୋଦଶୀ ରାତ୍ରି ଘ୦୧/୫୭ ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର-ଉତ୍ତରଭାଦ୍ର ଦିବା ଘ୦୩/୩୧୨ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୪୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୦୯/୧୦ ,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୧/୫୭ ଗତେ ପଶ୍ଚିମେ ,ଧନୁରାଶିର ଘତଚନ୍ଦ୍ର ,ମିଥୁନରାଶିର ଘାତବାର ,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା-ଦିବା ଘ୦୭/୧୮ଗତେ ଘ୦୮/୪୫ ମଧ୍ୟେ ,ବାରବେଳା-ଦିବା ଘ୦୨/୨୦ଗତେ ଘ୦୩/୪୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୭ମଧ୍ୟେ ଓ ଘ୦୯/୦୪ଗତେ ଘ୧୧/୨୬ ମଧ୍ୟେ ଓ ରାତ୍ରି ଘ୦୭/୪୫ ଗତେ ଘ୧୧/୫୨ […]